Browsing Category

ଦେଶ

୪ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହେବ

ନୂଆଦିଲ୍ଲୀ : ଏଣିକି ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହେବ । ଏ ନେଇ କେନ୍ଦ୍ର ସରକାର ମୋଟର ଯାନ ଆଇନରେ କେତେକ ସଂଶୋଧନ କରିଛନ୍ତି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାରଦିନ ଏହି ନୂଆ ନିୟମ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ।…

ଦେଶରେ ସଂକ୍ରମଣ କମୁଛି, ଅତିରିକ୍ତ କଟକଣା ହଟାଅ : ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ କରୋନାର ୩ୟ ଲହରର ପ୍ରକୋପ ଧୀରେ ଧୀରେ ହ୍ରାସ ପାଇଚାଲିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ କୋଭିଡ୍ କଟକଣାକୁ ଧୀରେ ଧୀରେ କୋହଳ କରାଯାଉଛି । ତେବେ କେତେକ ଅତିରିକ୍ତ କଟକଣା ଏବେ ବି ଲାଗୁ ରହିଛି । ଏସବୁ ଅତିରିକ୍ତ କଟକଣାକୁ ହଟାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ…

ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ ଘଟିଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ବାପିଙ୍କର ୬୯ ବର୍ଷ ବୟସରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବାପି ଏକାଧିକ ରୋଗରେ ପୀଡ଼ିତ ରହିବା ସହ ଆଜି ସକାଳୁ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।…

ପ୍ରତିଷ୍ଠିତ ବେଙ୍ଗଲୀ ଗାୟିକା ସଂଧ୍ୟା ମୁଖାର୍ଜୀଙ୍କ ପରଲୋକ

ପ୍ରତିଷ୍ଠିତ ବେଙ୍ଗଲୀ ଗାୟିକା ସଂଧ୍ୟା ମୁଖାର୍ଜୀଙ୍କ ପରଲୋକ ହୋଇଛି । କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୁରୁତର ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜାନୁଆରୀ ୨୭ରେ ସଂଧ୍ୟା ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା…

ବ୍ୟାଙ୍କ ଠକେଇ ମାମଲା: ଏବିଜି ଶିପୟାର୍ଡ ନିର୍ଦ୍ଦେଶକଙ୍କ ବିରୋଧରେ ଜାରି ହେଲା ଲୁକଆଉଟ୍ ନୋଟିସ୍

ନୂଆଦିଲ୍ଲୀ ୧୫।୧୨: ଦେଶର ବ୍ୟାଙ୍କିଙ୍ଗ ଇତିହାସରେ ସବୁଠୁ ବଡ଼ ଋଣ ଜାଲିଆତି ମାମଲାରେ ଏବିଜି ଶିପୟାର୍ଡଙ୍କ ନିର୍ଦ୍ଦେଶକଙ୍କ ଲାଗି ଲୁକ୍‌ଆଉଟ୍ ନୋଟିସ୍ ଜାରି ହୋଇଛି। ଜନୈକ ବରିଷ୍ଠ ସିବିଆଇ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ୨୨ ହଜାର ୮୪୨ କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି…

ବିରୋଧୀ ଭାଙ୍ଗି ପାରିବେନିଏମଭିଏ ମେଣ୍ଟ : ଶିବସେନା ମୁଖପାତ୍ର ସଂଜୟ ରାଉତ

ଦାଦର୧୫।୨: ଶିବସେନା ରାଜ୍ୟସଭା ସାଂସଦ ତଥା ପାର୍ଟିର ମୁଖପାତ୍ର ସଂଜୟ ରାଉତ ମଙ୍ଗଳବାର ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମହାରାଷ୍ଟ୍ରରେ ବିଜେପି ମହାବିକାଶ ଅଘାଡ଼ି(ଏମଭିଏ) ନେତା ଓ ସେମାନଙ୍କ ପରିବାରଙ୍କୁ ଏବେ ଟାର୍ଗେଟ କରୁଥିବାର କହିଛନ୍ତି। ରାଜ୍ୟରେ ମେଣ୍ଟ ସରକାର…

କଂଗ୍ରେସ ଛାଡ଼ିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ

ନୂଆଦିଲ୍ଲୀ: ଦଳ ଛାଡ଼ିଲେ କଂଗ୍ରେସର ବରିଷ୍ଠ ନେତା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର କଂଗ୍ରେସ ଛାଡ଼ିଛନ୍ତି। ୪ ଦଶନ୍ଧି ଧରି କଂଗ୍ରେସରେ ରହିବା ପରେ ଆଜି ଦଳରୁ ବିଦାୟ ନେଇଛନ୍ତି ଅଶ୍ୱିନୀ। ୨୦୦୦୯ରୁ ୨୦୧୪ ମଧ୍ୟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅମଳରେ ଅଶ୍ୱିନୀ ଆଇନ ମନ୍ତ୍ରୀ…

ସ୍କୁଲରେ ହିଜାବ ପିନ୍ଧିବାକୁ ବାରଣ, ଅଧାରୁ ପରୀକ୍ଷା ଛାଡି ଉଠିଗଲେ ଛାତ୍ରୀ

ବେଙ୍ଗାଳୁରୁ: ଥମୁନି କର୍ଣ୍ଣାଟକର ହିଜାବ ବିବାଦ। ଦିନକୁ ଦିନ ଏହା ଆହୁରି ବଢ଼ିବାରେ ଲାଗିଛି। ସ୍କୁଲରେ ହିଜାବ ପିନ୍ଧିବାକୁ ସ୍କୁଲ ପ୍ରଶାସନ ବାରଣ କରୁଛନ୍ତି। ଏହାକୁ ନେଇ ସ୍କୁଲର ଦୁଇ ଜଣ ଛାତ୍ରୀ ପରୀକ୍ଷା ଛାଡି ଅଧାରୁ ଉଠି ପଳାଇଛନ୍ତି। ଏଭଳି କିଛି ଘଟଣା ଘଟିଛି କର୍ଣ୍ଣାଟରକ ଶିବମୋଗା…

ସେଲ୍ଫି ନେଉଥିବା ବେଳେ ୪ ଜଣଙ୍କ ଉପରେ ମାଡ଼ିଗଲା ଟ୍ରେନ

ଗୁରୁଗ୍ରାମ: ପୁଣିଥରେ ବିପଦଜନକ ଭାବେ ସେଲ୍ଫି ନେବା ହୋଇଛି କାଳ। ୪ ଜଣ ଯୁବକ ରେଳ ଧାରଣାରେ ଛିଡ଼ା ହୋଇ ସେଲ୍ଫି ନେଉଥିବା ବେଳେ ସେମାନଙ୍କ ଉପରେ ଦ୍ରୁତଗାମୀ ଟ୍ରେନ ମାଡ଼ି ଯାଇଛି। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଦିଲ୍ଲୀକୁ ଲାଗି ରହିଥିବା ଗୁରୁଗ୍ରାମରେ…

ଏପ୍ରିଲ ୧ରୁ ଏୟାର ଇଣ୍ଡିଆର ଦାୟିତ୍ଵ ସମ୍ଭାଳିବେ ଇଲକର ଆୟସି

ନୂଆଦିଲ୍ଲୀ ୧୪।୦୨: ଏୟାର ଇଣ୍ଡିଆ ଟାଟା ସନ୍ସର ହେବା ପରେ ଏହି ଏୟାର ଲାଇନର ନବକଳେବର ହେବାକୁ ଯାଉଛି। ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଚେୟାରମ୍ୟାନ ଇଲକର ଆୟସିଙ୍କୁ ଟାଟା ସନ୍ସ ଏୟାର ଇଣ୍ଡିଆର ନୂତନ ଏମଡି ଏବଂ ସିଇଓ ଭାବେ ନିଯୁକ୍ତ କରିଛି। କମ୍ପାନୀ ପକ୍ଷରୁ ସୋମବାର ଅନୁଷ୍ଠିତ ବୈଠକରେ…