Browsing Category

ଦେଶ

ଭୁଶୁଡିଲା ଟନେଲ, ମାଟିତଳୁ ଜୀବନ୍ତ ଉଦ୍ଧାର ହେଲେ ୭ ଶ୍ରମିକ

ଭୋପାଲ: ମଧ୍ୟପ୍ରଦେଶର କାଟନି ଜିଲ୍ଲାର ସ୍ଲିମ୍ନାବାଦ ନିକଟରେ ଏକ ନିର୍ମାଣାଧୀନ ଟନେଲ ହଠାତ୍ ଭୁଶୁଡ଼ିବା ପରେ ସେଠାରେ କାର୍ଯ୍ୟ କରୁଥିବା ୯ ଜଣ ଶ୍ରମିକଙ୍କୁ ମାଟି ତଳେ ପୋତି ହୋଇଯାଇଥିଲା। ଏଥିମଧ୍ୟରୁ ୭ଜଣ ଶ୍ରମିକଙ୍କୁ ରବିବାର ସକାଳେ ଜୀବନ୍ତ ଉଦ୍ଧାର କରାଯାଇଛି। ମାଟି ତଳେ ଫଶି ରହିଥିବା…

ରାହୁଳଙ୍କ ବିରୋଧରେ ମନ୍ତବ୍ୟ ଲାଗି ହିମନ୍ତ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଉ : କେସିଆର

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ…

ଓୱେସୀଙ୍କ ପାଇଁ ୧୦୧ ଛେଳି ବଳି ପକାଇ ଥିବା ବ୍ୟବସାୟୀଙ୍କ ବିରୋଧରେ ପେଟା ପକ୍ଷରୁ ଏତଲା

ହାଇଦ୍ରାବାଦ: ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ସୁରକ୍ଷିତ ଜୀବନ କାମନା କରି ୧୦୧ ବଳି ଚଢ଼ାଇଥିବା ବ୍ୟବସାୟୀ ଏବେ ଅଡ଼ୁଆରେ। ପଶୁ ସୁରକ୍ଷା ପାଇଁ କାମ କରୁଥିବା ପେଟା ସଂସ୍ଥା ପକ୍ଷରୁ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଏତଲା ଦିଆଯାଇଛି। ତେଲେଙ୍ଗାନା ପଶୁ…

ଅମରିନ୍ଦରଙ୍କୁ ନେଇ ପ୍ରଥମଥର ଲାଗି ମୁହଁ ଖୋଲିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମମନ୍ତ୍ରୀ ତଥା କଂଗ୍ରେସ ନେତା କ୍ୟାପ୍ଟେନ୍‌ ଅମରିନ୍ଦର ସିଂଙ୍କୁ ନେଇ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିରବତା ଭାଙ୍ଗିଛନ୍ତି। ଆଜି ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ପ୍ରିୟଙ୍କା ଅମରିନ୍ଦରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା…

ଗାଡ଼ି ଚଳାଇବା ବେଳେ ଫୋନ୍‌ରେ କଥା ହେବା ବୈଧ୍ୟ ହୋଇ ପାରେ: ନିତିନ ଗଡ଼କରୀ

ନୂଆଦିଲ୍ଲୀ: ଗାଡ଼ି ଚଳାଇବା ବେଳେ ଫୋନ୍‌ରେ କଥାବାର୍ତ୍ତା କରୁଥିବା ବ୍ୟକ୍ତି ଆଉ ଦଣ୍ଡିତ ହେବେ ନାହିଁ ବୋଲି ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି। କିନ୍ତୁ, ଏଥିପାଇଁ କେତେକ ନିୟମ ମାନିବାକୁ ପଡ଼ିବ। ଏକଥା ଲୋକସଭାରେ ଘୋଷଣା କରାଯାଇଛି।ମନ୍ତ୍ରୀ…

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଋଣ ଠକେଇର ପର୍ଦ୍ଦାଫାସ କଲା ସିବିଆଇ

ନୂଆଦିଲ୍ଲୀ : ଦେଶରେ ଆଉ ଏକ ବୃହତ ବ୍ୟାଙ୍କ ଋଣ ଠକେଇ ମାମଲା ସାମନାକୁ ଆସିଛି । ଏହି ଋଣ ଠକେଇ ପରିମାଣ ଏତେ ବଡ଼ ଯେ ତାହା ନିରବ ମୋଦୀ ଦ୍ବାରା କରାଯାଇଥିବା ପିଏନବି ଋଣ ଠକେଇକୁ ବଳିଯାଇଛି ।ସିବିଆଇ ଆଜି ଏବିଜି ସିପୟାର୍ଡ ନାମକ ଏକ ଜାହାଜ ନିର୍ମାଣକାରୀ କମ୍ପାନିର ପ୍ରମୋଟର ଓ…

ଲୋକଙ୍କୁ ୫୦୦ ଟଙ୍କିଆ ନୋଟ୍ ବାଣ୍ଟୁଥିଲେ ସପା ନେତା, ଭିଡିଓ ଭାଇରାଲ୍ ହେବା ପରେ ମାମଲା ରୁଜୁ

ପ୍ରୟାଗରାଜ ୧୨।୦୨: ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ ସାରିଛି। ବାକି ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଯେଣତେଣ ପ୍ରକାରରେ ୟୁପି ଗାଦି ହାସଲ କରିବାକୁ ଚାହୁଁଛନ୍ତି ସବୁ ଦଳ। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗିବା ପରେ ନିର୍ବାଚନ ଆୟୋଗ…

ସରକାର ଗଠନ ହେଲେ ଶପଥଗ୍ରହଣ ଉତ୍ସବରେ ୟୁନିଫର୍ମ ସିଭିଲ କୋଡ଼ ଡ୍ରାଫ୍ଟ ତିଆରି କରିବୁ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ ୧୨/୦୨ : କର୍ଣ୍ଣାଟକରେ ଉପୁଜିଥିବା ହିଜାବ ବିବାଦ ପରେ ଏବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ଆସିଛି ବଡ ବୟାନ। ସେ କହିଛନ୍ତି ଆମ ସରକାର ଗଠନ ହେଲେ ଶପଥଗ୍ରହଣ ଉତ୍ସବରେ ୟୁନିଫର୍ମ ସିଭିଲ କୋଡ଼ ଡ୍ରାଫ୍ଟ ତିଆରି କରିବୁ। ମୁଖ୍ୟମନ୍ତ୍ରୀ କହିଛନ୍ତି…

୫ ରୁ ୧୫ ବର୍ଷର ପିଲାଙ୍କ ଟିକାକରଣ ନେଇ ସୂଚନା ଦେଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ ୧୨।୦୨: ଦେଶରେ କରୋନା ଟିକାକରଣ ଅଭିଯାନ ଜାରି ରହିଛି। ୧୬ ରୁ ୧୮ ବର୍ଷ ବର୍ଗର ପିଲାଙ୍କ ଟିକାକରଣ ପରେ ଏବେ ୫ ରୁ ୧୫ ବର୍ଷ ଆୟୁ ବର୍ଗର ପିଲାଙ୍କ ଟିକାକରଣ ପାଇଁ ବିଚାର ବିମର୍ଶ ଚାଲିଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଶନିବାର କହିଛନ୍ତି, ବିଶେଷଜ୍ଞଙ୍କ…

ମମତାଙ୍କ ଅଡ଼ୁଆ ବଢାଉଛନ୍ତି ପୁତୁରା ଅଭିଷେକ ବାନାର୍ଜୀ

କୋଲକାତା: ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସହ ଦଳୀୟ ନେତାଙ୍କ ମତଭେଦ ବଢ଼ିବାରେ ଲାଗିଛି। ଆଉ ଏହି କନ୍ଦଳ ତୀବ୍ର ହେବା ପୂର୍ବରୁ ଏହାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମମତା। ଏଥିପାଇଁ ଆଜି ସନ୍ଧ୍ୟାରେ ସେ…