Browsing Category

ଦେଶ

ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ

ମହାରାଷ୍ଟ୍ରରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଓଲଟି ପଡ଼ିବାରୁ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇ ଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ଏହି ସମୟରେ ଗୋନ୍ଦିଆ ଜିଲ୍ଲୀ ବିନ୍ଦ୍ରବାନ

ମହାରାଷ୍ଟ୍ରରେ ଟ୍ୱିଷ୍ଟ୍; ସରକାର ଗଠନ ପୂର୍ବରୁ ଗାଁକୁ ପଳେଇଲେ ସିନ୍ଦେ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ମହାବିଜୟ ପରେ ସରକାର ଗଠନ ନେଇ ଲାଗି ରହିଛି ଅନିଶ୍ଚିତତା। ଏହାରି ମଧ୍ୟରେ ଆଉ ଏକ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ମନ୍ତ୍ରୀପଦ ବଣ୍ଟନ ନେଇ ଆଜି ମହାୟୁତି ମହାମେଣ୍ଟର ଜରୁରୀ ବୈଠକ ବସିବାର ଥିଲା, ମାତ୍ର ଏହା ପୂର୍ବରୁ ଗାଁକୁ ପଳାଇଛନ୍ତି ଏକନାଥ

ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ଉତ୍ତରପ୍ରଦେଶ ସମ୍ଭଲ ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ଶାହି ଇଦଗାହ ମସଜିଦରେ ସର୍ଭେକୁ ବିରୋଧ କରି ହୋଇଥିବା ଆନ୍ଦୋଳନରେ ପାଞ୍ଚ ଜଣଙ୍କ ମୃତ୍ୟୁ ପରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ। ମସଜିଦର ଶାହି ଇଦଗାହ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ତ ନ ହେବା

ଅଶ୍ଳୀଳ ଭିଡିଓ ମାମଲା; ରାଜ କୁନ୍ଦ୍ରାଙ୍କ ଘର ଓ ଅଫିସରେ ED ଚଢାଉ

ବ୍ୟବସାୟୀ ତଥା ଅଭିନେତା ରାଜ କୁନ୍ଦ୍ରାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳ (ED)ର ଚଢାଉ। ଆଜି କୁନ୍ଦ୍ରାଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚଢାଉ କରିଛି ଇଡି। ମୋବାଇଲ ଆପ୍ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ ତିଆରି ଏବଂ ବିତରଣ କରିବା ମାମଲାରେ ଏହି ଚଢାଉ ହୋଇଛି। ସୂଚନା ଅନୁସାରେ, ଇଡି

ଶାହଙ୍କ ଘରେ ମାରାଥନ୍‌ ବୈଠକ ପରେ ଫେରିଲେ ସିନ୍ଦେ

ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଖୁବଶୀଘ୍ର ସରକାର ଗଠନ ପ୍ରକ୍ରିୟା ଶେଷ କରିବ। ତେବେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା ହୋଇନି। ଏହି ସସ୍‌ପେନ୍ସ ଉପରୁ ପରଦା ହଟାଇବାକୁ ଗତକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଦୁଇ

ଅସ୍ତ୍ରବିରତି ଲାଗୁ ପରେ ସୀମାରୁ ହଟିଲା ହିଜବୁଲ୍ଲା

ନୂଆଦିଲ୍ଲୀ : ବୁଧବାର ସକାଳେ ଇସ୍ରାଏଲ୍ ଓ ଲେବାନନର ମିଲିଟାଣ୍ଟ୍ ସମୁହ ହିଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ହୋଇସାରିଛି । ଏହି ଅସ୍ତ୍ରବିରତି ମାତ୍ର ୬୦ ଦିନ ପାଇଁ ହୋଇଛି । ଏହି ସମୟ ମଧ୍ୟରେ ଉଭୟ ପକ୍ଷ ନିଜ ତରଫରୁ ଶାନ୍ତିର ସହ ସମାଧାନ ପାଇଁ ଚେଷ୍ଟା କରିବେ । ଗତ ବର୍ଷ ୭ ଅକ୍ଟୋବରରେ

ରାଜଧାନୀରେ ଭୟଙ୍କର ବିସ୍ଫୋରଣ, PVR ସିନେମା ନିକଟରେ ବ୍ଲାଷ୍ଟ

ନୂଆଦିଲ୍ଲୀ : ରାଜଧାନୀରେ ହେଲା ଭୟଙ୍କର ବିସ୍ଫୋରଣ। ଦିଲ୍ଲୀର ପ୍ରଶାନ୍ତ ବିହାର ସ୍ଥିତ ପିଭିଆର୍‌ ସିନେମା ହଲ୍‌ ନିକଟରେ ଜୋରଦାର ବ୍ଲାଷ୍ଟ ହୋଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।ସୂଚନା ମୁତାବବ, ପିଭିଆର୍‌ ନିକଟରେ ଥିବା ବଂଶୀ ସୁଇଟ୍‌ସ୍‌ ନିକଟରେ

ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ କଂଗ୍ରେସର ଅଧିକ ଆତ୍ମବିଶ୍ୱାସ ଓ ସିଟ ଶେୟାରିଂ ବେଳେ କଂଗ୍ରେସର ଆଭିମୁଖ୍ୟ ନିର୍ବାଚନରେ ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ିକୁ କ୍ଷତି ପହଞ୍ଚାଇଛି। କିଛି ଏଭଳି ଢଙ୍ଗରେ ମତ ରଖି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ

ମୁଖ୍ୟମନ୍ତ୍ରୀ ପଦ ସହ ଅଧା କ୍ୟାବିନେଟ ନିଜ ପାଖରେ ରଖିବ ବିଜେପି

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଖୁବଶୀଘ୍ର ସରକାର ଗଠନ ପ୍ରକ୍ରିୟା ଶେଷ କରିବ। ଆଜି ରାତି କିମ୍ବା ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା କରାଯିବ। ଏନେଇ ମହାୟୁତିରେ ଥିବା ବିଜେପି, ଶିବସେନା ଓ ଏନସିପିର ନେତୃବୃନ୍ଦ ଦିଲ୍ଲୀରେ ଡେରା ପକାଇଛନ୍ତି। ସେଠାରେ ସେମାନେ

ଆଗାମୀ ୩ ମାସ ହେବ ହାଡଭଙ୍ଗା ଶୀତ!

ନୂଆଦିଲ୍ଲୀ : ନଭେମ୍ବର ମାସ ଶେଷ ହେବାକୁ ଅଳ୍ପ ଦିନ ବାକି ରହିଛି । ଉତ୍ତର ଭାରତରେ ଧୀରେ ଧୀରେ ଶୀତ ବଢିବାରେ ଲାଗିଛି । ପର୍ବତ ଉପରେ ତୁଷାରପାତ ଆରମ୍ଭ ହୋଇଛି। ଅନେକ ରାଜ୍ୟରେ ଆଗକୁ ପ୍ରବଳରୁ ଅତି ପ୍ରବଳ କୁହୁଡିର ସମ୍ଭାବନା ରହିଛି । ମାତ୍ର ଡିସେମ୍ବର ଚଳିତ ବର୍ଷର ସବୁଠାରୁ ଶୀତ ମାସ