Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଟ୍ରମ୍ପ ରାଷ୍ଟ୍ରପତି ହେବାର ଦୁଇ ଦିନ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟରେ ବ୍ୟାରେଲ ପିଛା ପ୍ରାୟ ୨ ଡଲାର ହ୍ରାସ
ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ କ୍ଷମତା ଗ୍ରହଣ କରିବା ପରଠାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ୨ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଯାହା ପରେ ମୂଲ୍ୟ ବ୍ୟାରେଲ ପିଛା ୭୯ଡଲାରକୁ ଖସି ଆସିଛି। ବିଶେଷଜ୍ଞମାନଙ୍କ ଅନୁସାରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପରେ!-->…
କେଜ୍ରିୱାଲ ନା ଫର୍ଜିୱାଲ? ଏମିତି କହି ଆପକୁ କଡା ଟାର୍ଗେଟ କଲେ କଂଗ୍ରେସ ନେତା
ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ଦଳମାନଙ୍କ ମଧ୍ୟରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଫେବୃଆରୀ ୫ ତାରିଖରେ ଭୋଟ ଗ୍ରହଣ କରାଯିବ। ନିର୍ବାଚନ ଫଳାଫଳ ଫେବୃଆରୀ ୮ ତାରିଖରେ ଘୋଷଣା କରାଯିବ। ଏହି ସମୟରେ, ବିଜେପି, ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ପରସ୍ପରକୁ କଡ଼ା ଟାର୍ଗେଟ!-->…
୬ ଦିନ ପରେ ହସ୍ପିଟାଲରୁ ଘରକୁ ଫେରିଲେ ସୈଫ୍ ଅଲ୍ଲୀ ଖାନ୍, ବଢିଲା ସୁରକ୍ଷା ବ୍ୟବସ୍ଥା
ମୁମ୍ବଇ : ମେଡିକାଲରୁ ଘରକୁ ଫେରିଲେ ସୈଫ ଅଲ୍ଲୀ ଖାନ୍ । ସନ୍ଧ୍ୟା ୫ଟାରେ ନିଜ ପରିବାରଲୋକଙ୍କ ସହିତ ହସ୍ପିଟାଲରୁ ଘରକୁ ଫେରିଛନ୍ତି ସୈଫ ଅଲ୍ଲୀ ଖାନ୍ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଆଉ କିଛି ଦିନ ଆରାମ କରିବାକୁ ପଡିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ!-->…
ଦିଲ୍ଲୀ-ଏନସିଆରରେ ଚାକିରିଆଙ୍କ ସମସ୍ୟା ଦୂର, ଉଡିକି ଯିବେ ଅଫିସ୍
ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ରହୁଥିବା ଲୋକମାନେ ନିଜ ଅଫିସ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ମୁଖ୍ୟ କାରଣ ଟ୍ରାଫିକ୍ ସମସ୍ୟା । କିନ୍ତୁ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ । ବଜାରକୁ ଏମିତି ଏୟାର ଟ୍ୟାକ୍ସି ଆସିବାକୁ ଯାଉଛି ଯେଉଁଥିରେ ମାତ୍ର କିଛି ସମୟରେ ଆପଣ!-->…
ଆମ ହାତରେ ମାମଲା ଥିଲେ ଫାଶୀ ଦଣ୍ଡ ହୋଇଥାନ୍ତା: ମମତା
କୋଲକାତା: ସମଗ୍ର ଦେଶକୁ ଦୋହଲାଇ ଦେଇଥିବା କୋଲକାତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ, କୋର୍ଟ ଆଜି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରଏକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପଶ୍ଚିମବଙ୍ଗର ସିଆଲଦା କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ତେବେ ଏହି ଦଣ୍ଡାଦେଶ ପରେ ରାଜନୀତି!-->…
ଆରଜି କର ହସ୍ପିଟାଲ ମାମଲା: ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ନେବାକୁ ମନା କରିଦେଲେ ପୀଡ଼ିତାଙ୍କ ବାପା, ମାଆ
କୋଲକାତା ଆରଜି କର ହସ୍ପିଟାଲ ମାମଲାରେ ଆଜି ଆସିଥିବା କୋର୍ଟଙ୍କ ରାୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୀଡ଼ିତାଙ୍କ ବାପା, ମାଆ । ସେମାନେ କୋର୍ଟଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହନ୍ତି ବୋଲି କହିଛନ୍ତି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଂଜୟ ରାୟକୁ ଆଜୀବନ ଶୁଣାଇଛନ୍ତି!-->…
ସୈଫ୍ ଅଲ୍ଲୀ ଖାନଙ୍କୁ ବସାଇ ହସ୍ପିଟାଲ ନେଇଥିବା ଅଟୋ ଡ୍ରାଇଭର ପୁରସ୍କୃତ
ସୈଫଙ୍କୁ କରିଥିଲେ ସାହାଯ୍ୟ, ମିଳିଲା ପୁରସ୍କାର । ବିପଦ ବେଳେ ସୈଫ୍ ଅଲ୍ଲୀ ଖାନଙ୍କୁ ସାହାଯ୍ୟ କରିଥିବା ଅଟୋ ଡ୍ରାଇଭର ପୁରସ୍କୃତ ହୋଇଛନ୍ତି । ସେ ନିଜ ଅଟୋରେ ସୈଫଙ୍କୁ ବସାଇ ହସ୍ପିଟାଲ ନେଇଥିଲେ । ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଆହତ ସୈଫଙ୍କୁ ଘର ପାଖରୁ ଅଟୋରେ ବସାଇ ବିଳମ୍ବିତ ରାତିରେ!-->…
ମୁଖ୍ୟମନ୍ତ୍ରୀ ନୁହେଁ ସୁପର ମୁଖ୍ୟମନ୍ତ୍ରୀ ଚଳାଉଛନ୍ତି ସରକାର: ତେଜସ୍ୱୀ
ପାଟନା: ଆଜି ବିହାରର ଔରଙ୍ଗାବାଦରେ ଏକ କାର୍ଯ୍ୟକ୍ରମରେ ଆରଜେଡି ନେତା ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଥିଲେ। ତେଜସ୍ୱୀ କହିଛନ୍ତି ଯେ ସେ ଏହା ଅନେକ ଥର କହିଛନ୍ତି ଏବଂ ଏବେ ଜେଡିୟୁ ଛାଡି ବିଜେପିରେ ଯୋଗ ଦେଇଥିବା ମଙ୍ଗାନି ଲାଲ ମଣ୍ଡଳ ମଧ୍ୟ ସମାନ ବୟାନ!-->…
ଜାତିସଂଘରେ ଚୀନ୍ ପାଇଁ ସଙ୍କଟ: ସୁରକ୍ଷା ପରିଷଦର ସଦସ୍ୟ ହୋଇପାରେ ଫିଲିପାଇନ୍ସ
ମାନିଲା: ଦକ୍ଷିଣ ଚୀନ୍ ସାଗରରେ ଦାଦାଗିରି ଦେଖାଉଥିବା ଚୀନ୍ ପାଇଁ ଏବେ ସଙ୍କଟ ସୃଷ୍ଟି ହେବାରେ ଲାଗିଛି। ଚୀନ୍ ପଡୋଶୀ ଦେଶ ଭିଏତନାମ, ଫିଲିପାଇନ୍ସ, ଜାପାନ ଏବଂ ତାଇୱାନକୁ ଭୟଭୀତ କରିବାରେ ବ୍ୟସ୍ତ ଅଛି। ଚୀନ୍ର ଏହି ପଦକ୍ଷେପକୁ ପ୍ରତିହତ କରିବା ପାଇଁ ଫିଲିପାଇନ୍ସକୁ ବର୍ତ୍ତମାନ ମିଳିତ!-->…
ଆରଜି କର ଦୁଷ୍କର୍ମ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ମିଳିଲା ଆଜୀବନ କାରାଦଣ୍ଡ
କୋଲକାତା: ସମଗ୍ର ଦେଶକୁ ଦୋହଲାଇ ଦେଇଥିବା କୋଲକାତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ, କୋର୍ଟ ଆଜି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରଏକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପଶ୍ଚିମବଙ୍ଗର ସିଆଲଦା କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଏହା ସହିତ, କୋର୍ଟ ୫୦,୦୦୦ ଟଙ୍କା!-->…