Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଲଣ୍ଡନରେ ଆକ୍ରମଣ ଉଦ୍ୟମ
ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଲଣ୍ଡନ ଗସ୍ତରେ ରହିଛନ୍ତି । ଲଣ୍ଡନରେ ଚଥାମ ହାଉସ ଥିଙ୍କ ଟ୍ୟାଙ୍କରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଉ କାର୍ଯ୍ୟକ୍ରମ ସ୍ଥଳକୁ ଯାଉଥିବା ବେଳେ ଖଲିସ୍ତାନୀ ଆତଙ୍କବାଦୀମାନେ ଜୟଶଙ୍କରଙ୍କ କାରକୁ ଅଟକାଇ ଆକ୍ରମଣ କରିବା ସହିତ ଗାଡ଼ି!-->…
ପରିଚୟ ଲୁଚାଇ ଦିଲ୍ଲୀରେ ଚାକିରି କରୁଥିବା ନକ୍ସଲକୁ ଧରିଲା ପୁଲିସ
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏକ ସ୍ୱତନ୍ତ୍ର ଅପରେସନରେ ଜଣେ ନକ୍ସଲଙ୍କୁ ଗିରଫ କରିଛି। ଏହି ମହିଳା ନକ୍ସଲ ଏତେ ବିପଦପୂର୍ଣ୍ଣ ଯେ ଝାଡ଼ଖଣ୍ଡ ପୁଲିସ ସହ ତିନିଥର ଗୁଳିବିନିମୟ କରିଥିଲେ | ପୋଲିସ କହିଛି ଯେ ଆମେ ସୂଚନା ପାଇଲୁ ଯେ!-->…
ରାହୁଲ ଗାନ୍ଧୀଙ୍କ ଉପରେ ୨୦୦ ଟଙ୍କା ଜରିମାନା ଲଗାଇଲେ ଲକ୍ଷ୍ନୌ କୋର୍ଟ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଏକ ଅଦାଲତ ବୀର ସାବରକରଙ୍କ ଉପରେ ଟିପ୍ପଣୀକୁ ନେଇ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ୨୦୦ ଟଙ୍କା ଜରିମାନା ଲଗାଇଛନ୍ତି । ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ କୋର୍ଟ ଲଗାତାର ଶୁଣାଣିରେ ଗାଏବ ରହିବା କାରଣରୁ ରାହୁଲ ଗାନ୍ଧୀଙ୍କ ଉପରେ ଜରିମାନା!-->…
ତେଜସ୍ ପାଇଁ ଜୀବନ ରକ୍ଷାକାରି ବ୍ୟବସ୍ଥାର ସଫଳ ପରୀକ୍ଷଣ
ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ – ଡିଆରଡିଓର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା ବେଙ୍ଗାଲୁରୁସ୍ଥିତ ଡିଫେନ୍ସ ବାୟୋ-ଇଞ୍ଜିନିୟରିଂ ଏବଂ ଇଲେକ୍ଟ୍ରୋମେଡିକାଲ ଲାବୋରେଟୋରୀ ହାଲୁକା ଯୁଦ୍ଧ ବିମାନ ତେଜସ୍ ପାଇଁ ସ୍ୱଦେଶୀ ଅନ୍ ବୋର୍ଡ ଅମ୍ଳଜାନ ସୃଷ୍ଟିକାରୀ ବ୍ୟବସ୍ଥା ଉପରେ!-->…
ଅମରନାଥ ଯାତ୍ରା ଜୁଲାଇ ୩ ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ
ନୂଆଦିଲ୍ଲୀ: ଅମରନାଥ ଯାତ୍ରା ପାଇଁ ଅପେକ୍ଷା କରି ରହିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର। ଅମରନାଥ ଯାତ୍ରା ପାଇଁ ତାରିଖ ଘୋଷଣା ହୋଇଯାଇଛି।
ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଅମରନାଥ ଯାତ୍ରା ଜୁଲାଇ ୩ ରୁ ଆରମ୍ଭ ହୋଇ ଅଗଷ୍ଟ ୯!-->!-->!-->…
ଶିକ୍ଷା, ଦକ୍ଷତା ଓ ସ୍ୱାସ୍ଥ୍ୟସେବା ସରକାରଙ୍କ ପ୍ରାଥମିକତା – ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସରକାର ପୁଞ୍ଜିନିବେଶ କ୍ଷେତ୍ରରେ ଭିତ୍ତିଭୂମି ଏବଂ ଶିଳ୍ପ ସହିତ ଅର୍ଥନୀତି ଏବଂ ଉଦ୍ଭାବନକୁ ପ୍ରାଥମିକତା ଦେଇଛନ୍ତି। ନିଯୁକ୍ତି ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରରେ ମୋଦି କହିଛନ୍ତି ଯେ ଲୋକଙ୍କ କ୍ଷେତ୍ରରେ ପୁଞ୍ଜିନିବେଶ କରିବାର ଲକ୍ଷ୍ୟ!-->…
ୟୁପି ବିଧାନସଭା ପରିସରରେ ପାନଛେପ ପକାଇବା ସମୟରେ ଧରାପଡ଼ିଲେ ହେବ ଜରିମାନା
ଲକ୍ଷ୍ମୌ: ଉତ୍ତରପ୍ରଦେଶ ବିଧାନସଭାର ଅଧିବେଶନ ଚାଲିଛି। ଏଭଳି ସମୟରେ ଗତ ମଙ୍ଗଳବାର ଦିନ ଉତ୍ତରପ୍ରଦେଶ ବିଧାନସଭାରେ ଜଣେ ବିଧାୟକ ପାନ ଖାଇ ବିଧାନସଭାର ମୁଖ୍ୟ ଦ୍ୱାରରେ ଛେପ ପକାଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା।
ଭିଡିଓ ସାମ୍ନାକୁ ଆସିବା ପରେ ୟୁପି!-->!-->!-->…
ଇତିହାସ ବିଷୟରେ ବାବରନାମା ଓ ମନୁସ୍ମୃତି ସାମିଲ୍ କରିବାକୁ କଡ଼ା ବିରୋଧ: ପ୍ରସ୍ତାବ ପ୍ରତ୍ୟାହାର କରିବ ଦିଲ୍ଲୀ…
ନୂଆଦିଲ୍ଲୀ: ଯୁକ୍ତ ଦୁଇ ଇତିହାସ ଅନର୍ସ ପେପରରେ ବାବରନାମା ଓ ମନୁସ୍ମୃତି ସାମିଲ୍ କରିବାକୁ ଅଧ୍ୟାପକମାନଙ୍କ କଡ଼ା ବିରୋଧ ପରେ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଯାଉଛି ଦିଲ୍ଲୀ ୟୁନିଭର୍ସିଟି। ଏନେଇ ଉପ-କୁଳପତି(ଭାଇସଚାନସେଲର) ଯୋଗେଶ ସିଂହ ସୂଚନା ଦେଇଛନ୍ତି। ଏହି ପ୍ରସ୍ତାବ ଯେପରି!-->…
ମହାକୁମ୍ଭ ଆୟୋଜନ ଆମ ପାଇଁ ଅଗ୍ନିପରୀକ୍ଷା ଥିଲା, ଗୋଟିଏ ବି ଅପରାଧ ଘଟି ନାହିଁ: ଯୋଗୀ ଆଦିତ୍ୟନାଥ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭାରେ ସମ୍ୱୋଧନ କରି ସିଏମ୍ ଯୋଗୀ ଆଦିତ୍ୟନାଥ ମହାକୁମ୍ଭର ସଫଳ ଆୟୋଜୱନ କଥା କହିଛନ୍ତି । ସେ ବ୍ୟବସ୍ଥିତ ଆଇନଶୃଙ୍ଖଳାର ଉଦହାରଣ ଦେଇ କହିଛନ୍ତି ଯେ ମହାକୁମ୍ଭରେ ୩୩ କୋଟି ମହିଳା ଆସିଥିଲେ, କିନ୍ତୁ ଉତ୍ପୀଡ଼ନ/ ଅପରାଧର ଗୋଟିଏ ବି ଘଟଣା ଘଟି ନାହିଁ । ମୋଟ!-->…
ଯୁବ ଛାତ୍ରମାନେ ଅଧିକ ପ୍ରଭାବଶାଳୀ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ – ରାଷ୍ଟ୍ରପତି
ଭାରତର ଉଚ୍ଚଶିକ୍ଷାନୁଷ୍ଠାନ ପ୍ରତି ଅନ୍ୟ ଦେଶମାନଙ୍କୁ ଆକୃଷ୍ଟ କରିବା ଏବଂ ଆମ ଦେଶର ଉଚ୍ଚଶିକ୍ଷା ବ୍ୟବସ୍ଥାର ଅନ୍ୟ ଦେଶର ଶିକ୍ଷାନୁଷ୍ଠାନ ସହ ସମ୍ପର୍କ ବୃଦ୍ଧି କରିବା ପାଇଁ ଏହି ପ୍ରୟାସ ହେବା ଉଚିତ୍ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି ନୂଆଦିଲ୍ଲୀରେ ୨୦୨୪-୨୫!-->…