Browsing Category

ଦେଶ

ପ୍ରତି ନିର୍ବାଚନ ସମୟରେ ନୂଆ ନୂଆ ସାଥି ଖୋଜନ୍ତି ଅଖିଳେଶ : ମୋଦି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ଆକ୍ଷେପ-ପ୍ରତିଆକ୍ଷେପ ଓ ଆକ୍ରମଣ ପ୍ରତିଆକ୍ରମଣରେ ପରିବେଶ ଉଠୁଛି ପଡ଼ୁଛି। ଆଜି କାନପୁରରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଖିଳେଶ ଯାଦବଙ୍କ ନେତୃତ୍ୱାଧିନ ସମାଜବାଦୀ ପାର୍ଟି(ଏସପି)କୁ…

ମହାମାରୀ ଭୟ ଭିତରେ ବି ତେଲେଙ୍ଗାନାରେ ଆୟୋଜନ ହେବାକୁ ଯାଉଛି ଏସିଆର ସବୁଠାରୁ ବଡ଼ ଆଦିବାସୀ ମେଳା

ହାଇଦ୍ରାବାଦ: ମହାମାରୀ କରୋନା ସଂକ୍ରମଣର ଭୟ ଭିତରେ ତେଲେଙ୍ଗାନାରେ ଆୟୋଜନ ହେବାକୁ ଯାଉଛି ଏସିଆର ସବୁ ବଡ଼ ଆଦିବାସୀ ମେଳା। ଏଥିପାଇଁ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାର ମେଡାରାମକୁ ଶ୍ରଦ୍ଧାଳୁଙ୍କ ଆସିବା ଆରମ୍ଭ ହୋଇଗଲାଣି। ସମ୍ମାକ୍କା ସରକ୍କା ଯାତ୍ରା ନାଁରେ ଆୟୋଜିତ ହେବାକୁ ଏହି ୪ ଦିନିଆ…

ହନୁମାନଙ୍କ ଜନ୍ମଭୂମି ଲାଗି ବିବାଦ ଆରମ୍ଭ

ହାଇଦ୍ରାବାଦ: ଦୀର୍ଘ ଦଶନ୍ଧି ଧରି ରାମ ଜନ୍ମଭୂମିକୁ ନେଇ ଚାଲିଥିବା ବିବାଦରେ କୋର୍ଟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ହେଲେ ଏବେ ଭଗବାନ ହନୁମାନଙ୍କ ଜନ୍ମ ସ୍ଥାନକୁ ନେଇ ଦୁଇ ସଂଗଠନ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ହନୁମାନ ଜନ୍ମଭୂମି ବିବାଦ ଅବଶ୍ୟ ଦୁଇ ଭିନ୍ନ ଧର୍ମୀୟ ସଂସ୍ଥା ମଧ୍ୟରେ ସୃଷ୍ଟି…

ପଞ୍ଜାବରେ କ୍ଷମତାକୁ ଆସିଲେ କେନ୍ଦ୍ର ସହ ମିଶି କାମ କରିବୁ

ଅମୃତସର: ଯଦି ପଞ୍ଜାବରେ ଆମ ଆଦମୀ ପାର୍ଟି(ଆପ୍‌) କ୍ଷମତାକୁ ଆସେ ତେବେ ଦଳ କେନ୍ଦ୍ର ସହ ମିଶି ଜାତୀୟ ସୁରକ୍ଷା ପ୍ରସଙ୍ଗରେ କାମ କରିବ। ଏହା କହିଛନ୍ତି ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଗତ ମାସରେ ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ…

ହିଜାବ ବାହାର କରିବାକୁ ଗେଟ ବାହାରେ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ଧମକ

ବେଙ୍ଗାଲୁରୁ: ‘ହିଜାବ ପିନ୍ଧିଲେ ସ୍କୁଲ ଭିତରେ ପ୍ରବେଶ ମନା। ଶୀଘ୍ର ହିଜାବ ବାହାର କର। ହିଜାବ ହଟାଇବା ପରେ ହିଁ ସ୍କୁଲ ଭିତରେ ପ୍ରବେଶ କରିପାରିବ।’ କର୍ଣ୍ଣାଟକ ଏକ ସ୍କୁଲ ବାହାରେ ଜଣେ ଛାତ୍ରୀଙ୍କୁ ଏଭଳି କିଛି ଧମକ ଦେଇଛନ୍ତି ଶିକ୍ଷୟିତ୍ରୀ। ଯହାର ଭିଡିଓ ଏବେ ସାମ୍ନାକୁ…

ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ କିଣିଲା ଚେନ୍ନାଇ ସୁପରକିଙ୍ଗସ୍

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଚାଲିଥିବା ଆଇପିଏଲ ୨୦୨୨ର ମେଗା ନିଲାମରେ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି ନିଲାମରେ ବିକ୍ରି ହୋଇଛନ୍ତି। ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଲକ୍ଷ ଟଙ୍କାରେ କିଣିଛି। ଶୁଭ୍ରାଂଶୁଙ୍କ ମୂଳ ଦର ୨୦ ଲକ୍ଷ ଟଙ୍କା ଥିଲା। ଏହା ପୂର୍ବରୁ ଆଇପିଏଲରେ ତିନି…

ପ୍ରତିରକ୍ଷା ବଜେଟ୍ : ଏଥର ବଜେଟକୁ ସର୍ବୋତ୍ତମ କହିଲେ ବିଶେଷଜ୍ଞ, ଆତ୍ମନିର୍ଭରତା ବଢିବ, ରୋଜଗାର ସୃଷ୍ଟି ହେବ

ମୁମ୍ୱାଇ,୧୩/୦୨: ୨୦୨୨-୨୩ ଆର୍ଥିକ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ଏହି କ୍ଷେତ୍ର ସହ ଜଡିତ ଉଦ୍ୟୋଗୀ। ବିଶେଷଜ୍ଞଙ୍କ ମତ ଘରୋଇ ଉଦ୍ୟୋଗର ଆଧୁନିକରଣ ପାଇଁ ୬୮ ପ୍ରତିଶତ ପାଣ୍ଠି ଆବଣ୍ଟନ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଗବେଷଣା ପାଇଁ…

୨୦୨୨ର ପ୍ରଥମ ଉତକ୍ଷେପଣ ପାଇଁ ଇସ୍ରୋର ଓଲଟା ଗଣତି ଆରମ୍ଭ

ବେଙ୍ଗାଲୁରୁ ୧୩।୦୨: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ୨୦୨୨ରେ ନିଜର ପ୍ରଥମ ରକେଟ୍ ପ୍ରକ୍ଷେପଣ କରିବାକୁ ଯାଉଛି। ଫେବୃଆରୀ ୧୪ ଭାଲେନଟାଇନ ଦିନ ଇସ୍ରୋ ମହାକାଶକୁ ଆର୍ଥ ଅବଜରଭେସନ ସାଟେଲାଇଟ୍(EOS-04) ଉତକ୍ଷେପଣ କରିବ। ଏଥିପାଇଁ ୨୫ ଘଣ୍ଟାର ଓଲଟା ଗଣତି ଆରମ୍ଭ ହୋଇ ଯଇଛି। …

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, କହିଲେ-‘ହିଜାବ ନପିନ୍ଧିବା ଯୋଗୁଁ ମହିଳାଙ୍କ ସହ ଦୁଷ୍କର୍ମ ହେଉଛି’

ବେଙ୍ଗାଲୁରୁ,୧୩/୦୨: କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଜାରି ରହିଛି। ରାଜନୈତିକ ବୟାନବାଜି ମଧ୍ୟ ଜାରି ରହିଛି। ଏହାରି ଭିତରେ କର୍ଣ୍ଣାଟକର ଜଣ କଂଗ୍ରେସ ନେତା ଅତ୍ୟନ୍ତ ଅପତ୍ତିଜନତ ଟିପ୍ପଣୀ କରିଛନ୍ତି। କଂଗ୍ରେସ ନେତା ଜମୀର ଅହମଦ ହିଜାବକୁ ନେଇ ଅତ୍ୟନ୍ତ ସମ୍ୱେଦନହୀନ ବୟାନ ଦେଇଛନ୍ତି ।…

ଭାଇ ପାଇଁ ମୁଁ ଜୀବନ ଦେବାକୁ ପ୍ରସ୍ତୁତ: ପ୍ରିୟଙ୍କା

ନୂଆଦିଲ୍ଲୀ: ମୁଁ ମୋ ଭାଇ ପାଇଁ ଜୀବନ ଦେଇ ଦେବି। ସେ ବି ମୋ ପାଇଁ ଜୀବନ ଦେଇଦେବ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହା କହିଛନ୍ତି। ଭାଇ-ଭଉଣୀଙ୍କ ମଧ୍ୟରେ ଅପଟ ଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନ ଆସିବା ପରେ ପ୍ରିୟଙ୍କା ଏହାର ଜବାବ ରଖିଛନ୍ତି। ଆମ…