Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସିଏନଜି ପମ୍ପରେ ବଡ଼ ଅଘଟଣ, ଗୋଟିଏ ରାତିରେ ୩ ଜଣଙ୍କୁ ହତ୍ୟା
ଗୁରଗାଓଁ: ଗୋଟିଏ ରାତିରେ ୩ ଜଣଙ୍କୁ ଛୁରୀ ଭୁସି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଦିଲ୍ଲୀ-ଗୁରଗାଓଁ ଏକ୍ସପ୍ରେସ ୱେରେ ଥିବା ସିଏନଜି ପମ୍ପରେ ଏପରି ଘଟଣା ଘଟିଛି। ଏହି ୩ ଜଣଙ୍କୁ ମିଶାଇ ଗୋଟିଏ ସପ୍ତାହ ମଧ୍ୟରେ ଏଠାରେ ୫ ଜଣଙ୍କୁ ହତ୍ୟା କରାଗଲାଣି।ପୁଲିସ୍ କହିଛି ଯେ ସେକ୍ଟର ୩୧!-->…
ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା: ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୋଦି
ନୂଆଦିଲ୍ଲୀ: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ପ୍ରଥମ ଭାରତୀୟ ଛାତ୍ର ପ୍ରାଣ ହରାଇବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଆଜି ସକାଳେ ରୁଷ ପକ୍ଷରୁ ଖାର୍କିଭରେ ହୋଇଥିବା ବୋମା ମାଡ଼ରେ ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ଜଣାପଡ଼ିବା ପରେ ନୀବନଙ୍କ ବାପାଙ୍କ!-->…
ୟୁକ୍ରେନରେ ବୋମାମାଡ଼, ପ୍ରାଣହରାଇଲେ ଭାରତୀୟ ଛାତ୍ର
ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା ଠିକ ସେଇଆ ହୋଇଛି। ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଯାଇଛି ପ୍ରଥମ ଭାରତୀୟ ଛାତ୍ରଙ୍କ ଜୀବନ। ଖାରକିଭ୍ରେ ଘଟିଥିବା ବୋମାମାଡ଼ରେ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ପ୍ରାଣ ହରାଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।ମନ୍ତ୍ରଣାଳୟ!-->…
୨୬ ମାର୍ଚ୍ଚରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୨ ସିଜିନ
କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଦେଶରେ କରୋନା ସଂକମ୍ରଣ ହ୍ରାସ ପାଇବାରେ ଲାଗିଛି। ଏହା ମଧ୍ୟରେ ଖୁବଶୀଘ୍ର ଆଇପିଏଲ ୨୦୨୨ ଆରମ୍ଭ ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍ ସିଜିର ପ୍ରଥମ ମ୍ୟାଚ ୨୭ ମାର୍ଚ୍ଚରୁ ଆରମ୍ଭ ହେଉଛି। ବ୍ରଡକାଷ୍ଟ ଏବଂ ବିସିସିଆଇ ମଧ୍ୟରେ ଏବେ!-->…
ସୋନୁ ସୁଦଙ୍କ ବିରୋଧରେ ମାମଲା ରୁଜୁ
ଚଣ୍ଡିଗଡ଼,: ସବୁବେଳେ ମହତ୍ କାର୍ଯ୍ୟ କରି ଚର୍ଚ୍ଚାରେ ରହୁଥିବା ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ରାଜନୈତିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କ ବିରୋଧରେ ପଞ୍ଜାବର ମୋଗାରେ ଏକ ମାମଲା ରୁଜୁ ହୋଇଛି। ସୋନୁ ସୁଦ ତାଙ୍କ ଭଉଣୀ ମାଲଭିକା ସୁଦଙ୍କ ସପକ୍ଷରେ ଭୋଟରଙ୍କୁ!-->…
ୟୁକ୍ରେନ ସଙ୍କଟ: ୧୭ ହଜାର ତଳକୁ ଖସିଲା ନିଫଟି
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ବଢ଼ିବାରେ ଲାଗିଛି । ଭାରତୀୟ ସେୟାର ମାର୍କେଟ ଉପରେ ମଧ୍ୟ ୟୁକ୍ରେନ ସଙ୍କଟର ପ୍ରଭାବ ଦେଖିବାକୁ ମିଳିଛି । କାରବାର ଆରମ୍ଭରୁ ଖସିଛି ସେନସେକ୍ସ ଓ ନିଫଟି । ସେନସେକ୍ସ ପ୍ରାୟ ୧୦୦୦ ପଏଣ୍ଟ ତଳକୁ ଖସିଛି । ନିଫଟି ମଧ୍ୟ ପ୍ରାୟ ୩୦୦!-->…
ଆଘାତପ୍ରାପ୍ତ ଯୁବ ମହିଳା ଫୁଟବଲ ଖେଳାଳୀ ମନୀଷା ପାଇଲେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶ୍ବାସନା ଓ ପ୍ରେରଣା
ଭୁବନେଶ୍ବର: ମନୀଷା ନାୟକ । ସ୍ପୋର୍ଟସ ଓଡିଶା ଟିମ୍ର ୧୮ ବର୍ଷ ବୟସ୍କା ଫୁଟବଲ ଖେଳାଳୀ। ଅନେକ ସ୍ବପ୍ନ ନେଇ ଓଡିଶା ମହିଳା ଲିଗ୍ ମ୍ୟାଚରେ ଖେଳିବାର ଆଶା ରଖି ଆସିଥିଲେ । କିନ୍ତୁ ରାଇଜିଂ ଷ୍ଟୁଡେଣ୍ଟସ ଟିମ୍ ସହିତ ଥିବା ମ୍ୟାଚ ପୂର୍ବରୁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଲା । ଖେଳିବାର ସୁଯୋଗ!-->…
ମହାଶିବ ରାତ୍ରିରେ ୨୧ ଲକ୍ଷ ଦୀପରେ ଝଲସି ଉଠିବ ମହାକାଳ ନଗରୀ, ଗିନିଜ୍ ବୁକ୍ ଅଫ ରେକର୍ଡ ପାଇଁ ଚାଲିଛି ପ୍ରସ୍ତୁତି
ଉଜ୍ଜୈନ ୨୧।୦୨: ମହାଶିବରାତ୍ରିରେ ମହକାଳର ନଗରୀ ଉଜ୍ଜୈନରେ ନୂତନ ଇତିହାସ ରଚାଯିବ। ୨୧ ଲକ୍ଷ ଦୀପରେ ଝଲସି ଉଠିବ ଉଜ୍ଜୈନ ସହର। ସହର ନାମରେ ଗିରିଜ୍ ବୁକ୍ ଅଫ ରେକର୍ଡ ତଥା ଲିମକା ବୁକ୍ ଅଫ ରେକର୍ଡ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ପ୍ରଥମେ ୧୧ ରୁ ୧୫ ଲକ୍ଷ ଦୀପ ଜଳାଇବାକୁ ଯୋଜନା!-->…
ଆଶିଷ ମିଶ୍ରାଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟ ଗଲେ ପୀଡ଼ିତଙ୍କ ପରିବାର
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷଙ୍କୁ ମିଳିଥିବା ଜାମିନ ବିରୋଧରେ ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ କରାଯାଇଛି। ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିଯିବା ଘଟଣାରେ ଆଶିଷ ଗିରଫ ହୋଇଥିଲେ। କିନ୍ତୁ ନିକଟରେ!-->…
ବଜରଙ୍ଗ ଦଳ ସଦସ୍ୟଙ୍କ ହତ୍ୟା ପରେ ଶିବମୋଗାରେ ପୋଡ଼ାଜଳା
ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବମୋଗାରେ ଜଣେ ୨୬ ବର୍ଷୀୟ ବଜରଙ୍ଗ ଦଳ ସଦସ୍ୟଙ୍କ ହତ୍ୟା ପରେ ବିବାଦ ତୀବ୍ର ହୋଇଛି। ୨୬ ବର୍ଷୀୟ ହର୍ଷଙ୍କୁ ରବିବାର ସନ୍ଧ୍ୟାରେ ୪ ଜଣ ଯୁବକ ଛୁରୀ ଭୁସି ହତ୍ୟା କରିଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ!-->…