Browsing Category

ଦେଶ

ଦୁଦୁରା ଫଳ ବିକ୍ରି ଅଭିଯୋଗରେ Amazon, Swiggy Instamart ଓ BigBasketର ଲାଇସେନ୍ସ ରଦ୍ଦ

କର୍ଣ୍ଣାଟକ : ଅନଲାଇନରେ ବିଷାକ୍ତ ଦୁଦୁରା ଫଳ ବ୍ରିକ୍ରି କରିବାକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର Amazon, Swiggy Instamart ଏବଂ BigBasketର ଫୁଡ୍ ଲାଇସେନ୍ସକୁ ସ୍ଥଗିତ କରାଯାଇଛି

୭ ବର୍ଷ ପରେ ଭାରତ ଗସ୍ତ କରିବେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ !

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ। ଆସନ୍ତା ମାସ BRICS ସମ୍ମିଳନୀକୁ ଆସିବା ନେଇ ସୂଚନା ମିଳିଛି। ଦୀର୍ଘ ୭ ବର୍ଷ ବ୍ୟବଧାନ ପରେ ଏକ ବଡ଼ ଟିମ୍‌ ସହ ଆସିବେ ବୋଲି କୁହାଯାଉଛି। ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ୪ ଶହ ଜଣିଆ ଟିମ୍‌ ସହ ଆସିପାରନ୍ତି ଚୀନ୍‌

ଲଜ୍ ଭିତରୁ ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ ଉଦ୍ଧାର

ଆନ୍ଧ୍ରପ୍ରଦେଶ : ଚିର ନିଦ୍ରାରେ ପୂରା ପରିବାର । ଲଜ୍ ଭିତରୁ ଉଦ୍ଧାର ହେଲା ମୃତଦେହ। ଆନ୍ଧ୍ରପ୍ରଦେଶରେ ଦୁଃଖଦ ଘଟଣା। ଏକ ଲଜ୍ ରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ଗଣ-ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ଆନ୍ଧ୍ର ପ୍ରଦେଶରେ ପ୍ରସିଦ୍ଧ

ନଦୀକୁ ଡେଇଁ ପ୍ରାଣ ହରାଇଲେ ଇଞ୍ଜିନିୟର ପରିବାର

ଆନ୍ଧ୍ରପ୍ରଦେଶ : ନଈକୁ ଡେଇଁଲେ ଇଞ୍ଜିନିୟର ପରିବାର । ଆନ୍ଧ୍ରପ୍ରଦେଶରେ ଦୁଃଖଦ ଘଟଣା । ଜଣେ ଇଞ୍ଜିନିୟରଙ୍କ ପୂରା ପରିବାର ନଦୀକୁ ଡେଇଁ ପ୍ରାଣ ହରାଇଛନ୍ତି । ପଞ୍ଚାୟତିରାଜ ଆସିଷ୍ଟାଣ୍ଟ ଇଂଜିନିୟର, ତାଙ୍କ ପତ୍ନୀ, ଝିଅ ଓ ଝିଅର ପୁଅ ନାତି ଗୋଦାବରୀ ନଦୀକୁ ଡେଇଁ

ମହଙ୍ଗା ହେବ H-1B ଭିସା, ପ୍ରାୟ ୯୯ ଲକ୍ଷ ଟଙ୍କା ଫି’ ପ୍ରସ୍ତାବ କଲା ଆମେରିକା

ନୂଆଦିଲ୍ଲୀ: H-1B ଭିସା ହେବ ମହଙ୍ଗା । ପ୍ରାୟ ୯୯ ଲକ୍ଷ ଟଙ୍କା ଫି’ ପ୍ରସ୍ତାବ କଲା ଆମେରିକା । H-1B ଭିସାକୁ ନେଇ ଆମେରିକା ଏକ ବଡ଼ ପ୍ରସ୍ତାବ ଆଣିଛି । H-1B କୋଟା ଅଧୀନରେ ଆବେଦନ ପାଇଁ ପ୍ରାୟ ୯୯ ଲକ୍ଷ ଟଙ୍କାର ଅଲଗା ଫି’ ନେବାକୁ ଆମେରିକାର Department of Homeland Security

ଦିଲ୍ଲୀରେ ବର୍ଷାର ତାଣ୍ଡବ, ରେଡ୍ ଆଲର୍ଟ ଜାରି କଲା IMD

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହା ସହିତ ଲାଗିଥିବା ଏନ୍‌ସିଆର୍‌ ଅଞ୍ଚଳରେ ମଙ୍ଗଳବାର ସକାଳୁ ହିଁ ମୁସଳଧାରା ବର୍ଷା ହେଉଛି । ଆକାଶ ସମ୍ପୂର୍ଣ୍ଣ କଳା ହୋଇଯାଇଛି ଏବଂ ଘନ କଳା ବାଦଲ ଦେଖି ଲାଗୁଛି ଯେ ବର୍ଷା ଦୀର୍ଘ ସମୟ ଧରି ଜାରି ରହିପାରେ । ଏହି କାରଣରୁ ଭାରତୀୟ ପାଣିପାଗ ବିଭାଗ (IMD)

ଭାରତରେ ମହଜୁଦ ଅଛି ପ୍ରଚୁର ପରିମାଣରେ ଚିନି, ଖୁବଶୀଘ୍ର କମିବ ବର୍ଦ୍ଧିତ ଚିନି ଦର: ISMA

ନୂଆଦିଲ୍ଲୀ : ଭାରତରେ ପ୍ରଚୁର ପରିମାଣରେ ମହଜୁଦ ଅଛି ଚିନି । କୌଣସି ବି ସ୍ଥିତିରେ ଚିନିର ଅଭାବ ପରିଲକ୍ଷିତ ହୋଇନାହିଁ । ଆସନ୍ତା କିଛିଦିନ ମଧ୍ୟରେ ଖୁବଶୀଘ୍ର ବର୍ଦ୍ଧିତ ଚିନି ଦରରେ ହ୍ରାସ ଘଟିବ । ଦେଶରେ ବଢ଼ୁଥିବା ଚିନିଦର ନେଇ ଏହି ସ୍ପଷ୍ଟୀକରଣ ଦେଇଛି ଭାରତୀୟ ଚିନିକଳ

ସ୍କୁଲ୍‌ରେ ହିଜାବ ପିନ୍ଧିପାରିବେନି ମୁସଲିମ ଛାତ୍ରୀ!

ପ୍ରୟାଗରାଜ: ‘ଇସଲାମିକ୍ ଆସ୍ଥାର ଜରୁରୀ ଅଂଶ ନୁହେଁ ହିଜାବ’ ହିଜାବ ପିନ୍ଧିପାରିବେନି ମୁସଲିମ୍ ଛାତ୍ରୀ! ସ୍କୁଲ୍‌ର ନିର୍ଦ୍ଧାରିତ ୟୁନିଫର୍ମ ସହ ହିଜାବ ବା ମୁଣ୍ଡ ଢାଙ୍କିବା ପାଇଁ ସ୍କାର୍ଫ ପିନ୍ଧିବାକୁ ଅନୁମତି ଦାବି କରିଥିବା ଜଣେ ମୁସଲିମ ଛାତ୍ରୀଙ୍କ ଆବେଦନକୁ ଖାରଜ କରିଛନ୍ତି

ମହିଳା ପ୍ରତିବାଦକାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ପ୍ରାଥମିକତା ଭିତ୍ତିରେ ତଦନ୍ତ କରାଯିବ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ଜୁଲାଇ ୨୦ରେ ଛାତ୍ର ପ୍ରତିବାଦ ସମୟରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗର ସ୍ୱତଃ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ଆବେଦନର ବିଚାର କରିଛନ୍ତି। ବରିଷ୍ଠ ଆଇନଜୀବୀ ଶୋଭା ଗୁପ୍ତା ସୁପ୍ରିମକୋର୍ଟଙ୍କୁ ଏପରି ଏକ ବ୍ୟବସ୍ଥା ପ୍ରତିଷ୍ଠା

ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ବିମାନ ସେବା ପ୍ରଭାବିତ, ୧୫୦ରୁ ଅଧିକ ବିମାନ ବିଳମ୍ବ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ହନ୍ତସନ୍ତ । ଖରାପ ପାଗ ଯୋଗୁଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ସୋମବାର ଦିନ ପ୍ରଭାବିତ ହୋଇଛି । ୧୫୦ ରୁ ଅଧିକ ବିମାନ ବିଳମ୍ବର ସମ୍ମୁଖୀନ ହୋଇଛି । ସେହିପରି ୧୪ ଟି