Browsing Category

ଦେଶ

ଧରା ପଡ଼ିଲା କୁଖ୍ୟାତ ISIS ଆତଙ୍କବାଦୀ ରିଜୱାନ ଅବଦୁଲ ହାଜି ଅଲ୍ଲି

ଶେଷରେ ଧରା ପଡ଼ିଲା କୁଖ୍ୟାତ ISIS ଆତଙ୍କବାଦୀ ରିଜୱାନ ଅବଦୁଲ ହାଜି ଅଲ୍ଲି । ସେ NIAର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ସାମିଲ ଥିଲା। ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ତାକୁ ଆଜି ଭୋରରୁ ମାଡ଼ି ବସିଛି। ରିଜୱାନ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆତଙ୍କବାଦୀ

ଭୂମିକମ୍ପ ଝଟକାରେ ଦୋହଲିଲା ସିକିମ

ଆଜି ଭୋରୁ ଭୋରୁ ଭୂମିକମ୍ପ ଝଟକାରେ ଦୋହଲିଛି ସିକିମ। ସକାଳ ୬ଟା ୫୭ ମିନିଟ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି। ତେବେ ଏହା ପ୍ରଭାବରେ ଜନଜୀବନ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନି। ଭୂମିକମ୍ପର କେନ୍ଦ୍ର ସିକିମ ହିଁ

ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜ, ସ୍ପେନକୁ ୨-୧ରେ ହରାଇଲା

ନୂଆଦିଲ୍ଲୀ: ପ୍ୟାରିସ୍ : ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି । ପୁରୁଷ ହକିରେ ଭାରତ ସ୍ପେନକୁ ୨-୧ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି । ଏହା ସହିତ ଲଗତାର ୨ୟ ଥର ପାଇଁ ଭାରତ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ପାଇଛି ।ଏହି ମ୍ୟାଚରେ ସ୍ପେନ ପ୍ରଥମ ଏକ ଗୋଲ ଦେଇ ୧-୦ରେ

କ୍ରମାଗତ ଅଷ୍ଟମ ଥର ପାଇଁ ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣି ଥରେ ରେପୋ ରେଟ୍ (ସୁଧ ହାର) ଅପରିବର୍ତ୍ତିତ ରଖିଛନ୍ତି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା

ଅବସର ନେବା ପରେ ରାଜନୀତିକୁ ଆସନ୍ତୁ ନାହିଁ, ବିଚାରପତିମାନଙ୍କ ଉଦ୍ଦେଶ୍ୟରେ ଏଭଳି କହିଲେ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ବିଚାରପତିମାନଙ୍କୁ ନେଇ ଅନେକ ସମୟରେ କଥା ଉଠିଯାଏ ଯେ ସେମାନେ ରାଜନୀତିରେ ପ୍ରବେଶ କରିବା ଉଚିତ୍ ନୁହେଁ | ଗତ କିଛି ବର୍ଷ ମଧ୍ୟରେ କିମ୍ବା ଗତ କିଛି ଦଶନ୍ଧି ମଧ୍ୟରେ ଅନେକ ବଡ ବିଚାରପତି ରାଜନୀତିରେ ଯୋଗ ଦେଇଥିବା ଦେଖାଯାଇଛି। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବରିଷ୍ଠ

ବାଂଲାଦେଶରେ ଭାରତୀୟ ଭିସା ଆବେଦନ କେନ୍ଦ୍ର ବନ୍ଦ

ନୂଆଦିଲ୍ଲୀ : ବାଂଲାଦେଶରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ। ଦେଶରେ ଚାଲିଥିବା ହିଂସା ମଧ୍ୟରେ ଭାରତୀୟ ଭିସା କେନ୍ଦ୍ରକୁ ବନ୍ଦ ରଖାଯାଇଛି। ପରବର୍ତ୍ତୀ ସୂଚନା ନ ଆସିବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି ଏକ ନୋଟିସରେ ଜାରି କରାଯାଇଛି।ଭାରତୀୟ

ଦେବୀ ପାର୍ବତୀଙ୍କ ପର୍ବ ପୋଷ୍ଟରରେ ଆମେରିକା ପର୍ଣ୍ଣ ଷ୍ଟାରଙ୍କ ଫଟୋ

ନୂଆଦିଲ୍ଲୀ : ଧାର୍ମିକ କାର୍ଯ୍ୟକ୍ରମ ପୋଷ୍ଟରରେ ଆମେରିକାର ପର୍ଣ୍ଣ ଷ୍ଟାରଙ୍କ ଫଟୋ ଲାଗିବାକୁ ନେଇ ବିବାଦ। ଏହି କାରଣକୁ ନେଇ ତାମିଲନାଡୁର କାଞ୍ଚିପୁରମରେ ବିବାଦ ସୃଷ୍ଟି ହୋଇଛି। ଦେବୀ ପାର୍ବତୀଙ୍କ ପୂଜା ପାଇଁ ଆୟୋଜିତ ହୋଇଥିବା ଧାର୍ମିକ କାର୍ଯ୍ୟକ୍ରମ ପୋଷ୍ଟରରେ ଲାଗିଥିଲା ମିଆ

ପ୍ରତିଦିନ ମୋତେ ଅପମାନିତ କରାଯାଉଛି…, ଚୌକି ଛାଡ଼ି ପଳାଇଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଗିଗଲେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ଗୃହ ଚାଲିଥିବା ବେଳେ କଲେ କକ୍ଷ ତ୍ୟାଗ। ଚେୟାରରୁ ଉଠି ଚାଲିଗଲେ। ଆଜି ରାଜ୍ୟସଭା ଚାଲିଥିବା ବେଳେ ବିରୋଧୀ ଦଳ ନେତାଙ୍କ ହୋହଲ୍ଲା ଓ ସ୍ଲୋଗାନ ଯୋଗୁ ସେ ରାଗି ଯାଇଛନ୍ତି।ଆଜି ରାଜ୍ୟସଭା ଆରମ୍ଭରୁ ଭିନେଶ

ଜାପାନ‌ରେ ୭.୧ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଜାପାନ‌ରେ ଆଜି ୭.୧ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ଅନୁଭୂତ ହୋଇଛି। ପଶ୍ଚିମ ଜାପାନରେ ଗୁରୁବାର ଦିନ ହୋଇଥିବା ଏହି ଭୂକମ୍ପ କ୍ୟୁସୁ ଏବଂ ସିକୋକୁ ଦ୍ୱୀପପୁଞ୍ଜକୁ ଥରହର କରି ପକାଇଛି।ପବ୍ଲିକ୍‌ ବ୍ରଡକାଷ୍ଟର ଏନ୍‌ଏଚ୍‌କେ ଦ୍ବାରା ହୋଇଥିବା ରିପୋର୍ଟ ଅନୁଯାୟୀ ପୂର୍ବରୁ

ହସିନାଙ୍କ ଭବିଷ୍ୟତ ସଂପର୍କରେ ପୁଅ ଜୋୟଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିଜ ପଦରୁ ଇସ୍ତଫା ଦେବା ପରଠାରୁ ଭାରତରେ ଅଛନ୍ତି। କିନ୍ତୁ ଏହା ପରେ ସେ କେଉଁଆଡ଼େ ଯିବେ, ବ୍ରିଟେନ୍ ଓ ଆମେରିକା ମଧ୍ୟ କାହିଁକି ହସିନାଙ୍କ ନିଜ ଦେଶ ପାଇଁ ଦ୍ୱାର ବନ୍ଦ କରିଦେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବେ