Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସୋନମ ୱାଙ୍ଗଚୁକଙ୍କ ଉପରୁ NSA କଟକଣା ହଟାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ୱାଙ୍ଗଚୁକଙ୍କ ଉପରୁ NSA ହଟିଲା । ମୁକ୍ତ ହେବେ ଲଦାଖ ଆନ୍ଦୋଳନକାରୀ ସୋନମ ୱାଙ୍ଗଚୁକ । କେନ୍ଦ୍ର ସରକାର ହଟାଇଲେ NSA କଟକଣା । ୧୭୦ ଦିନ ପରେ ଜେଲରୁ ବାହାରିବେ ସୋନମ ୱାଙ୍ଗଚୁକ। ଲଦାଖର ଜଣାଶୁଣା ପରିବେଶବିତ୍ ଏବଂ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଉପରୁ କେନ୍ଦ୍ର ଗୃହ!-->…
ଭିସା ପାଇଁ ବିଦେଶୀ ନାଗରିକଙ୍କୁ ଆଉ ଦେବାକୁ ପଡିବନି ଜୋରିମାନା
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଭାରତ ଗତକାଲି ପ୍ରଭାବିତ ବିଦେଶୀ ନାଗରିକଙ୍କ ଭିସାକୁ ୩୦ ଦିନ ପାଇଁ ବୃଦ୍ଧି କରିଛି । ଏଥିସହିତ ବିଦେଶୀ ନାଗରିକ ଅଧିକ ସମୟ ରହିବା ପାଇଁ ଜୋରିମାନା ଛାଡ଼ ଘୋଷଣା କରାଯାଇଛି ।
ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟାରେ!-->!-->!-->…
ଇରାନ ଆକ୍ରମଣରେ ଭାରତୀୟ ଇଞ୍ଜିନିୟର ମୃତ
ନୂଆଦିଲ୍ଲୀ : ଇରାନ ଆକ୍ରମଣରେ ଭାରତୀୟ ମୃତ । ଇରାନର ଡ୍ରୋନ୍ ଆକ୍ରମଣରେ ଜଣେ ଭାରତୀୟ ଇଞ୍ଜିନିୟର ମୃତ୍ୟୁ ହୋଇଛି । ପଶ୍ଚିମ ଏସିଆରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଇରାକର ବାସରା ବନ୍ଦର ନିକଟରେ ଏକ ବଡ଼ ଆକ୍ରମଣ ହୋଇଛି ।
ସୂଚନାନୁଯାୟୀ, ଇରାନର ଏକ ବିସ୍ଫୋରକ ବୋଝେଇ ଡ୍ରୋନ୍!-->!-->!-->…
ଇସଲାମାବାଦ ଏୟାରପୋର୍ଟରେ ଡ୍ରୋନ୍ ଆଟାକ କଲା ତାଲିବାନ, ପାକ୍ ସୈନ୍ୟ ନିହତ
ଇସଲାମାବାଦ : ଆମେରିକା, ଇସ୍ରାଏଲ ଏବଂ ଇରାନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ଯୁଦ୍ଧରେ ନୂଆ ମୋର୍ଚ୍ଚା ଖୋଲିଛି । ପ୍ରଥମେ ପାକିସ୍ତାନ ଆଫଗାନିସ୍ତାନର କାବୁଲ, କାନ୍ଦାହାର, ପାକଟିଆ ଏବଂ ପାକଟିକାରେ ଏୟାର ଷ୍ଟ୍ରାଇକ୍ କରିଥିଲା । ପ୍ରତିଶୋଧ ପରାୟଣ ହୋଇ!-->…
ଆମେରିକାର ପ୍ରଚଣ୍ଡ ଆକ୍ରମଣରେ ଧ୍ୱଂସ ହେଲା ଇରାନର ‘ଖାର୍ଗ ଦ୍ୱୀପ’
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ନିର୍ଦ୍ଦେଶରେ ଆମେରିକୀୟ ସେନା ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପ (Kharg Island) ଉପରେ ଏକ ଭୟଙ୍କର ବୋମା ମାଡ଼ କରିଛି। ଏହି ଆକ୍ରମଣରେ!-->…
ଇରାନ-ଆମେରିକା ଯୁଦ୍ଧରେ ହସ୍ତକ୍ଷେପ କଲେ ପୁଟିନ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ । ଇରାନ-ଆମେରିକା ଯୁଦ୍ଧରେ ପୁଟିନଙ୍କ ଏଣ୍ଟ୍ରି? ଟ୍ରମ୍ପ ଦେଲେ ବଡ଼ ସଙ୍କେତ । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକା ଓ ଇସ୍ରାଏଲ୍ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇରାନକୁ ‘ଅଳ୍ପ ବହୁତ’!-->…
ମାସିକ ଧର୍ମ ବେଳେ ମହିଳାଙ୍କ ଛୁଟି ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ମାସିକ ଧର୍ମ ସମୟରେ ମହିଳା କର୍ମଚାରୀଙ୍କୁ ଛୁଟି ପ୍ରଦାନ କରିବା ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ଏହି ମାମଲାକୁ ବିଚାର କରିବାକୁ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି, “ମହିଳାମାନଙ୍କୁ ଏତେ ଦୁର୍ବଳ ଭାବନ୍ତୁ ନାହିଁ ।” ଯଦି ପେଡ୍!-->…
ଦୁବାଇରେ ଶକ୍ତିଶାଳୀ ବିସ୍ଫୋରଣ, ବୁର୍ଜ ଖଲିଫା ନିକଟରେ ଖସିଲା ମିସାଇଲ୍ ଅଂଶ
ଦୁବାଇ : ଦୁବାଇରେ ଶକ୍ତିଶାଳୀ ବିସ୍ଫୋରଣ । ଆକାଶରୁ ଖସାଇ ଦିଆଗଲା ଶତ୍ରୁପକ୍ଷର ଡ୍ରୋନ୍ । ଶକ୍ତିଶାଳୀ ବିସ୍ଫୋରଣରେ ଥରିଲା ଦୁବାଇ । ବୁର୍ଜ ଖଲିଫା ନିକଟରେ ଖସିଲା ମିସାଇଲ୍ ଅଂଶ । ଦୁବାଇର ମଧ୍ୟଭାଗରେ ଏକାଧିକ ଶକ୍ତିଶାଳୀ ବିସ୍ଫୋରଣ ଶୁଣିବାକୁ ମିଳିଛି ।
ମଧ୍ୟପ୍ରାଚ୍ୟରେ ଜାରି!-->!-->!-->…
ଭୟରେ ଅଧିକ ଗ୍ୟାସ୍ କିଣୁଛନ୍ତି ଗ୍ରାହକ: ଦୈନିକ ୭୫.୭ ଲକ୍ଷ ବୁକିଂ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶରେ ରନ୍ଧନ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଘରୋଇ ଏଲ୍ପିଜି ଯୋଗାଣକୁ ନିଶ୍ଚିତ କରିବା ପାଇଁ ସରକାର ବାଣିଜ୍ୟିକ ଏଲ୍ପିଜି ଯୋଗାଣ ଉପରେ କଟକଣା ଲଗାଇଛନ୍ତି। ଏଭଳି ସମୟରେ ସରକାର ଆଜି କହିଛନ୍ତି ଯୁଦ୍ଧ କାରଣରୁ ଏଲ୍ପିଜି ନପାଇବା ଆଶଙ୍କା!-->…
ଅନିଲ ଅମ୍ବାନୀଙ୍କଙ୍କ ୫୮୧ କୋଟିର ସମ୍ପତ୍ତି ଜବତ କଲା ଇଡି
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଗୁରୁବାର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କର ୫୮୧ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏହି ସମ୍ପତ୍ତି ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ ଏବଂ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ!-->…