Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଭାରତ ହେବ ବିଶ୍ବ ସାମୁଦ୍ରିକ ଶକ୍ତି: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା
ମୁମ୍ବଇ: ଗତ ଦଶନ୍ଧିରେ ସାମୁଦ୍ରିକ ଅର୍ଥନୀତିରେ କରାଯାଇଥିବା ସଂସ୍କାର ଯୋଗୁଁ ଭାରତ ବିଶ୍ୱ ସାମୁଦ୍ରିକ ମାନଚିତ୍ରରେ ଏକ ଉଦୀୟମାନ ଶକ୍ତି ଭାବରେ ଉଭା ହୋଇଛି। ଭାରତର ସାମୁଦ୍ରିକ ସ୍ଥିତି, ଗଣତାନ୍ତ୍ରିକ ସ୍ଥିରତା ଏବଂ ନୌସେନା କ୍ଷମତା ଭାରତ-ପ୍ରଶାନ୍ତ ମହାସାଗର ଏବଂ ବିଶ୍ୱ ଦକ୍ଷିଣ!-->…
ଆଜିଠୁ ୧୨ ରାଜ୍ୟରେ ଏସ୍ଆଇଆର୍
ନୂଆଦିଲ୍ଲୀ: ମଙ୍ଗଳବାରଠାରୁ ଦେଶବ୍ୟାପୀ ଦ୍ବିତୀୟ ପର୍ଯ୍ୟାୟ ଏସ୍ଆଇଆର୍ (ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା) ଅଭିଯାନ ଆରମ୍ଭ କରାଯିବ। ସୋମବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର କହିଛନ୍ତି ଯେ ବିହାର ପରେ ୧୨!-->…
ବାତ୍ୟା ପ୍ରଭାବ, ବିଶାଖାପାଟଣା ବିମାନବନ୍ଦରରୁ ୩୨ ବିମାନ ଉଡ଼ାଣ ବାତିଲ
ବିଶାଖାପାଟଣା : ବାତ୍ୟା ମୋନ୍ଥା ଯୋଗୁଁ ପ୍ରଭାବିତ ବିମାନ ସେବା । ବିଶାଖାପାଟନମ ବିମାନ ବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ୩୨ ବିମାନ ଉଡ଼ାଣ ବାତିଲ କରାଯାଇଛି । ବିଶାଖାପାଟନମ ବିମାନବନ୍ଦରର ନିର୍ଦ୍ଦେଶକ ଏନ. ପୁରୁଷୋତ୍ତମ କହିଛନ୍ତି, ୨୭ ଅକ୍ଟୋବରରୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ଦୁଇଟି!-->…
ଭାରତର ‘ତ୍ରିଶୂଳ’ ଅଭ୍ୟାସକୁ ନେଇ ପାକିସ୍ତାନରେ ଆତଙ୍କ, ଏୟାରସ୍ପେସକୁ କଲା ବନ୍ଦ
ନୂଆଦିଲ୍ଲୀ: ଭାରତର ତିନି ସଶସ୍ତ୍ର ବାହିନୀ ୩୦ ଅକ୍ଟୋବରରୁ ପଶ୍ଚିମ ସୀମାରେ ତ୍ରିଶୂଳ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ଭାରତୀୟ ସେନା ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ଭାରତ ବାୟୁ ମିଶନକୁ ତ୍ରିଶୂଳ ଅଭ୍ୟାସ ପାଇଁ ନୋଟିସ୍ ଜାରି କରିଛି । ଭାରତର ଏହି ଯୁଦ୍ଧ!-->…
ବସରେ ଲାଗିଲା ନିଆଁ : ୨ ମୃତ, ଅନେକ ଆହତ
ଜୟପୁର : ମନୋହରପୁର ଥାନା ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି । ଶ୍ରମିକ ଭର୍ତ୍ତି ବସ୍ ହାଇଟେସନ୍ ଲାଇନ୍ ସଂସ୍ପର୍ଶରେ ଆସିବା ପରେ ବିଦ୍ୟୁତ୍ ଆଘାତ ଲାଗି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୨ ଜଣ ଶ୍ରମିକ ଆହତ ହୋଇଛନ୍ତି । ଶ୍ରମିକ!-->…
‘ମୋନ୍ଥା’ ପାଇଁ ୩ ରାଜ୍ୟରେ ରେଡ ଆଲର୍ଟ
ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଗଭୀର ଅବପାତ ଆହୁରି ଦୃଢ ହେଉଛି । ଆଜି ସକାଳେ ଏହା ବାତ୍ୟାରେ ପରିଣତ ହୋଇ ତାଣ୍ଡବ ରଚିବାକୁ ମାଡି ଆସୁଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସ୍ଥାନ ବିଶାଖାପାଟଣାରୁ ଏହା ୮୩୦କିଲୋମିଟର ପୂର୍ବରେ ରହିଛି । ବାତ୍ୟା ଦକ୍ଷିଣ ଭାରତର!-->…
ପାକିସ୍ତାନ ଆତଙ୍କବାଦୀଙ୍କ ନଜର ତାଲିକାରେ ସଲମାନ !
ଇସଲାମାବାଦ: ବଲିଉଡ୍ର ତିନି ଅଭିନେତା ଶାହରୁଖ, ସଲମାନ ଓ ଅମିର ଖାନ୍ଙ୍କର ପାକିସ୍ତାନରେ ଯଥେଷ୍ଟ ଲୋକପ୍ରିୟତା ଥିବାବେଳେ ସଂଖ୍ୟାଧିକ ପ୍ରଶଂସକ ମଧ୍ୟ ରହିଛନ୍ତି। ତେବେ ନିକଟରେ ସାଉଦି ଆରବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସଲମାନଙ୍କ ବୟାନ ତାଙ୍କୁ ଅଡୁଆ ସ୍ଥିତିରେ!-->…
ସରିଲା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ
ଅଯୋଧ୍ୟା : ଦୀର୍ଘଦିନ ଧରି ଚାଲିଥିବା ଅଯୋଧ୍ୟା ରାମମନ୍ଦିର ନିର୍ମାଣ ଶେଷ ହୋଇଛି । ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନର ଦେଢ଼ବର୍ଷରୁ ଅଧିକ ସମୟ ପରେ ସରିଲା ମନ୍ଦିର ନିର୍ମାଣ କାର୍ଯ୍ୟ । ୨୨ ଜାନୁଆରୀ ୨୦୨୪ରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହୋଇଥିଲା । ଆଜି!-->…
ଆସନ୍ତାକାଲି ଠାରୁ ୧୨ ରାଜ୍ୟରେ SIR ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ: ନିର୍ବାଚନ କମିଶନ
ନୂଆଦିଲ୍ଲୀ : ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (SIR) ସମ୍ପର୍କରେ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ, ବିହାରରେ ଏସଆଇଆରର ସଫଳତା ପରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଏବେ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ!-->…
ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଲାଗି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାଁ ସୁପାରିସ କଲେ CJI ବିଆର ଗଭାଇ
ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ । ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନାଁ ସୁପାରିସ୍ କଲେ CJI ବିଆର ଗଭାଇ । ନଭେମ୍ବର ୨୪ରେ ସୂର୍ଯ୍ୟକାନ୍ତ ପ୍ରଧାନ ବିଚାରପତି ଭାବେ ଶପଥ ନେଇପାରନ୍ତି । ଆସନ୍ତା ନଭେମ୍ବର ୨୩ ତାରିଖରେ!-->…