Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସରକାରଙ୍କ ବଡ଼ ନିଷ୍ପତ୍ତି, ବର୍ଷେ ଯାଏଁ କର୍ଣ୍ଣାଟକରେ ମିଳିବନି ଗୁଟଖା
ବେଙ୍ଗାଲୁରୁ : କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତି । ବର୍ଷକ ପାଇଁ ରାଜ୍ୟରେ ତମାଖୁ ଓ ନିକୋଟିନ ସାମଗ୍ରୀ ଥିବା ସମସ୍ତ ପ୍ରକାର ଗୁଟଖା ଓ ପାନ ମସଲା ଉପରେ ବ୍ୟାନ ଲଗାଇଛନ୍ତି । ଅଗଷ୍ଟ ୧୦ ତାରିଖରେ ଏକ ବିଜ୍ଞପ୍ତି ଜାରି କରି ସରକାର ଏହି ସୂଚନା ଦେଇଛନ୍ତି । ବର୍ଷେ ଯାଏଁ!-->…
୧୦୦୦ ଛୁଇଁପାରେ କଲମ୍ବିଆ ଭୂକମ୍ପ ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ : ବଢି ବଢି ଚାଲିଛି କଲମ୍ବିଆ ଭୂକମ୍ପ ମୃତ୍ୟୁ ସଂଖ୍ୟା । କଲମ୍ବିଆ ଭୂମିକମ୍ପରେ ସରକାରୀ ଭାବେ ମୃତ୍ୟୁସଂଖ୍ୟା ୨୫୪କୁ ବୃଦ୍ଧି ପାଇଛି । ଅତିକମରେ ୨,୭୦୦ ଜଣ ନିଖୋଜ ଥିବାବେଳେ ୧,୬୦୦ଟି ଅଟ୍ଟାଳିକା କ୍ଷତିଗ୍ରସ୍ତ କିମ୍ବା ଧ୍ୱଂସ ହୋଇଛି । ସରକାର ସେନା, ପୋଲିସ,!-->…
ମୁମ୍ବାଇ କୁର୍ଲାରେ ଭୂସ୍ଖଳନ: ୬ ମୃତ
ମୁମ୍ବାଇ : ମହାରାଷ୍ଟ୍ର ମୁମ୍ବାଇ କୁର୍ଲାର ଚିରାଗ ନଗର ଅଞ୍ଚଳରେ ବଡ଼ ଅଘଟଣ । କୁର୍ଲାର ଚିରାଗ ନଗର ଭୂସ୍ଖଳନ ହେବାରୁ ଅନେକ ଲୋକ ମାଟି ଓ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିବା ଆଶଙ୍କା କରାଯାଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି । ଅନେକ ଲୋକ ମାଟି!-->…
ଜିମ୍ବାୱେରେ ଡଙ୍ଗା ବୁଡି ୧୫ ମୃତ, ୨୭ ନିଖୋଜ
ହରାରେ: ଜିମ୍ବାୱେର କରିବା ହ୍ରଦରେ ୯୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଫେରି ବୁଡ଼ିଯାଇଛି। ଏହି ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୭ରୁ ଅଧିକ ନିଖୋଜ ଥିବା ଆଶଙ୍କା କରାଯାଉଛି।
ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମଙ୍ଗଳବାର ଦିନ ଜିମ୍ବାୱେର କରିବା ହ୍ରଦରେ ଏହି!-->!-->!-->…
କଲମ୍ବିଆରେ ଶକ୍ତିଶାଳୀ ଭୂମିକମ୍ପ : ୧୩୨ ମୃତ, ୨୭୦୦ ନିଖୋଜ
ନୂଆଦିଲ୍ଲୀ : କଲମ୍ବିଆରେ ଭୟଙ୍କର ଭୂମିକମ୍ପ ପରେ ଉଦ୍ଧାର ଓ ସନ୍ଧାନ ଅଭିଯାନ ଜୋରଦାର ଭାବେ ଜାରି ରହିଛି । ଭୂମିକମ୍ପର ତୀବ୍ରତା ୭.୪ ରହିଥିଲା । ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୧୩୨ରେ ପହଞ୍ଚିଥିବା ବେଳେ ୫୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର!-->…
ସିରିଆର ପୂର୍ବତନ ରାଷ୍ଟ୍ରପତି ବଶର ଅଲ ଅସଦ ଓ ଭାଇ ମୋହର ଅଲ ଅସଦଙ୍କୁ ମୃତ୍ୟୁ ଦଣ୍ଡାଦେଶ
ନୂଆଦିଲ୍ଲୀ : ସିରିଆର ପୂର୍ବତନ ରାଷ୍ଟ୍ରପତି ବଶର ଅଲ ଅସଦ ଏବଂ ତାଙ୍କ ଭାଇ ମୋହର ଅଲ ଅସଦଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି କୋର୍ଟ । ୧୧ ଅଗଷ୍ଟ ୨୦୨୬ରେ ଦାମାସ୍କସର ଏକ ଅଦାଲତ ତାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଏହା ତାଙ୍କ ବିରୋଧରେ ସିରିଆରେ ହୋଇଥିବା ପ୍ରଥମ ବଡ଼!-->…
ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ହାଇଆଲର୍ଟ, ୧୯ ମୋଷ୍ଟ ୱାଣ୍ଟେଡ ଆତଙ୍କୀଙ୍କ ପୋଷ୍ଟର ଜାରି
ନୂଆଦିଲ୍ଲୀ : ସ୍ବାଧୀନତା ଦିବସରେ ଆତଙ୍କୀ ଆକ୍ରମଣ ସମ୍ଭାବନାକୁ ନେଇ ଦିଲ୍ଲୀ ପୋଲିସ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି କରିଛି । ସତର୍କତା ଦୃଷ୍ଟିରୁ ପୋଲିସ ସହରର ପ୍ରମୁଖ ସ୍ଥାନ, ସାର୍ବଜନୀନ ସ୍ଥାନ ଏବଂ ବ୍ୟସ୍ତବହୁତ ବଜାରରେ ୧୯ ଜଣ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର ଜାରି!-->…
ସୌରଭ ଗାଙ୍ଗୁଲି ଓ ପତ୍ନୀ ଡୋନାଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି । ଗାଙ୍ଗୁଲିଙ୍କ ସମେତ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ମଧ୍ୟ ଜୀବନରୁ ମାରିଦେବା ପାଇଁ ଧମକ ମିଳିଛି । କେବଳ ଗାଙ୍ଗୁଲି କି ତାଙ୍କ ପତ୍ନୀଙ୍କୁ ନୁହେଁ!-->…
ଦୁଇ ଝିଅକୁ ହତ୍ୟା କରିବା ପରେ ବାପାଙ୍କ ଆତ୍ମହତ୍ୟା ଉଦ୍ୟମ
ବେଙ୍ଗାଲୁରୁ : ନିଜ ପିଲାକୁ ଚାପୁଡ଼ାଟିଏ ମାରିବା ମଧ୍ୟ ଜଣେ ବାପା ପାଇଁ ବହୁତ କଷ୍ଟକର । ଆଉ ଜୀବନରୁ ଶେଷ କରିବା କଥା କେମିତି ଜଣେ ବାପା ଭାବିପାରେ । ହେଲେ ବେଳେ ବେଳେ ପରିସ୍ଥିତି ଏମିତି ସମୟ ଆଣେ ଯେ ବାପା ନୃଶଂସ ସାଜିବାକୁ ପଛାଏନି । ଦୁଇ ଝିଅଙ୍କୁ ହତ୍ୟା ପରେ ନିଜ ଜୀବନ!-->…
ଛାତ୍ର-ପୋଲିସ ଖଣ୍ଡଯୁଦ୍ଧକୁ ନେଇ ବିଜେପିର ଦିନିକିଆ ଝାଡ଼ଖଣ୍ଡ ବନ୍ଦ
ଝାଡ଼ଖଣ୍ଡ : ତୀବ୍ର ହେଉଛି ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନ । ଛାତ୍ର-ପୋଲିସ ଖଣ୍ଡଯୁଦ୍ଧକୁ ନିନ୍ଦା କରିଛନ୍ତି ବିରୋଧୀ । ଛାତ୍ରଙ୍କ ଉପରେ ପୋଲିସର ବଳପ୍ରୟୋଗକୁ କଡ଼ା ବିରୋଧ କରିଛି ବିଜେପି । ପ୍ରତିବାଦରେ ଆଜି ଗୋଟିଏ ଦିନ ପାଇଁ ବନ୍ଦ ଡାକରା ଦେଇଛି ଝାଡ଼ଖଣ୍ଡ ବିଜେପି । ଆଜି ସକାଳ ୮ଟାରୁ!-->…