Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ପାଇବେ ଜନ୍ ଜେ ହପଫିଲଡ ଓ ଜେଫ୍ରି ଇ. ହିଣ୍ଟନ
ନୂଆଦିଲ୍ଲୀ : ନୋବେଲ କମିଟି ଆଜି ପଦାର୍ଥ ବିଜ୍ଞାନ ପାଇଁ ବିଜେତାଙ୍କ ନାମ ଘୋଷଣା କରିଛି। ଜନ୍ ଜେ ହପଫିଲଡ ଏବଂ ଜେଫ୍ରି ଇ. ହିଣ୍ଟନ ୨୦୨୪ ପାଇଁ ପାଇବେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର। କୃତ୍ରିମ ନ୍ୟୁରାଲ ନେଟୱାର୍କ ସହିତ ମେସିନ୍ ଲର୍ଣ୍ଣିଂକୁ ସକ୍ଷମ କରୁଥିବା ମୌଳିକ ଆବିଷ୍କାର!-->…
ବିଜେପି ପ୍ରାର୍ଥୀଙ୍କୁ ମାତ ଦେଲେ ଭାରତର ୧ନଂ ଧନୀ ମହିଳା
ଚଣ୍ଡୀଗଡ : ସ୍ୱାଧୀନ ପ୍ରାର୍ଥୀ ଭାବେ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ୁଥିବା ଭାରତର ୧ନଂ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ଦମଦାର ବିଜୟ ହାସଲ କରିଛନ୍ତି। ସେ ହରିୟାଣାର ହିସ୍ରା ଆସନରୁ ନିର୍ବାଚନ ଲଢ଼ୁଥିଲେ।ଏଠାରେ ସେ ୧୮,୯୪୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସାବିତ୍ରୀ ଜିନ୍ଦଲ!-->…
ହରିୟାଣା ନିର୍ବାଚନ ଫଳାଫଳ: ଜୁଲାନା ଆସନରୁ ଜିତିଲେ ଭିନେଶ ଫୋଗାଟ
ଚଣ୍ଡୀଗଡ : କଂଗ୍ରେସ ପ୍ରାର୍ଥୀ ତଥା ରେସଲେର୍ ଭିନେଶ ଫୋଗାଟ ଜିତିଛନ୍ତି ବିଧାନସଭା ନିର୍ବାଚନ। କୁସ୍ତି ମୈଦାନ ପରେ ରାଜନୀତି ମୈଦାନରେ ବି ଭିନେଶଙ୍କୁ ମିଳିଛି ବଡ଼ ସଫଳତା।ହରିୟାଣାର ଜୁଲାନା ଆସନରୁ ବିଜୟୀ ହୋଇଛନ୍ତି ଭିନେଶ ଫୋଗାଟ। ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ, ୬,୦୦୦ ଭୋଟ୍!-->…
ଅତୁଳନୀୟ ଅବଦାନ ପାଇଁ ଅଭିନେତା ମିଥୁନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ୨୦୨୨ ବର୍ଷ ପାଇଁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ମଧ୍ୟ ଏହି ଅବସରରେ ଉପସ୍ଥିତ!-->…
ଓମାର ଅବଦୁଲ୍ଲା ହେବେ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ
ଶ୍ରୀନଗର :କେନ୍ଦ୍ର ଶାସିତ ଅଞ୍ଚଳର ଜମ୍ମୁ-କଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ନ୍ୟାଶନାଲ କନଫରେନ୍ସର ସଭାପତି ତଥା ସାଂସଦ ଫାରୁକ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା।ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏନସି ଓ କଂଗ୍ରେସ ମିଳିତ ଭାବେ!-->…
୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ବିଧାନସଭା ନିର୍ବାଚନ: ଏନସି-କଂଗ୍ରେସର ବଡ଼ ବିଜୟ
ଶ୍ରୀନଗର : ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ବାଜିମାତ କରିଛନ୍ତି ଏନସି ଓ କଂଗ୍ରେସ ମେଣ୍ଟ। ଉପତ୍ୟକାରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ପାଇଁ ଏଠାରେ ବିଧାନସଭା ନିର୍ବାଚନ ହେଉଥିଲା।ସେହିପରି ଜମ୍ମୁ-କଶ୍ମୀର ରାଜ୍ୟରୁ କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ମଧ୍ୟ ଏହା ପ୍ରଥମ!-->…
ଆରଜି କର ହସ୍ପିଟାଲର ୫୦ ଜଣ ସିନିୟର ଡାକ୍ତର ଦେଲେ ଇସ୍ତଫା
କୋଲକାତା : ଆନ୍ଦୋଳନରେ ବସିଥିବା ଜୁନିୟର ଡାକ୍ତରଙ୍କୁ ସମର୍ଥନ କରି ଆଜି କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସପିଟାଲର ୫୦ ଜଣ ସିନିୟର ଡାକ୍ତର ଇସ୍ତଫା ଦେଇଛନ୍ତି। ଏହି ଡାକ୍ତରମାନେ ସେମାନଙ୍କ ଇସ୍ତଫାପତ୍ର ପ୍ରଦାନ କଲା ବେଳେ ବିଦ୍ୟାର୍ଥୀମାନେ ତାଳିମାରି ସେମାନଙ୍କୁ ସମର୍ଥନ!-->…
ଅକ୍ଟୋବର ୨୩ ରୁ ଦିଲ୍ଲୀରେ ‘ନ୍ୟାୟ ଯାତ୍ରା’ ଆରମ୍ଭ କରିବେ ରାହୁଲ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଏବଂ ହରିୟାଣା ପରେ ରାହୁଲ ଗାନ୍ଧୀ ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅକ୍ଟୋବର ୨୩ ରୁ ସେ ଦିଲ୍ଲୀରେ କଂଗ୍ରେସର ‘ନ୍ୟାୟ ଯାତ୍ରା’ ଆରମ୍ଭ କରିବେ। ଏହି ଯାତ୍ରାରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ମଲ୍ଲିକାର୍ଜୁନ ଖଡ୍ଗେ!-->…
ସର୍ବକାଳୀନ ରେକର୍ଡ କଲା ସୁନା ଦର
ରେକର୍ଡ କଲା ସୁନା ଦର। ସର୍ବୋଚ୍ଚ ରେକର୍ଡ ସ୍ତରରେ ସୁନାର ଦାମ। ଆଜି ସୁନାର ଦାମ ଆଉ ୨୫୦ ଟଙ୍କା ମହଙ୍ଗା ହୋଇଛି। ଫଳରେ ୧୦ ଗ୍ରାମ ସୁନାର ଦାମ ୭୮,୭୦୦ ଟଙ୍କାରେ ପହଞ୍ଚିଛି। ଏହା ସର୍ବକାଳୀନ ରେକର୍ଡ। ଶୁକ୍ରବାର ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ ୧୦ ଗ୍ରାମ ପିଛା ୭୮,୪୫୦ ଟଙ୍କା!-->…
ଆରଜି କର ହରର୍: CBI ଚାର୍ଜସିଟରେ ବଡ଼ ଖୁଲାସା
ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଚ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇର ଚାର୍ଜସିଟରେ ବଡ଼ ଖୁଲାସା ହୋଇଛି। ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ହୋଇଥିବା ଅଭିଯୋଗ ଉପରୁ ପରଦା ହଟିଛି। ଚାର୍ଜସିଟ୍ ଅନୁସାରେ, ଟ୍ରେନି ଡାକ୍ତରଙ୍କୁ!-->…