Browsing Category

ଦେଶ

ହର୍ମୁଜ୍‌କୁ ନେଇ ତେଜିଲା ବିବାଦ, ଓମାନକୁ ଟ୍ରମ୍ପଙ୍କ ବୋମା ମାଡ଼ ଧମକ

ନୂଆଦିଲ୍ଳୀ: ଓମାନକୁ ଟ୍ରମ୍ପଙ୍କ ବୋମା ମାଡ଼ ଧମକ । ହର୍ମୁଜ୍ କୁ ନେଇ ବଢ଼ିଲା ଟେନସନ୍ । ସହଯୋଗୀ ଓମାନକୁ ଟ୍ରମ୍ପଙ୍କ ଧମକ । ଇରାନ ସହ ବ୍ୟାପକ ଶାନ୍ତି ଚୁକ୍ତି ପାଇଁ ଧାର୍ଯ୍ୟ ହୋଇଥିବା ୬୦ ଦିନିଆ ସମୟସୀମା ଶେଷ ହେବା ସହ ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା ବଢ଼ିଛି । ଏହାରି ମଧ୍ୟରେ

ଇମ୍ରାନ ଖାନ୍‌ଙ୍କୁ ହସ୍ପିଟାଲ ସ୍ଥାନାନ୍ତର କଲେ ପାକିସ୍ତାନ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୂର୍ବ କ୍ରିକେଟର ଇମ୍ରାନ୍ ଖାନ୍‌ଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଆଶ୍ୱସ୍ତି ମିଳିଛି । ରାୱଲପିଣ୍ଡିର ଆଦିଆଲା କାରାଗାରରୁ ଇମ୍ରାନଙ୍କୁ ସିଫା ଇଂଟରନ୍ୟାସନାଲ ହସ୍ପିଟାଲକୁ ୨ ଦିନ ମଧ୍ୟରେ ସ୍ଥାନାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ

ରାମ ମନ୍ଦିର ଦାନ ଅର୍ଥ ଦୁର୍ନୀତି ମାମଲା; ଚମ୍ପତ ରାୟ ଓ ଅନିଲ ମିଶ୍ରଙ୍କୁ କ୍ଲିନ୍‌ଚିଟ୍

ଅଯୋଧ୍ୟା : ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ଦାନ ଅର୍ଥ ଦୁର୍ନୀତି ମାମଲାରେ ଏସଆଇଟି ନିଜର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି । ଏହି ରିପୋର୍ଟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପୂର୍ବତନ ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ରଙ୍କୁ କ୍ଲିନ ଚିଟ୍ ପ୍ରଦାନ

ବିମାନ ଟିକେଟ ମହଙ୍ଗା ନେଇ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା, ଧାର୍ଯ୍ୟ ନିୟମ ପାଳନ କରିନପାରିଲେ ଉଡ଼ାଣ ବନ୍ଦ କର

ନୂଆଦିଲ୍ଲୀ : ପର୍ବପର୍ବାଣୀ ଏବଂ ଛୁଟି ସମୟରେ ବିମାନ ଟିକେଟ ଦାମ୍ ମହଙ୍ଗା ହେବା ମାମଲାରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି । ଜଷ୍ଟିସ ବିକ୍ରମ ନାଥ ଏବଂ ସନ୍ଦୀପ ମେହତାଙ୍କ ପୀଠ କହିଛି କି, ଯଦି ଏୟାରଲାଇନ୍ସ ଧାର୍ଯ୍ୟ ନିୟମ ପାଳନ କରିପାରୁନାହିଁ, ତେବେ ଉଡ଼ାଣ ବନ୍ଦ କରିଦେଉ

ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର: ଆସନ୍ତା କାଲି ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

ଯାଜପୁର: ରାଜ୍ୟରେ ଲଗାଣ ବର୍ଷା ଓ ଉପରମୁଣ୍ଡରୁ ଆସୁଥିବା ବନ୍ୟା ଜଳ କାରଣରୁ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୮ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ ଓ

ନିତିନ ନବୀନଙ୍କ ନୂଆ ଟିମ୍ ଘୋଷଣା, ବସୁନ୍ଧରା ଏବଂ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ବ

ନୂଆଦିଲ୍ଲୀ : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନୂଆ ଟିମ୍ ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକଙ୍କଠାରୁ ଆରମ୍ଭ କରି ବିଭିନ୍ନ ମୋର୍ଚ୍ଚାର ସଭାପତି ପର୍ଯ୍ୟନ୍ତ ସାଂଗଠନିକ ସ୍ତରରେ ବଡ଼ ପରିବର୍ତ୍ତନ ହୋଇଛି । ନିତିନ ନବୀନଙ୍କ ନୂଆ

ବିରାଜ ପ୍ରୋଫାଇଲ କାରଖାନାରେ ଭୟଙ୍କର ବିସ୍ଫୋରଣ, ଅନେକ ଶ୍ରମିକ ଆହତ

ମହାରାଷ୍ଟ୍ର : ପାଲଘରର ବୋଇସର ଏମଆଇଡିସିରେ ଭଙ୍କର ବିସ୍ଫୋରଣ । ବୋଇସର ତାରାପୁର ଏମଆଇଡିସି ସ୍ଥିତ ବିରାଜ ପ୍ରୋଫାଇଲ କମ୍ପାନୀରେ ବିସ୍ଫୋରଣ ହୋଇଛି । ପ୍ରାଥମିକ ସୂଚନା ମୁତାବକ, ଉତ୍ପାଦନ ବନ୍ଦ ରହିଥିବା ବେଳେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଅନେକ ଆହତ ହୋଇଥିବା ଆଶଙ୍କା

ଡ୍ରଗ୍‌ ଟେଷ୍ଟରେ ଏୟାର ଇଣ୍ଡିଆର ୨ ପାଇଲଟ୍‌ ପଜିଟିଭ୍, ସୁରକ୍ଷା ଦୃଷ୍ଟିରୁ ଡ୍ୟୁଟିରୁ ହଟିଲେ

ନୂଆଦିଲ୍ଲୀ: ଫୁକେଟ୍‌-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଟର୍ବୁଲାନ୍ସର ସମ୍ମୁଖୀନ ହେବା ପରେ ପାଇଲଟ୍‌ମାନଙ୍କ ଡ୍ରଗ୍‌ ଟେଷ୍ଟକୁ କଡ଼ାକଡ଼ି କରାଯାଇଛି। ଏହି ଯାଞ୍ଚ ସମୟରେ ଏୟାର ଇଣ୍ଡିଆର ଦୁଇଜଣ ପାଇଲଟ୍‌ ପ୍ରାଥମିକ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ତେବେ ଚୂଡ଼ାନ୍ତ ରିପୋର୍ଟ

ISI-ସମର୍ଥିତ ଶାହଜାଦ୍ ଭଟ୍ଟି ନେଟୱାର୍କର ୨୦୦ରୁ ଅଧିକ ସଦସ୍ୟ ଗିରଫ: ଅମିତ ଶାହ

ନୂଆଦିଲ୍ଲୀ:ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ISI-ସମର୍ଥିତ’ଶାହଜାଦ୍ ଭଟ୍ଟି ନେଟୱାର୍କ’ବିରୁଦ୍ଧରେ ଏକ ବଡ଼ ଧରଣର ଅଭିଯାନ ଚଳାଇଛନ୍ତି। ୧୪ଟି ରାଜ୍ୟରେ କରାଯାଇଥିବା ଏହି ଅଭିଯାନରେ ଶାହଜାଦ୍ ଭଟ୍ଟି ନେଟୱାର୍କ ସହ ଜଡ଼ିତ ୨୦୦ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ

ତାରାପୀଠରେ ଅଗ୍ନିକାଣ୍ଡ, ଜଳିଗଲେ ୭ ତୀର୍ଥଯାତ୍ରୀ, ୧୧ ଆହତ

କୋଲକାତା: ପଶ୍ଚିମବଙ୍ଗର ତାରାପୀଠରେ ଏକ ହୋଟେଲରେ ଅଗ୍ନିକାଣ୍ଡ ଯୋଗୁ ସାତ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ପ୍ରାୟ ୧୧ ଜଣ ଆହତ ମଧ୍ୟ ହୋଇଛନ୍ତି। ପୋଲିସ ଅନୁଯାୟୀ, ସୋମବାର ପ୍ରତ୍ୟୁଷରେ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିବା ଫଳରେ ସାତ ଜଣଙ୍କର ମୃତ୍ୟୁ