Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସେନା ହେଲିକପ୍ଟର କ୍ରାଶ୍: ପାଇଲଟ ମୃତ
ଜମ୍ମୁ: ଉତ୍ତର କଶ୍ମୀରର ବନ୍ଦୀପୋରା ଜିଲ୍ଲାର ତୁଲୈଲ୍ ଅଞ୍ଚଳ ଅନ୍ତର୍ଗତ ଗୁରେଜ୍ରେ ଆଜି ଘଟିଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି। ତେବେ କୋ ପାଇଲଟ ଜଣଙ୍କ ଗୁରୁତର ଅଛନ୍ତି। ସେନା ହସପିଟାଲାରେ ତାଙ୍କର ଚିକିତ୍ସା ଚାଲିଛି। ସୂଚନା ମୁତାବକ, ଆଜି!-->…
ପାକିସ୍ତାନରେ ପଶିଗଲା ଭାରତୀୟ ମିସାଇଲ
ନୂଆଦିଲ୍ଲୀ: ପାକିସ୍ତାନରେ ପଶିଗଲା ଭାରତୀୟ ମିସାଇଲ। ଭାରତପଟୁ ଦୁର୍ଘଟଣାବସତଃ ଫାୟାରିଂ ହୋଇଥିବା ମିସାଇଲ ପାକିସ୍ତାନ ମାଟିରେ ହିଟ୍ କରିଛି। ହେଲେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ତେବେ ଏହା ଭୁଲବସତଃ ହୋଇଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତ୍ରୁଟି ସ୍ୱୀକାର!-->…
ମାୟାବତୀ ଏବଂ ଓୱେସୀଙ୍କୁ ପଦ୍ମଭୂଷଣ ଏବଂ ଭାରତ ରତ୍ନ ପୁରସ୍କାର ଦିଆଯାଉ: ସଞ୍ଜୟ ରାଉତ
ମୁମ୍ବାଇ: କଟାଘାରେ ଚୂନ ମାରିଲେ ଶିବସେନା ନେତା। ଉତ୍ତରପ୍ରଦେଶରେ ବିଜେପିର ଧମାକାଦାର ବିଜୟ ପରେ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ଶିବସେନା ନେତା ସଞ୍ଜୟ ରାୱତ। ମୁଖ୍ୟତଃ ବିଏସପି ମୁଖ୍ୟ ମାୟାବତୀ ଏବଂ ଏଆଇଏମଆଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ତାତ୍ସଲ୍ୟ କରିଛନ୍ତି । ସଞ୍ଜୟ କହିଛନ୍ତି!-->…
ସ୍କୁଟିରୁ ଖସି ପଡିଲେ ଯୁବତୀ, ବସ୍ ଚକା ତଳେ ଚାଲିଗଲା ଜୀବନ
ଚୌଦ୍ଵାର: ସ୍କୁଟିରୁ ଖସି ପଡିଲେ ଯୁବତୀ। ବସ୍ ଚକା ତଳେ ଚାଲିଗଲା ଜୀବନ। ମଙ୍ଗୁଳି ସ୍ଥିତ ବିରୂପା ବ୍ରିଜ ଉପରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି।
ସୂଚନାନୁଯାୟୀ, ଶୁକ୍ରବାର ସକାଳୁ ସକାଳୁ ଜଣେ ଯୁବତୀ ନିଜ ସ୍କୁଟି ଯୋଗେ କଟକ!-->!-->!-->…
କଂଗ୍ରେସର ସଦ୍ୟ ନିର୍ବାଚନୀ ବିପର୍ଯ୍ୟୟ ପରେ ଅସନ୍ତୁଷ୍ଟ ଜି-୨୩ ନେତା ୪୮ ଘଣ୍ଟା ମଧ୍ୟରେ କରିବେ ବୈଠକ
ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ଓ ବିପର୍ଯ୍ୟୟରେ ବିରକ୍ତ ହୋଇ ଦଳରେ ଜି-୨୩ ଗୋଷ୍ଠୀ ଭାବେ ପରିଚିତ ଥିବା ଅସନ୍ତୁଷ୍ଟ ନେତାମାନେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବୈଠକ କରି ଏ ସଂପର୍କରେ ଆଲୋଚନା କରିବେ ବୋଲି ଜଣେ ବରିଷ୍ଠ ନେତା!-->…
ହାର ମାନିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଟ୍ବିଟ କରି ଲେଖିଲେ ଏଭଳି କଥା
ନୂଆଦିଲ୍ଲୀ: ହାର ମାନିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପଞ୍ଜାବରେ କଂଗ୍ରେସର ସବୁ ବଡ଼ ବଡ଼ ନେତା ଶୋଚନୀୟ ଭାବେ ପରାସ୍ତ ହେବା ପରେ ଏବେ ଟ୍ବିଟ କରି ପରାଜୟ ସ୍ବୀକାର କରିଛନ୍ତି ରାହୁଲ। ଲୋକମାନଙ୍କର ନିଷ୍ପତ୍ତିକୁ ବିନମ୍ର ଭାବରେ ଗ୍ରହଣ କରୁଛୁ ବୋଲି ସେ ଟ୍ବିଟ କରି କହିଛନ୍ତି।ସେ!-->…
ଉତ୍ତରପ୍ରଦେଶରେ ବିଜେପିର ବିଜୟ ୨୦୨୪ ନିର୍ବାଚନର ଫଳାଫଳ ସ୍ଥିର କରିଦେଇଛି : ମୋଦୀ
ନୂଆଦିଲ୍ଲୀ : ୨୦୨୨ରେ ଉତ୍ତରପ୍ରଦେଶ ନିର୍ବାଚନରେ ବିଜୟ ହାସଲ କରିବା ପରେ ୨୦୨୪ର ସାଧାରଣ ନିର୍ବାଚନର ପରିଣାମ ନିର୍ଦ୍ଧାରିତ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।୪ଟି ରାଜ୍ୟରେ ବିଜେପିର ବିଜୟ ପରେ ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ!-->…
ପଞ୍ଜାବକୁ ଛାଡ଼ି ସବୁଠି ଫୁଟିଲା ପଦ୍ମ, ବିରୋଧୀ ଜଳକା
ନୂଆଦିଲ୍ଲୀ: ଆସିଛି ୫ ରାଜ୍ୟର ଜନାଦେଶ। ସବୁ ଆଶା ଓ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ଟାଣି ପୁଣିଥରେ ୪ ରାଜ୍ୟରେ ସରକାର ଗଠନ କରିବାକୁ ଜନମତ ପାଇଛି ବିଜେପି। ଦରବୃଦ୍ଧି, ଚାଷୀ ଓ ବେକେରୀ ଭଳି ସମସ୍ୟା ବିଜେପି ବେକରେ କଣ୍ଟା ହୋଇ ଲାଗିବ ବୋଲି ଆଶଙ୍କା କରାଯାଉଥିଲା। ହେଲେ ବିଜେପିର ଗେମ ପ୍ଲାନ!-->…
ମଣିପୁରରେ ସେନାର ସ୍ବତନ୍ତ୍ର କ୍ଷମତା ପ୍ରତ୍ୟାହାର ପାଇଁ ଦାବି କରିବି : ନିର୍ବାଚନ ଜିତିବା ପରେ କହିଲେ ମୁଖ୍ୟମନ୍ତ୍ରୀ…
ଇମ୍ଫାଲ : ମଣିପୁରରେ ପୁଣି ଥରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଢିବା ଆଡ଼କୁ ଅଗ୍ରସର ହେଉଛି । ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଏନ.ବୀରେନ ସିଂ ହେନଗାଙ୍ଗ୍ ଆସନରୁ ବିଜୟୀ ହୋଇଛନ୍ତି । ସେ ନିଜର ନିକଟତମ ପ୍ରତିଦ୍ବନ୍ଦୀ ତଥା କଂଗ୍ରେସ ପ୍ରାର୍ଥୀ ପି.ଶରଚ୍ଚନ୍ଦ୍ର ସିଂଙ୍କୁ!-->…
ପଞ୍ଜାବରେ ‘ଆପ’ର ବିପୁଳ ବିଜୟ
ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ଆମ୍ ଆଦମୀ ପାର୍ଟି (‘ଆପ୍’) ସପକ୍ଷରେ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଚରଣଜିତ୍ ସିଂହ ଚନ୍ନୀ ଚଣ୍ଡୀଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି। ବିଶେଷସୂତ୍ରରୁ ପ୍ରକାଶ ଅବିଳମ୍ବେ ସେ ରାଜ୍ୟପାଳଙ୍କୁ ଭେଟି!-->…