Browsing Category

ଦେଶ

କଂଗ୍ରେସ ବିରୋଧରେ ସୁନା ଇଟା ଧରି ବିରୋଧ ପ୍ରଦର୍ଶନ କଲା BRS

ହାଇଦ୍ରାବାଦ,୨୬।୩: ବୁଧବାର ତେଲଙ୍ଗାନା ବିଧାନ ପରିଷଦରେ କଂଗ୍ରେସ ସରକାରଙ୍କ ବିରୋଧରେ ଭାରତ ରାଷ୍ଟ୍ର ସମିତି (BRS)ର ଜଣେ MLC ଏକ ଅନନ୍ୟ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ସେ ପ୍ରତୀକାତ୍ମକ ସୁନା ଇଟା ଦେଖାଇଥିଲେ ଯାହା ଉପରେ ତେଲୁଗୁ, ହିନ୍ଦୀ ଏବଂ ଇଂରାଜୀରେ ‘୧୦ ଗ୍ରାମ ସୁନା’

ପିଲାଙ୍କ ବୁଦ୍ଧି ଭ୍ରଷ୍ଟ କରୁଛି ଭିଡିଓ ଗେମ୍: ସହପାଠୀଙ୍କ ୧୦ ଟଙ୍କାର ଚ୍ୟାଲେଞ୍ଜରେ ହାତ କାଟିଦେଲେ ୪୦ ଛାତ୍ର

ଗୁଜରାଟ,୨୬।୩: ମାତ୍ର ୧୦ ଟଙ୍କା ପାଇଁ ସହପାଠୀଙ୍କ ପ୍ରରୋଚନାରେ ହାତ କାଟିଦେଲେ ୪୦ ସ୍କୁଲ ଛାତ୍ର। ଏଭଳି ଏକ ବିଚିତ୍ର କାଣ୍ଡ ଘଟିଛି ଗୁଜରାଟର ମୋଟା ମୁଞ୍ଜିଆସର ପ୍ରାଥମିକ ବିଦ୍ୟାଳୟରେ। ଏହି ଘଟଣା ଏକ ଭିଡିଓ ଗେମକୁ କେନ୍ଦ୍ରିତ କରି ହୋଇଥିବା ଜଣା ପଡିଥିବା ବେଳେ ଏହା ଅଭିଭାକାମାନଙ୍କ

ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ମିଆଁମାର ସୀମା ସ୍ଥିରତା ଉପରେ…

ନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତଙ୍କୁ ଭେଟିବା ସହ ମିଆଁମାର ସୀମା ସ୍ଥିରତା ଉପରେ ଆଲୋଚନା କରିଛନ୍ତି। ଜୁଲି ବିଶପ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ଗତବର୍ଷ ଏପ୍ରିଲରେ, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ମିଆଁମାରରେ

ଶାହାଙ୍କ ବିରୋଧରେ ସ୍ଵାଧିକାର ପ୍ରସ୍ତାବ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ : କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ କଂଗ୍ରେସ ବୁଧବାର ସଂସଦରେ ସ୍ଵାଧିକାର ପ୍ରସ୍ତାବ ଆଗତ କରିଛି। କେନ୍ଦ୍ରମନ୍ତ୍ରୀ ଶାହା ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଏବଂ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ସମ୍ମାନ ହାନି କରିଥିବା ଅଭିଯୋଗ

ରାହୁଲ ଗାନ୍ଧୀଙ୍କୁ କହିବାକୁ ଅନୁମତି ଦେଲେନାହିଁ ବାଚସ୍ପତି

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବୁଧବାର ଅଭିଯୋଗ କରିଛନ୍ତି ଯେ ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ଗୃହରେ କହିବାକୁ ଦେଇନଥିଲେ। ମହାକୁମ୍ଭ ଏବଂ ବେକାରୀ ପ୍ରସଙ୍ଗରେ ସେ କିଛି କହିବାକୁ ଚାହୁଁଥିଲେ ବୋଲି ଗାନ୍ଧୀ କହିଛନ୍ତି।ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ଦୁଷ୍କର୍ମ ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ଆଦେଶ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ :ଡେସ୍କ: ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ଆଦେଶ ଉପରେ ରୋକ ଲଗାଇବା ସହ ଏହି ରାୟ ସମ୍ବେଦନଶୀଳତାର ଅଭାବ ଦର୍ଶାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ଆଦେଶରେ କୁହାଯାଇଛି ଯେ ସ୍ତନ ସ୍ପର୍ଶ କରିବା କିମ୍ବା ପାଇଜାମାର ଡୋର ଖୋଲିବା ଭଳି କାର୍ଯ୍ୟ

ବୁଲାଗୋରୁଙ୍କ ପାଇଁ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ, ରାସ୍ତାରେ ଚାଲିଚାଲି ବୁଝିଲେ ସମସ୍ୟା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ବୁଧବାର ପୁରା ଆକ୍ସନ ମୋଡରେ ଦେଖିବାକୁ ମିଳିଛି। ଦିଲ୍ଲୀର ସଡ଼କ ଉପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ହଠାତ ଅଟକିବା ପରେ ତାଙ୍କୁ ଚାଲି ଚାଲି ଯିବାର ଦେଖିବାକୁ ମିଳିଥିଲା। ପୀତମପୁରାରେ ରେଖା ବିକାଶକାର୍ଯ୍ୟର ସମୀକ୍ଷା କରିଥିଲେ।

ଗରିବ କଏଦୀଙ୍କୁ ବଡ଼ ଆଶ୍ୱସ୍ତି: ସରକାର ଦେଉଛନ୍ତି ଜରିମାନା, ୬୦ କୋଟି ଟଙ୍କାର ବ୍ୟବସ୍ଥା

ନୂଆଦିଲ୍ଲୀ: ଜରିମାନା କିମ୍ବା ଜାମିନ ଟଙ୍କା ଦେଇ ନ ପାରିବା କାରଣରୁ ଜେଲ୍ ଦଣ୍ଡ ପୂରଣ କରିବା ସତ୍ତ୍ୱେ ଜେଲ୍‌ରୁ ମୁକ୍ତ ହୋଇପାରି ନଥିବା ଗରିବ କଏଦୀମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ପଦକ୍ଷେପ ଅନ୍ତର୍ଗତ ଗରିବ କଏଦୀମାନଙ୍କୁ

ରାଇକିଆ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ସାଧାରଣ ବୈଠକ

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରାମମୁଣ୍ଡା ଠାରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସଭାପତି ଦିନାର ସିଂ ଦିଗାଳଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଘ ସାଧାରଣ ସମ୍ପାଦକ ରମାକାନ୍ତ ଦିଗାଳ ବିବରଣୀ ପାଠ କରିଥିବାବେଳେ

ମୁସଲିମ୍‌ମାନେ ଅଧିକ ରଙ୍ଗୀନ୍ ପୋଷାକ ପିନ୍ଧନ୍ତି, ତେବେ ହୋଲି ଖେଳିବାରେ ଅସୁବିଧା କ’ଣ? ପ୍ରଶ୍ନ କଲେ ଯୋଗୀ

ଲକ୍ଷ୍ନୌ: ହୋଲି ସମୟରେ ୟୁପିରେ ଥିବା ମସଜିଦକୁ ଘୋଡାଇ ଦିଆଯିବା ସହ ମୁସଲିମମାନେ ରଙ୍ଗ ଲଗାଇବାକୁ ମନା କରୁଥିବାର ଖବର ଆସିଥିଲା। ଏହି ସବୁ ଖବରକୁ ନେଇ ଏକ ସାକ୍ଷାତକାରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ମନ୍ତବ୍ୟ ଦେଇଛନ୍ତି।ଯୋଗୀ କହିଛନ୍ତି ଯେ, ମୁସଲମାନମାନେ