Browsing Category

ଦେଶ

୨ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରି ହତ୍ୟା କଲେ ନକ୍ସଲ…

ଛତିଶଗଡ // ବିଜାପୁର : ନକ୍ସଲଙ୍କ ବର୍ବରକାଣ୍ଡ। ୨ ଜଣ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରି ନେଇ ହତ୍ୟା କଲେ ନକ୍ସଲ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏପରି ଘଟଣା ଘଟିଛି। ମୃତକମାନେ ହେଲେ ବିଜେପି ନେତା ତଥା ବିୟୋଭୂମି ଗାଁର ପୂର୍ବତନ ସରପଞ୍ଚ ସୁଖଲୁ ଫର୍ସା ଓ ମୁରୁଗା ବଜାରରର ପୂର୍ବତନ

ଭୁବନେଶ୍ୱରରେ ନୂଆ ଜୁଡିସିଆଲ୍‌ କୋର୍ଟ କମ୍ପ୍ଲେକ୍ସ ଲୋକାର୍ପିତ

ଭୁବନେଶ୍ବର : ଝଟକିଲା ନୂଆ ନ୍ୟାୟିକ କୋଠା। ଚାରି ଦଶନ୍ଧି ପରେ ଚମକିଲା ଭୁବନେଶ୍ୱର ନୂଆ ଜୁଡିସିଆଲ୍‌ କମ୍ପ୍ଲେକ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଲୋକାର୍ପିତ ହୋଇଛି ଭବ୍ୟ କୋଠା। ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କ

ୟୁରୋପୀୟ ‘ପ୍ରୋବା -୩’ ମିଶନ ଲଞ୍ଚ୍ କଲା ଇସ୍ରୋ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଛୁଇଁଲା ଆଉ ଏକ ମାଇଲଖୁଣ୍ଟ। ଗୁରୁବାର ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)ର 'ପ୍ରୋବା -୩' ମିଶନକୁ ସଫଳତାର ସହ ଉତକ୍ଷେପଣ କରିଛି ଇସ୍ରୋ। ଆଜି ଅପରାହ୍ନ ୪:୦୪ ସମୟରେ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଭବନ ସ୍ପେସ୍ ସେଣ୍ଟରରୁ

‘ସିନ୍ଦେଙ୍କ ଯୁଗ ଶେଷ, ଆଉ କେବେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ’

ମୁମ୍ବାଇ : ମହାରାଷ୍ଟ୍ରରେ ଆଜିଠାରୁ ପୁଣି ଆରମ୍ଭ ହୋଇଛି ଦେବେନ୍ଦ୍ର ଫଡ଼ନାବିସଙ୍କ ଶାସନ। ତୃତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ନେଇଛନ୍ତି ଶପଥ। ତାଙ୍କ ସହିତ ଶପଥ ନେଇଛନ୍ତି ଏକନାଥ ସିନ୍ଦେ ଓ ଅଜିତ ପାୱାର। ସେମାନେ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଏକନାଥ ସିନ୍ଦେ ପୁଣି ଥରେ

ଭାରତ-ପାକିସ୍ତାନ ମିଶି ୧୨ ନାବିକଙ୍କ ଜୀବନ ବଞ୍ଚାଇଲେ

ନୂଆଦିଲ୍ଲୀ : ଭାରତୀୟ ତଟରକ୍ଷୀ ବାହିନୀ ଏବଂ ପାକିସ୍ତାନୀ ନୌସେନା ମିଳିତ ଭାବେ ସମୁଦ୍ର ଭିତରେ ୧୨ ନାବିକଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତୀୟ ଜାହାଜ ଏମଏସଭି ଏଆଇ ପିରାନପିର ଗୁଜରାପଟର ପୋରବନ୍ଦରରୁ ଇରାନ ଯାଉଥିଲା। ଏଥିରେ ୧୨ ଜଣ ନାବିକ ଥିଲେ। ଗତ

ଅନାସ୍ଥାରେ ହାରିଲେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ

ପ୍ୟାରିସ : ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମାଇକେଲ ବର୍ନିଅର ଅନାସ୍ଥା ଭୋଟରେ ହାରିଯାଇଛନ୍ତି। ଫଳରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ପଡ଼ିବ। ଗୁରୁବାର ଫ୍ରାନ୍ସ ସଂସଦରେ ଅନାସ୍ଥା ଭୋଟ ହୋଇଥିଲା। ଅନାସ୍ଥାରେ ବିଜୟୀ ହେବା ଲାଗି ବର୍ନିଅରଙ୍କୁ ୨୮୮ ଭୋଟ ଆବଶ୍ୟକ ଥିଲା। କିନ୍ତୁ ୩୩୧ ଜଣ

ପୁଷ୍ପା-୨ ପ୍ରିମିୟର୍‌ ବେଳେ ଦଳାଚକଟା, ଜଣେ ମୃତ

ହାଇଦ୍ରାବାଦ : ପୁଷ୍ପା-୨ ରିଲିଜରେ ବଡ଼ ଅଘଟଣ। ଦଳାଚକଟାରେ ଚାଲିଗଲା ଫ୍ୟାନଙ୍କ ଜୀବନ। ହାଇଦ୍ରାବାଦ୍‌ରେ ଗତକାଲି ରାତିରେ ପୁଷ୍ପା-୨ ପ୍ରିମିୟର୍ ଶୋ’ ହୋଇଥିଲା। ଏଥିରେ ପୁଷ୍ପା ଅର୍ଥାତ ଅଲ୍ଳୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦନା ସାମିଲ ହୋଇଥିଲେ।ତାଙ୍କୁ ଦେଖିବାକୁ ଏଠାରେ ବହୁ ସଂଖ୍ୟାର ପ୍ରଶଂସକ

ରାଜନୀତିରୁ ସନ୍ନ୍ୟାସ ନେଲେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋଏଲ୍

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟିକୁ ବଡ଼ ଝଟ୍‌କା। ନିର୍ବାଚନର ଠିକ୍‌ ପୂର୍ବରୁ ଦିଲ୍ଲୀ ବିଧାନସଭା ବାଚସ୍ପତି ଓ ଆମ୍ ଆଦ୍‌ମୀ ପାର୍ଟିର ବରିଷ୍ଠ ବିଧାୟକ ରାମ ନିବାସ ଗୋଏଲ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ଏନେଇ ରାମ ନିବାସ ଗୋଏଲ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖି

ବାପା,ମା’ ଓ ଭଉଣୀଙ୍କୁ ମାରି ପୁଲିସକୁ ଶୁଣାଇଥିଲେ ଗପ; ଗୋଟିଏ ଦିନରେ ଧରାପଡ଼ିଗଲା ମିଛ

ନୂଆଦିଲ୍ଲୀ : ‘ଆଜି ବାପା-ମା’ଙ୍କ ବିବାହ ବାର୍ଷିକୀ ଥିଲା। ମୁଁ ସକାଳୁ ସକାଳୁ ଉଠି ସେମାନଙ୍କୁ ଅଭିନନ୍ଦନ ଜଣାଇ ମର୍ଣ୍ଣିଂ ୱାକ୍‌ରେ ଚାଲି ଯାଇଥିଲି। ଫେରିଲା ପରେ ଦେଖିଲି ଘରେ ପଡ଼ିଥିଲା ବାପା,ମାଆ ଓ ବଡ଼ ଭଉଣୀଙ୍କ ରକ୍ତାକ୍ତ ମୃତଦେହ।’ ଗତକାଲି ଏମିତି ଗପ ଶୁଣାଇଥିବା ଜଣେ କଲେଜ ଛାତ୍ରଙ୍କୁ

ଯିଏ ଭାରତକୁ ଘୃଣା କରନ୍ତି, ସେମାନେ ରାହୁଲ ଗାନ୍ଧୀଙ୍କୁ ଭଲ ପାଆନ୍ତି: ବିଜେପି

ନୂଆଦିଲ୍ଲୀ : ସଂସଦରେ ଆଦାନୀ ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ଜୋରଦାର ଟାର୍ଗେଟ ଜାରି ରଖିଛି କଂଗ୍ରେସ ଦଳ। ହେଲେ ଏହି ପ୍ରସଙ୍ଗରେ କାଉଣ୍ଟର କରି ଗୁରୁବାର ରାହୁଲ ଗାନ୍ଧୀଙ୍କୁ ବିଜେପି କାଉଣ୍ଟର ଆଟାକ୍ କରିଛି। ବିଜେପି ସାଂସଦ ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କୁ ଦେଶଦ୍ରୋହୀ ବୋଲି ଆକ୍ଷେପ