Browsing Category

ଦେଶ

ବାଂଲାଦେଶରେ ହିନ୍ଦୁ ପରିବାରର ୪ ସଦସ୍ୟଙ୍କୁ ହତ୍ୟା

ବାଂଲାଦେଶ: ବାଂଲାଦେଶରେ ଏକ ହିନ୍ଦୁ ପରିବାରର ଚାରି ଜଣଙ୍କ ମୃତଦେହ ସେମାନଙ୍କ ଘରୁ ଉଦ୍ଧାର ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ସେମାନଙ୍କୁ ହତ୍ୟା କରାଯାଇଛି ପ୍ରାରମ୍ଭିକ ତଦନ୍ତରୁ

ଦିଲ୍ଲୀରେ H1N1ର ଆତଙ୍କ, ଆଡଭାଇଜରି ଜାରି କଲା ସ୍ବାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ଦିଲ୍ଲୀରେ H1N1 (ସ୍ୱାଇନ୍ ଫ୍ଲୁ) ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ଦିଲ୍ଲୀରେ ଏଯାଏଁ ୧,୭୭୭ଟି H1N1 ମାମଲା ରିପୋର୍ଟ ହୋଇଛି । ମୋଟ ଇନ୍‌ଫ୍ଲୁଏଞ୍ଜା-A ମାମଲା ମଧ୍ୟ ୨,୩୦୦ରୁ ଅଧିକ ରହିଛି । ବଢୁଥିବା

ଏଣ୍ଡୋସ୍କୋପିକ୍ କ୍ୟାମେରାରେ ପ୍ରଶ୍ନପତ୍ର ଲିକ୍‌ ! ପ୍ରଫେସରଙ୍କ ସମେତ ୬ ଗିରଫ

ଛତିଶଗଡ଼: ଛତିଶଗଡ଼ର ଦୁର୍ଗରେ ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟ (IGKV)ର ବିଏସ୍‌ସି ଏଣ୍ଟୋମୋଲୋଜି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଜଣେ ପ୍ରଫେସରଙ୍କ ସମେତ ୫ ଜଣ ଛାତ୍ର ଗିରଫ । ପୋଲିସର ସୂଚନା ଅନୁଯାୟୀ, ପ୍ରଫେସର ଜଣକ ଗୋପନୀୟ ଭାବେ ସିଲ୍‌ ହୋଇଥିବା ଲଫାଫା ଖୋଲି ଏକ

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ୨୦ ଆହତ

ନୂଆଦିଲ୍ଲୀ: ଜାପାନରେ ୫.୯ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଏହାର ଝଟକା ରାଜଧାନୀ ଟୋକିଓ ସମେତ ଇବାରାକି, ଚିବା ଓ ସାଇତାମାରେ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ର ଇବାରାକିର ଦକ୍ଷିଣ ଅଞ୍ଚଳରେ ଭୂପୃଷ୍ଠଠାରୁ ପ୍ରାୟ ୭୦ କିଲୋମିଟର ତଳେ ଥିଲା । ଭୂମିକମ୍ପ ପରେ ସୁନାମିର କୌଣସି

କାନାଡ଼ା ଉପରେ ୫୦% ଟାରିଫ୍ ଲଗାଇଲା ଆମେରିକା

ୱାଶିଂଟନ: ଦୀର୍ଘଦିନର ଆଲୋଚନା ବିଫଳ ହେବା ପରେ ଶନିବାରଠାରୁ କାନାଡ଼ା ସାମଗ୍ରୀ ଉପରେ ଆମେରିକା ୫୦% ସୀମା ଶୁଳ୍କ (ଟାରିଫ୍) ଲାଗୁ କରିଛି। ଏହାଦ୍ବାରା ଆମେରିକାକୁ କାନାଡ଼ାରୁ ହେଉଥିବା ପ୍ରାୟ ୨୦ ବିଲିୟନ ଡଲାର ମୂଲ୍ୟର ରପ୍ତାନି ପ୍ରଭାବିତ ହେବ। ଆମେରିକାର ଏହି ପଦକ୍ଷେପ ପରେ କାନାଡ଼ା

ପିଏନ୍‌ଜି ସଂଯୋଗ ତ୍ବରାନ୍ବିତ କରିବା ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ଲୋକଙ୍କୁ ଏଲପିଜି ପରିବର୍ତ୍ତେ ପାଇପ୍‌ ଜରିଆରେ ଯେଭଳି ରନ୍ଧନ ଗ୍ୟାସ ଯୋଗାଇ ଦିଆଯିବ ସେଥିପାଇଁ ପିଏନ୍‌ଜି ସଂଯୋଗକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କହିଛି। ଗ୍ୟାସ ବିତରକ ଓ ତୈଳ ବିପଣନ କମ୍ପାନିଗୁଡ଼ିକ

ପାର୍ବଣ ଶୋଭାଯାତ୍ରାରେ ଅଘଟଣ, ଗଣେଶ ମୂର୍ତ୍ତି ଖସି ୨ ମୃତ ଓ ୫ ଆହତ

ନୂଆଦିଲ୍ଲୀ: ମୁମ୍ବାଇରେ ବଡ଼ ଅଘଟଣ । ବଡ଼ ଗଣେଶ ମୂର୍ତ୍ତି ପଡ଼ିଯିବା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ରାତିରେ ଏଭଳି ଅଘଟଣା ହୋଇଛି । ପାର୍ବଣ ଶୋଭାଯାତ୍ରା ସମୟରେ ‘ଭୁଲେଶ୍ୱରଚା ରାଜା’ ନାମକ ଏକ ବିରାଟ ମୂର୍ତ୍ତି ତଳେ ପଡ଼ିଯାଇଥିଲା । ଭୁଲେଶ୍ୱର

ବୁଡ଼ିଲା ପାରାଦୀପରୁ ସିଙ୍ଗାପୁର ଯାଉଥିବା ଜାହାଜ, ୨୪ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨ ଜଣ ଉଦ୍ଧାର

ଭୁବନେଶ୍ୱର : ବୁଡ଼ିଲା ପାରାଦୀପରୁ ସିଙ୍ଗାପୁର ଯାଉଥିବା ଜାହାଜ । ପାରାଦୀପ ଠାରୁ ୨୦୦ ନଟିକାଲ ମାଇଲ୍ ଦୂର ସମୁଦ୍ରରେ ଅଘଟଣ । ପାନାମା ପତାକାବାହୀ ମାଲବାହୀ ଜାହାଜ ବୁଡ଼ିଥିବା ଜଣାପଡ଼ିଛି । ପାରାଦୀପରୁ ସିଙ୍ଗାପୁର ଯାଉଥିବା ପାନାମା ପତାକାବାହୀ ଜାହାଜ

ବିଜେପିର ନୂଆ ଟିମ୍‌ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ଥନ; ଯୁବପିଢ଼ିଙ୍କ ସହ ଯୋଡ଼ିହେବା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳର ନବନିଯୁକ୍ତ ଜାତୀୟ ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି। ନୂତନ ଟିମ୍‌ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଏହା ପ୍ରଥମ ସାକ୍ଷାତ୍‌କାର।ବୈଠକ ପରେ ପ୍ରଧାନମନ୍ତ୍ରୀ

ଛିନ୍ଦୱାଡ଼ା ଜିଲ୍ଲା ହସ୍ପିଟାଲ ନବଜାତ ୱାର୍ଡରେ ଅଗ୍ନିକାଣ୍ଡ, ଜଣେ ମୃତ, ୨ ଗୁରୁତର

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲା ହସ୍ପିଟାଲରେ ନବଜାତ NICU ରେ ଅଗ୍ନିକାଣ୍ଡ ହୋଇଛି । ଶନିବାର ମଧ୍ୟରାତ୍ରିରେ ଏକ ୱାର୍ମର ମେସିନରେ ହଠାତ୍ ସ୍ପାର୍କିଂ ହୋଇ ନିଆଁ ଲାଗିଯାଇଥିଲା । ଫଳରେ ୱାର୍ଡରେ ଥିବା ତିନୋଟି ନବଜାତ ଶିଶୁ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି ।