Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମମତା ବାନାର୍ଜୀଙ୍କ ଦଳକୁ ମିଳିଲା ଫୁଟବଲ୍ ଚିହ୍ନ
ନୂଆଦିଲ୍ଲୀ: Mamata Banarjee ଦିଦିଙ୍କ ମୁହଁରେ ଥାଏ ଖେଲା ହବେ । ଏବେ ତାଙ୍କୁ ମିଳିଛି ଫୁଟବଲ ଖେଳାଳି ଚିହ୍ନ । ଦିଦିଙ୍କ ଟିଏମସି ଦୁଇ ଫାଳ ହେବା ପରେ ଦୁଇ ଗୋଷ୍ଠୀଙ୍କୁ ନୂଆ ନାମ ଓ ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ ।
“ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ” ଏବଂ ଏହାର!-->!-->!-->…
ସ୍ପାମ୍ କଲ୍ରେ ଲାଗିବ ଲଗାମ, ଟ୍ରାଇର ନୂଆ ନିୟମ, ୫ଟି ନମ୍ବର ଧରାପଡ଼ିଲେ କଟିପାରେ କନେକ୍ସନ୍
ନୂଆଦିଲ୍ଲୀ: ଫେକ୍ କଲ୍, ସ୍ପାମ୍ କଲ୍ ଓ ଅନିଚ୍ଛାକୃତ କମର୍ସିଆଲ୍ କଲ୍ରେ ଲାଗିବ ଲଗାମ। ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଏନେଇ ଶୁକ୍ରବାର ନୂଆ ନିୟମ ଲାଗୁ କରିଛି। ନୂଆ ବ୍ୟବସ୍ଥାରେ ରୋବୋକଲ୍, ଅଟୋମେଟେଡ୍ କଲ୍ ଏବଂ ଏଆଇ ଆଧାରିତ ସ୍ପାମ୍ ଚିହ୍ନଟକୁ ନିୟାମକ ପରିସର ଭିତରକୁ!-->…
ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୬ତମ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ମେଲୋନି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଦେଶବିଦେଶରୁ ଅନେକ ନେତା ଶୁଭେଚ୍ଛା ଜଣାଉଥିବା ବେଳେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ବିଶେଷ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର!-->…
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନରେ ଶୁଭେଛା ଜଣାଇଲେ ସଲମାନ ଖାନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବଲିଉଡ୍ ଅଭିନେତା ସଲମାନ ଖାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସଲମାନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ Xରେ ଏକ ଶୁଭେଛା ବାର୍ତ୍ତା ପୋଷ୍ଟ କରିଛନ୍ତି।ସଲମାନ ଖାନ ଲେଖିଛନ୍ତି, “ଜନମ ଦିନ ମୁବାରକ ହୋ!-->…
ଆମେରିକାରେ ହାଇଦ୍ରାବାଦ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ; ମାତ୍ର ୧୭ ଦିନ ପୂର୍ବରୁ ହୋଇଥିଲା ବିବାହ
ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ନିଜ ଘରେ ସନ୍ଦେହଜନକ ଅବସ୍ଥାରେ ହାଇଦ୍ରାବାଦର ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ପରିଚୟ ମହମ୍ମଦ ଜବେର୍ ହୁସେନ୍ ଭାବେ କରାଯାଇଛି। ୨୮ ବର୍ଷୀୟ ହୁସେନ୍ଙ୍କର ୧୭ ଦିନ ତଳେ ବିବାହ ହୋଇଥିଲା। ମାସାଚୁସେଟ୍ସର ଲୋୱେଲସ୍ଥିତ ଘରୁ ତାଙ୍କ!-->…
ସିବିଏସ୍ଇ ତ୍ରି-ଭାଷା ନୀତି: ଷଷ୍ଠ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ବିକଳ୍ପ ସୁଯୋଗ ଦେବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାରା ପ୍ରଣୀତ ''ତ୍ରି-ଭାଷା ନୀତି'' (ଥ୍ରୀ-ଲାଙ୍ଗୁଏଜ୍ ପଲିସି) ଲାଗୁ କରିବା ନେଇ ଗୁରୁବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଚଳିତ ଶିକ୍ଷାବର୍ଷରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ!-->…
୭୬ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ମୋଦୀ: ନା ଅଛି ନିଜର ଘର ନା ଗାଡ଼ି, ଜାଣନ୍ତୁ କେତେ ତାଙ୍କର ମୋଟ ସମ୍ପତ୍ତି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ଆର୍ଥିକ ସ୍ଥିତି, ବ୍ୟାଙ୍କ ଜମା ଓ ସମ୍ପତ୍ତିକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ସମୟରେ ଦାଖଲ କରାଯାଇଥିବା ଶପଥପତ୍ର (ଆଫିଡେଭିଟ୍) ଅନୁଯାୟୀ, ଦେଶର!-->…
ଟାଟାରେ ଚନ୍ଦ୍ରଶେଖରନଙ୍କୁ ଆଉ ୫ ବର୍ଷ ନିଯୁକ୍ତି
ମୁମ୍ବାଇ: ତୃତୀୟ ପାଳିକୁ ଅପେକ୍ଷା ବହୁଦିନ ଅପେକ୍ଷା କରି ନିକଟରେ ଇସ୍ତଫା ଦେଇଥିବା ଏନ ଚନ୍ଦ୍ରଶେଖରନଙ୍କୁ ଟାଟା ସନ୍ସ ପକ୍ଷରୁ ଅଧ୍ୟକ୍ଷ ଭାବେ ପୁନଃନିଯୁକ୍ତି ଦିଆଯାଇଛି। ଷ୍ଟକ୍ ବଜାରରେ ପ୍ରବେଶ କରିବାକୁ ଟାଟା ଉପରେ ଚାପ ପଡ଼ୁଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଏହି ନିଷ୍ପତ୍ତି!-->…
ମୋଦୀଙ୍କ ଜନ୍ମଦିନରେ ଜଳିଲା ୭୬ ହଜାର ଦୀପ
ଅହମ୍ମଦାବାଦ: ଅହମ୍ମଦାବାଦରେ ମଧ୍ୟରାତ୍ରିରେ ଏକାସାଙ୍ଗରେ ୭୬ ହଜାର ଦୀପ ଜଳାଯାଇଛି । ଏହି ସମୟରେ ମା’ ଉମିୟାଙ୍କ ମଧ୍ୟ ମହାଆଳତି ଚାଲିଥିଲା। ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁସ୍ଥତା ଓ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିଥିଲେ। ୨୦୨୬ ସେପ୍ଟେମ୍ବର ୧୭ରେ ମୋଦୀ ୭୬!-->…
ଗଣେଶ ବିସର୍ଜନ ପାଇଁ ବେଙ୍ଗାଲୁରୁରେ ମଦକୁ ନା
ବେଙ୍ଗାଲୁରୁ: ଗଣେଶ ଚତୁର୍ଥୀ ବିସର୍ଜନ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ମଦ ବିକ୍ରୟ ଉପରେ ଜାରି ହେଲା କଟକଣା। ସହରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ମଦ ବିକ୍ରୟ ଉପରେ କଟକଣା ଲାଗୁ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହି ନିଷେଧାଦେଶ!-->…