Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର; ସମ୍ବଲପୁର ଚିଡ଼ିଆଖାନାର ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ
ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ସହ ସାକ୍ଷାତ କରିଛନ୍ତି । ସାକ୍ଷାତ ସମୟରେ ସମ୍ବଲପୁର ଚିଡ଼ିଆଖାନାର ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ବ୍ୟାଘ୍ର!-->…
ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର
ଅପରେସନ ସିନ୍ଦୁର ପରେ ସାଂସଦ ମାନଙ୍କୁ ନେଇ ଗଠିତ ଏକ ପ୍ରତିନିଧିମଣ୍ଡଳ ଗସ୍ତ ସମଯ଼ରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ କୁଏତରେ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା!-->…
ଆସନ୍ତାକାଲି ୪ ରାଜ୍ୟରେ ମକ୍ ଡ୍ରିଲ୍
ନୂଆଦିଲ୍ଲୀ : ଦେଶରେ ପୁଣି ଥରେ ମକ୍ ଡ୍ରିଲ୍ ପାଇଁ ପ୍ରସ୍ତୁତି ଚାଲିଛି। ପାକିସ୍ତାନକୁ ଲାଗିଥିବା ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଏବଂ ଜମ୍ମୁ-କାଶ୍ମୀରରେ ଗୁରୁବାର (୨୯ ମେ) ମକ୍ ଡ୍ରିଲ୍ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି!-->…
ସେପ୍ଟିକ ଟାଙ୍କିରେ ସୁନା ଖୋଜୁଥିଲେ, ଚାଲିଗଲା ୪ ଜୀବନ
ନୂଆଦିଲ୍ଲୀ : ସେପ୍ଟିକ ଟାଙ୍କିରେ ସୁନା ଖୋଜିବା ସମୟରେ ଚାଲିଯାଇଛି ୪ ଜଣଙ୍କ ଜୀବନ। ରାଜସ୍ଥାନର ଜୟପୁର ସହରରେ ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। ଅନ୍ୟ ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଘଟଣାଟି!-->…
ଆତଙ୍କବାଦ ଦମନ ନେଇ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଲେ ମୋଦୀ
ନୂଆଦିଲ୍ଲୀ : ଆତଙ୍କବାଦ ଦମନ ନେଇ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ୧୯୪୭ ମସିହାରେ ଦେଶ ୩ଖଣ୍ଡ ହେଲା ବେଳେ ପ୍ରଥମ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସେହିଦିନ ରାତିରେ କାଶ୍ମୀରରେ ପ୍ରଥମ ଆତଙ୍କୀ ଆକ୍ରମଣ ହୋଇଥିଲା ।!-->…
ରାଇଘର ଠାରେ ଅତିରିକ୍ତ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର
ରାଇଘର : ଆଜି ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର,!-->…
ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଭାରତ ଆଧୁନିକ ଯୁଦ୍ଧ ବିମାନ ନିର୍ମାଣକୁ ଦେଲା ଅନୁମୋଦନ
ନୂଆଦିଲ୍ଲୀ,୨୭।୫: ପାକିସ୍ତାନ ସହିତ ସାମ୍ପ୍ରତିକ ସାମରିକ ଉତ୍ତେଜନା ଏବଂ ଏକ ନୂତନ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ମଧ୍ୟରେ ଭାରତ ଦେଶର ସବୁଠାରୁ ଉନ୍ନତ ଗୁପ୍ତ ଯୁଦ୍ଧ ବିମାନ (ଷ୍ଟେଲଥ ଫାଇଟର ଜେଟ) ନିର୍ମାଣ ପାଇଁ ଏକ କାର୍ଯ୍ୟକ୍ରମକୁ ଅନୁମୋଦନ ଦେଇଛି। ଭାରତର ପ୍ରତିରକ୍ଷା ମନ୍ତ୍ରୀ!-->…
ଅଫିସ୍ ତାଲାବନ୍ଦ, ସାଇନବୋର୍ଡରେ କାଦୁଅ: ମଣିପୁରରେ ପୁଣି ମୁଣ୍ଡ ଟେକିଲା ନୂଆ ବିବାଦ
ନୂଆଦିଲ୍ଲୀ,୨୭।୫: ମଣିପୁରରେ ମଙ୍ଗଳବାର ଉତ୍ତେଜନା ତୀବ୍ର ହୋଇଛି, କାରଣ ମଣିପୁର ଅଖଣ୍ଡତା ଉପରେ ସମନ୍ୱୟ କମିଟି (COCOMI)ର ଛାତ୍ର ଶାଖାର ସଦସ୍ୟମାନେ ରାଜ୍ୟର ନାମକୁ ସରକାରୀ ବସ୍ରୁ ଲୁଚାଇ ଦିଆଯିବା ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଅଂଶ ଭାବେ ଉପତ୍ୟକା ଜିଲାରେ କେନ୍ଦ୍ରୀୟ ସରକାରୀ!-->…
ୱାରେଣ୍ଟ ଅଛି ତ, ଅନ୍ୟ କୌଣସି କାରଣ ଦର୍ଶାଇବାର ଆବଶ୍ୟକତା ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଗିରଫଦାରୀର ନିୟମ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ୱାରେଣ୍ଟ ଉପଲବ୍ଧ ଅଛି, ତେବେ ଗିରଫଦାରୀ ପାଇଁ ଅନ୍ୟ କୌଣସି କାରଣ ଦର୍ଶାଇବାର ଆବଶ୍ୟକତା ନାହିଁ। ଜଷ୍ଟିସ ଜେବି ପାରଦିୱାଲା ଏବଂ ଆର ମହାଦେବନଙ୍କୁ ନେଇ ଗଠିତ!-->…
ଚୀନ ରାସାୟନିକ କାରଖାନାରେ ବିସ୍ଫୋରଣ
ବେଜିଂ: ମଙ୍ଗଳବାର ଦିନ ଚୀନର ପୂର୍ବ ଶାଣ୍ଡୋଙ୍ଗ ପ୍ରଦେଶରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣଟି ଏତେ ପ୍ରଚଣ୍ଡ ଥିଲା ଯେ ତାହାର ଶବ୍ଦ ଓ ନିଆଁ ବହୁଦୂରକୁ ଦେଖାଯାଇଥିଲା । ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର ମିଳିନାହିଁ।ଚୀନର ସରକାରୀ ସମାଚାର ଏଜେନ୍ସି!-->…