Browsing Category

ଦେଶ

ଏବିଜି ଶିପୟାର୍ଡର ପୂର୍ବତନ ସିଇଓ ଋଷି ଅଗ୍ରୱାଲ ସିବିଆଇ ତଦନ୍ତରେ ସାମିଲ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଦୁର୍ନୀତି ଘଟଣାରେ ଫସିଥିବା ଏବିଜି ଶିପୟାର୍ଡର ପୂର୍ବତନ ସିଇଓ ଋଷି ଅଗ୍ରୱାଲ ଶେଷରେ ସିବିଆଇ ତଦନ୍ତରେ ସାମିଲ ହୋଇଛନ୍ତି। ଆଜି ସେ ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ପହଞ୍ଚି ତଦନ୍ତରେ ସହଯୋଗ ଆରମ୍ଭ କରିଛନ୍ତି।ପୂର୍ବରୁ ମଧ୍ୟ ଏହି ୨୨,୮୪୨ କୋଟି…

ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ, ୬୦ ଲକ୍ଷ ଜୋରିମାନା

ରାଞ୍ଚି: ଗୋ-ଖାଦ୍ୟ ଦୁର୍ନୀତିର ୫ମ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲଦଣ୍ଡ ମିଳିଛି। ଏଥିସହ ଲାଲୁଙ୍କ ଉପରେ ୬୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ। ଫେବୃଆରୀ ୧୫ରେ କୋର୍ଟ ଏହି ମାମଲାରେ ୭୩ ବର୍ଷୀୟ…

ବିଶ୍ବ ବୈଷ୍ଣବ ସମ୍ମିଳନୀ ଉଦଘାଟିତ, ମହାମାରୀରୁ ମୁକ୍ତି ପାଇଁ ମହାପ୍ରଭୁଙ୍କୁ ରାଷ୍ଟ୍ରପତିଙ୍କ ପ୍ରାର୍ଥନା

ପୁରୀ: ତ୍ରିଦିବସୀୟ ବିଶ୍ବ ବୈଷ୍ଣବ ସମ୍ମିଳନୀ ତଥା ଗୌଡୀୟ ମିଶନର ପ୍ରତିଷ୍ଠାତାଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ଆଜି (ରବିବାର) ଯୋଗ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମାରୋହକୁ ସମ୍ବୋଧନ କରି ଅଦୃଶ୍ୟ ମହାମାରୀ କୋପରୁ ମାନବଜାତିଙ୍କୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ନିକଟରେ…

ଏଥର ସପା ତା’ ଭାଗ୍ୟ ବଦଳାଇ ପାରିବ – ଅଖିଲେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଆଜି ହେଉଛି ତୃତୀୟ ପର୍ଯ୍ୟାୟ ଭୋଟିଂ। ଏହି ପର୍ଯ୍ୟାୟରେ ଭୋଟରମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କ ପାଇଁ ଭୋଟ ଦେଉଛନ୍ତି। ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ବଡ଼ ଦାବି କରିଛନ୍ତି। ତାଙ୍କ ଦଳ…

ସମାଜବାଦୀ ପାର୍ଟି(ସପା) ଓ କଂଗ୍ରେସ ଉପରେ ବର୍ଷିଲେ ମୋଦି

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଚାର କରି ସମାଜବାଦୀ ପାର୍ଟି(ସପା) ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଏହି ଦୁଇ ଦଳ ଆତଙ୍କବାଦ ପ୍ରସଙ୍ଗରେ ନରମ ଭାବ ପୋଷଣ କରିଥିବା ସେ ଅଭିଯୋଗ କରିଛନ୍ତି।୨୦୦୮ ଅହମଦାବାଦ ସିରିଜ ବୋମା ବିସ୍ଫୋରଣ…

ମତଦାନ କେନ୍ଦ୍ରରେ ସେଲଫି ନେବା ମହଙ୍ଗା ପଡ଼ିଲା; କାନପୁର ମେୟରଙ୍କ ନାମରେ ମାମଲା ରୁଜ୍ଜୁ

କାନପୁର: ରବିବାର ଦିନ ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଏକ ମତଦାନ କେନ୍ଦ୍ରରେ ନିଜର ମତାଧିକାର ଅଧିକାର ସାବ୍ୟସ୍ତ କରୁଥିବା ବେଳେ ସେଲଫି କ୍ଲିକ୍‌ କରିବା ଏବଂ ଏକ ଭିଡିଓ ତିଆରି କରିଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ତଥା କାନପୁର ମେୟର ପ୍ରମିଳା…

ବାତ୍ୟା ବେଳେ ଲଣ୍ଡନ୍‌ରେ ନିରାପଦରେ ଅବତରଣ କଲା ଏୟାର୍‌ ଇଣ୍ଡିଆର ୨ଟି ବିମାନ

ନୂଆଦିଲ୍ଲୀ: ଉତ୍ତରପଶ୍ଚିମ ୟୁରୋପ୍‌ରେ ବାତ୍ୟା ‘ୟୁନିସ୍’ ଭୀଷଣ ବେଗରେ ପ୍ରବାହିତ ହେଉଥିବା ବେଳେ ଲଣ୍ଡନ୍‌ର ହିଥ୍ରୋ ବିମାନ ବନ୍ଦରରେ ଏୟାର୍‌ ଇଣ୍ଡିଆର ୨ଟି ବିମାନ ନିରାପଦରେ ଅବତରଣ କରି ଆଲୋଚ୍ୟ ବିଷୟ ପାଲଟିଛି। ଏହି ଅବତରଣକାଳୀନ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌…

ଅତ୍ୟନ୍ତ ଜଟିଳ ପର୍ଯ୍ୟାୟ ଦେଇ ଗତି କରୁଛି ଭାରତ-ଚୀନ୍‌ ସମ୍ପର୍କ: ଏସ୍‌. ଜୟଶଙ୍କର

ମ୍ୟୁନିକ୍‌: ବେଜିଙ୍ଗ୍‌ ସୀମାନ୍ତ ରାଜିନାମା ଉଲ୍ଲଂଘନ କରିବା ଯୋଗୁଁ ଭାରତ-ଚୀନ୍‌ ସମ୍ପର୍କ ଅତ୍ୟନ୍ତ ଜଟିଳ ପର୍ଯ୍ୟାୟ ଦେଇ ଗତି କରୁଛି ବୋଲି ଶନିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି। ସୀମାନ୍ତ ପରିସ୍ଥିତି ସମ୍ପର୍କର ପରିସ୍ଥିତି ନିର୍ଦ୍ଧାରଣ କରେ ବୋଲି…

ଥମୁନି ‌ହିଜାବ ବିବାଦ: ଶିବମୋଗାରେ ହିଜାବ ପିନ୍ଧିଥିବାରୁ ୫୮ ଛାତ୍ରୀ ନିଲମ୍ବିତ

ବେଙ୍ଗାଲୁରୁ : ହିଜାବ ପିନ୍ଧିବାକୁ ନେଇ ଶିକ୍ଷାନୁଷ୍ଠାନରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ଦକ୍ଷିଣ କନ୍ନଡ଼ ଏବଂ ଉଡ଼ୁପି ଜିଲ୍ଲାର ଅଧିକରୁ ଅଧିକ କଲେଜ୍‌କୁ ଆନ୍ଦୋଳନ ବ୍ୟାପିଲାଣି। ୧୦ ଦିନ ସ୍କୁଲ୍‌ କଲେଜ୍‌ ବନ୍ଦ ରହିବାପରେ ପୁଣିଥରେ ଖୋଲିଛି। ଉଡ଼ୁପିର ମିଲାଗ୍ରେସ କଲେଜ୍‌,…

ୟୁକ୍ରେନରୁ ଭାରତୀୟଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆ ପଠାଇବ ୩ଟି ବିମାନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବଡ଼ ଘୋଷଣା। ୟୁକ୍ରେନରେ ବଢ଼ୁଥିବା ସଙ୍କଟ ଏବଂ ସେଠାରେ ରହୁଥିବା ଭାରତୀୟ ନାଗରିକ ତଥା ଛାତ୍ରଛାତ୍ରୀମାନଙ୍କ ଫେରିବା ନେଇ ଅନୁରୋଧ ବଢ଼ିବା ପରେ ଏୟାର ଇଣ୍ଡିଆ ବଡ଼ ଘୋଷଣା କରିଛି। ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ଆସନ୍ତା ସପ୍ତାହରେ ଭାରତ ଏବଂ…