Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କଂଗ୍ରେସରେ ପରିବାରବାଦ ନାହିଁ – ମଲ୍ଲିକାର୍ଜୁନ ଖଡ଼ଗେ
ନୂଆଦିଲ୍ଲୀ ୧୭/୦୨ : ବରିଷ୍ଠ କଂଗ୍ରେସ ନେତା ତଥା ବର୍ତ୍ତମାନ ରାଜ୍ୟସଭାର ବିରାଧି ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ଦଳ ଉପରେ ଲଗାଯାଉଥିବା ପରିବାରବାଦ ଅଭିଯୋଗ ଉପରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହି ଦଳରେ ରାଜିବ ଗାନ୍ଧୀଙ୍କ ପରେ କେହି ପ୍ରଧାନମନ୍ତ୍ରୀ କିମ୍ବା!-->…
ମୋଦି ସରକାର ଯିବା ପୂର୍ବରୁ ସାରାଦେଶକୁ ଘରୋଇକରଣ କରିଦେବେ – ଅଖିଳେଶ
ଲକ୍ଷ୍ନୌ ୧୭।୨: ବିଧାନସଭା ନିର୍ବାଚନ ଲାଗି ଉତ୍ତରପ୍ରଦେଶ ରାଜନୀତି ଏବେ ପଡଉଠ ହେଉଛି। ରାଜ୍ୟରେ ଦୁଇ ପର୍ଯ୍ୟାୟ ମତଗ୍ରହଣ ସରିଥିବା ବେଳେ ବାକି ପର୍ଯ୍ୟାୟମାନଙ୍କରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ରାଜନୈତିକ ଦଳମାନେ ଲାଗିପଡିଛନ୍ତି। ଏଥିରେ ଆରୋପ ଓ ପ୍ରତ୍ୟାରୋପର ପର୍ବ ମଧ୍ୟ ଜାରି ରହିଛି।!-->…
ରାଜଧାନୀରୁ ସନ୍ଧିଗ୍ଧ ବ୍ୟାଗ୍ ଜବତ, ଆଇଡ଼ି ଥିବା ସନ୍ଦେହ
ନୂଆଦିଲ୍ଲୀ ୧୭/୦୨: ରାଜଧାନୀ ଦିଲ୍ଲୀ ସ୍ଥିତ ସୀମାପୁରୀ ଅଞ୍ଚଳରୁ ସନ୍ଦେହଜନକ ଅବସ୍ଥାରେ ଗୋଟିଏ ବ୍ୟାଗ୍ ମିଳିଛି । ବ୍ୟାଗ୍ଟି କିଏ ଏବଂ କେଉଁ ପରିସ୍ଥିତିରେ ସେଠାରେ ରଖିଛି ତାହା ଜଣାପଡି ନାହିଁ । ପୋଲିସ ଏବଂ NSG ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି ।!-->…
ଆପ୍ ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ ଜଣେ ମଦ୍ୟପ ଏବଂ ଅଶିକ୍ଷିତ ବ୍ୟକ୍ତି
ଅମୃତସର : ପଞ୍ଜାବ ନିର୍ବାଚନ ପୂର୍ବରୁ ପରସ୍ପର ମଧ୍ୟରେ ଆକ୍ଷେପ ଓ ରାଜନୈତିକ କୁତ୍ସାରଟନା ଚରମସୀମାରେ ପହଞ୍ଚିଛି। ପଞ୍ଜାବର ଆମ ଆଦମୀ ପାର୍ଟି(ଆପ)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ ଜଣେ ମଦ୍ୟପ ଏବଂ ଅଶିକ୍ଷିତ ବ୍ୟକ୍ତି । ତାଙ୍କ ବିରୋଧରେ ଏମିତି ଆକ୍ଷେପ କରିଛନ୍ତି ପଞ୍ଜାବ!-->…
ହିଜାବ ବିରୋଧରେ ତସଲିମା ନସରିନ୍
ନୂଆଦିଲ୍ଲୀ: ହିଜାବକୁ ନେଇ ବିବାଦ ସୃଷ୍ଟି ହେବା ଏବଂ ଏହାକୁ ଶିକ୍ଷାନୁଷ୍ଠାନରେ ଅନୁମତି ନେଇ ଦାବି ଜୋର ଧରିଥିବା ବେଳେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବାଂଲାଦେଶୀ ଲେଖିଲା ତସଲିମା ନସରିନ୍। ଏହା ସପକ୍ଷରେ ନଥିବା ତସଲିମା କହିଛନ୍ତି ଯେ, ହିଜାବ, ବୁର୍ଖା ଏବଂ ନିକାବ ଏଗୁଡ଼ିକ!-->…
ପ୍ରାଇଭେଟ ସେକ୍ଟରରେ ୭୫ ପ୍ରତିଶତ କୋଟା ମାମଲା: ହାଇକୋର୍ଟଙ୍କ ରହିତାଦେଶ ଉଠିଲା
ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟରରେ ସ୍ଥାନୀୟ ପ୍ରାର୍ଥୀଙ୍କ ପାଇଁ ୭୫ ପ୍ରତିଶତ କୋଟା ରହିବ। ଏନେଇ ହରିୟାଣା ସରକାର ଏକ ଆଇନ୍ ଆଣିବା ପରେ ଏହା ଉପରେ ପଞ୍ଜାବ ଏବଂ ହରିୟାଣା ହାକୋର୍ଟ ଏକ ଅନ୍ତରୀଣ ରହିତା ଦେଶ ଲାଗୁ କରିଥିଲେ। ତେବେ ଏହି ମାମଲା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିବା ବେଳେ!-->…
ନିଜ ବିଫଳତା ଲୁଚାଇବାକୁ ମୋଦି ନେହେରୁଙ୍କୁ ଦୋଷ ଦେଉଛନ୍ତି
ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ନେତା ମନମୋହନ ସିଂହ ଗୁରୁବାର ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଲୋକେ କଂଗ୍ରେସର ଭଲ କାମକୁ ମନେ ପକାଉଛନ୍ତି। ହେଲେ ବିଜେପି!-->…
ଅଦାଲତଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ଦର୍ଶାଇ ହିଜାବ୍ ପରିହିତ ଛାତ୍ରୀଙ୍କୁ ଫେରାଇ ଦେଲା କର୍ଣ୍ଣାଟକ କଲେଜ
ବିଜୟପୁର: ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଧାର୍ମିକ ବସ୍ତ୍ର ପରିଧାନ ସଂକ୍ରାନ୍ତରେ କର୍ଣ୍ଣାଟକ ହାଇକୋର୍ଟ ଯୁକ୍ତି ଶୁଣୁଥିବା ଶ୍ରେଣୀଗୃହରେ ହିଜାବ୍ ପିନ୍ଧି ବସିବାକୁ ଜିଦ୍ ଧରିଥିବା ଛାତ୍ରୀମାନଙ୍କୁ ବାହାର କରି କର୍ଣ୍ଣାଟକ ରାଜ୍ୟର ଆଉ ଏକ ସରକାରୀ ମହାବିଦ୍ୟାଳୟ ପ୍ରତିବାଦସ୍ଥଳ!-->…
ପାକିସ୍ତାନରେ ପେଟ୍ରୋଲ ଲିଟର ୧୫୯ ଟଙ୍କା
ଇସ୍ଲାମାବାଦ: ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ପେଟ୍ରୋଲିୟମ୍ ପଦାର୍ଥର ଦାମ୍ ପୁଣି ବଡ ପରିମାଣରେ ବଢିଛି। ପାକିସ୍ତାନରେ ସମସ୍ତ ପେଟ୍ରୋଲିୟମ୍ ପଦାର୍ଥଗୁଡିକର ଦରରେ ୧୦ ରୁ ୧୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ପାକିସ୍ତାନରେ ଏହି ପଦାର୍ଥ ଗୁଡିକର ଦାମ୍ କେବେବି ଏତେ ଅଧିକ ଟଙ୍କା!-->…
କେଜ୍ରିଓ୍ଵାଲ୍ ଖଲିସ୍ଥାନର ସମର୍ଥକ! ଥରେ କହିଥିଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇ ନପାରିଲେ ଏହି ସ୍ଵାଧୀନ ରାଷ୍ଟ୍ରର…
ନୂଆଦିଲ୍ଲୀ: ପଞ୍ଜାବରେ ବିଧାନସଭା ନିର୍ବାଚନ ଆସନ୍ତା ଫେବ୍ରୁଆରି ୨୦ରେ ହେବାକୁ ଯାଉଛି। ଏହାକୁ ନେଇ ବିଜେପି, କଂଗ୍ରେସ୍, ଆପ୍, ଅକାଳି ଦଳ ଓ ଅନ୍ୟ ରାଜନୈତିକ ଦଳମାନେ ମତଦାନ ପାଇଁ ଜୋରଦାର ପ୍ରସ୍ତୁତ ହେଉଛନ୍ତି। ଇତ୍ୟବସରରେ ଆମ୍ ଆଦମି ପାର୍ଟିର ପୂର୍ବତନ ନେତା କୁମାର ବିଶ୍ଵାସ ଦଳର!-->…