Browsing Category

ଦେଶ

ଉଦ୍‌ଘାଟନ ପୂର୍ବରୁ ବନ୍ଦେ ଭାରତ ଟ୍ରେନ୍‌ ଉପରକୁ ପଥରମାଡ଼, ମାମଲା ରୁଜୁ

ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରେ ଉଦ୍‌ଘାଟନ ହୋଇଥାନ୍ତା ବନ୍ଦେ ଭାରତ ଟ୍ରେନ୍‌। ଏହା ପୂର୍ବରୁ ଚାଲୁଥିଲା ଟ୍ରାଏଲ୍‌ ରନ୍‌। ଏହି ସମୟରେ ଟ୍ରେନ୍‌ ଉପରକୁ ହେଲା ପଥରମାଡ଼। ଏଥିରେ ଟ୍ରେନ୍‌ର ବିଭିନ୍ନ ସ୍ଥାନରେ କାଚ ଭାଙ୍ଗି ଯାଇଥିବା ଜଣାଯାଇଛି। ଏପରି ଏକ ଘଟଣା ବିହାରରେ ଘଟିଛି।ଟ୍ରେନ୍‌ଟି

ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ,୧୧।୯: ଆମେରିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଭାଜପାର ଆକ୍ରମଣ ଜାରି ରହିଛି। ଦଳର ବହୁ ବଡ ନେତା ରାହୁଲଙ୍କ ବୟାନକୁ ସମାଲୋଚନା କରିଛନ୍ତି। ବର୍ତ୍ତମାନ ଏହି ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷ ଅମିତ ଶାହା ରାହୁଲଙ୍କ ଉପରେ

ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ: ଇଞ୍ଜିନିୟର ରଶିଦଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଜେଲ୍ ଦଣ୍ଡ ଭୋଗୁଥିବା ବାରାମୁଲା ସାଂସଦ ଇଞ୍ଜିନିୟର ରଶିଦଙ୍କୁ ଜାମିନ ମିଳିଛି। ଆଗକୁ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଥିବା ବେଳେ ମଙ୍ଗଳବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟ ରାଶିଦଙ୍କୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ

ଦିଲ୍ଲୀ ସରକାରକୁ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା ବିଜେପି

ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) ସରକାରୁ ବରଖାସ୍ତ କରିବା ପାଇଁ ବିଜେପି ବିଧାୟକମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ସରକାରକୁ ବରଖାସ୍ତ କରିବା ପାଇଁ ବିଜେପି ବିଧାୟକମାନେ ଦେଇଥିବା ଚିଠି ପାଇବା ପରେ ରାଷ୍ଟ୍ରପତି ମୁର୍ମୁ ଏହାକୁ ସ୍ୱରାଷ୍ଟ୍ର

ଏନଡିଏର ସିଟ ଶେୟାରିଂ ଫର୍ମୁଲା: ୧୪୦ ଆସନରେ ଲଢ଼ିବ ବିଜେପି!

ବିଜେପି, ଶିବସେନା ଓ ଏନସିପି ମିଳିତ ଭାବେ ମହାରାଷ୍ଟ୍ରରେ ଗଠନ କରିଥିବା ମାହାୟୁତି ସରକାର ଏବେ ସିଟ ଶେୟାରିଂ ଫର୍ମୁଲାକୁ ନେଇ ଆଲୋଚନର ଆରମ୍ଭ କରିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୩ ଦଳ ମଧ୍ୟରେ ସିଟ ଶେୟାରିଂକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ,

ପ୍ରାର୍ଥୀ ଘୋଷଣା କଲା ବିଜେପି: ଭିନେଶଙ୍କୁ ଟକ୍କର ଦେବେ ଏହି ନେତା

ଅକ୍ଟୋବର ୫ରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ପର୍ଯ୍ୟାୟରେ ଦଳ ୨୧ ଜଣଙ୍କ ନାଁ ଘୋଷଣା କରିଛି। ଏହାକୁ ମିଶାଇ ବିଜେପି ହରିୟାଣାର ୯୦ଟି ବିଧାନସଭା ଆସନରୁ ୮୮ଟି ସ୍ଥାନରେ ପ୍ରାର୍ଥୀ ଦେଇ ସାରିଲାଣି।

ବିବାହ ବିଚ୍ଛେଦ ପରେ ‘ଡାଇଭର୍ସ’ ପରଫ୍ୟୁମ ଲଞ୍ଚ କଲେ ପ୍ରଧାନମନ୍ତ୍ରୀଙ୍କ କନ୍ୟା

ନୂଆଦିଲ୍ଲୀ: ଦୁବାଇର ଶାସକ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ରାସିଦ ଅଲ ମକତୁମଙ୍କ ଝିଅ ଶେଖା ମାହରା ବିନ୍ତ ତାଙ୍କର ସୌନ୍ଦର୍ଯ୍ୟ ଓ ଷ୍ଟାଇଲିସ ଲୁକ ପାଇଁ ବେଶ ଚର୍ଚ୍ଚାରେ ଥାଆନ୍ତି।ନିକଟରେ ମାହରା ସୋସିଆଲ ମିଡିଆ ଜରିଆରେ ତାଙ୍କ ସ୍ବାମୀଙ୍କୁ ତିନତଲାକ

ଆମେରିକାରେ ରାହୁଲ ଗାନ୍ଧିଙ୍କ ‘ଶିଖ’ ବୟାନକୁ ନେଇ ଘେରିଲା ବିଜେପି

ଆମେରିକାର କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଦେଇଥିବା ‘ଶିଖ’ ବୟାନକୁ ନେଇ ଚିହିଁକି ଉଠିଛି ବିଜେପି। ରାହୁଲଙ୍କ ବୟାନକୁ ବିଜେପି ସମାଲୋଚନା କରିବା ସହ ବିଦେଶରେ ଥିବା ବେଳେ କଂଗ୍ରେସ ସାଂସଦ ବିପଦଜନକ ପ୍ରସଙ୍ଗର ପ୍ରଚାର କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ସୀତାରାମ ୟେଚୁରୀଙ୍କ ଅବସ୍ଥା ଗୁରୁତର, ହସ୍ପିଟାଲରେ ଚାଲିଛି ଚିକିତ୍ସା

ସିପିଏମର ସାଧାରଣ ସମ୍ପାଦକ ତଥା ବରିଷ୍ଠ ରାଜନେତା ସୀତାରାମ ୟେଚୁରୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଦିଲ୍ଲୀ ସ୍ଥିତ ଏମ୍ସରେ ଚାଲିଛି। ସେ ନିଜେ ନିଃଶ୍ୱାସ ପ୍ରଶ୍ୱାସ ନେଇ ପାରୁ ନାହାନ୍ତି। ତେଣୁ ତାଙ୍କୁ ମେସିନ ଦ୍ୱାରା ଆବଶ୍ୟକ ଅମ୍ଳଜାନ ଯୋଗାଇ

ଆମେରିକାରୁ BJP ଏବଂ RSSକୁ ଟାର୍ଗେଟ କଲେ ରାହୁଲ ଗାନ୍ଧି

ଆମେରିକା ଗସ୍ତରେ ଥିବା କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ପ୍ରତି ଲୋକଙ୍କ ଭୟ ଲୋପ ପାଇ ଯାଇଥିବା ସେ କହିଛନ୍ତି। ଏଥିସହ ବିଦେଶ