Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଯମୁନାରେ ବିସର୍ଜିତ ହେଲା ମନମୋହନ ସିଂହଙ୍କ ଅସ୍ଥି
ନୂଆଦିଲ୍ଲୀ ୨୯।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ଅସ୍ଥି ରବିବାର ଦିଲ୍ଲୀରେ ଯମୁନା ନଦୀରେ ପ୍ରବାହୀତ କରାଯାଇଛି। ‘ଅସ୍ଥି ବିସର୍ଜନ’ ଲାଗି ଗୁରୁଦ୍ୱାରା ପକ୍ଷରୁ ମଜନୁ କା ଟିଲା ନିକଟରେ ଅନୁଷ୍ଠାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମନମୋହନ ସିଂହଙ୍କ ପରିବାର ଲୋକେ!-->…
ମୁସଲମାନ ମାନଙ୍କୁ ନୂଆବର୍ଷ ପାଳନରୁ ବିରତ ରହିବାକୁ ଅଲ ଇଣ୍ଡିଆ ମୁସ୍ଲିମ ଜମାତର ‘ଫତୱା’
ବରେଲୀ ୨୯।୧୨: ଅଲ ଇଣ୍ଡିଆ ମୁସ୍ଲିମ ଜମାତର ଜାତୀୟ ସଭାପତି ମୌଲାନା ଶହାବୁଦ୍ଦିନ ରଜଭୀ ବରେଲୀବି ରବିବାର ଏକ ଫତୱା ଜାରି କରିଛନ୍ତି। ଏହି ଫତୱାରେ ମୁସ୍ଲିମ ସମାଜକୁ ଇଂରାଜୀ ନବବର୍ଷ ପାଳନ ନ କରିବାକୁ କଡ଼ା ଚେତାବନୀ ଦିଆଯାଇଛି। ଖାସ କରି ନୂଆପିଢୀର ଯୁବକଯୁବତୀମାନଙ୍କୁ ଏହି ଅବସରରେ ଉତ୍ସବ!-->…
ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ: ଶାରୀରିକ ସମ୍ପର୍କର ଅର୍ଥ ଯୌନ ନିର୍ଯାତନା ନୁହେଁ
ନୂଆଦିଲ୍ଲୀ : ପୋକ୍ସୋ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନାବାଳିକା ପୀଡ଼ିତା ବ୍ୟବହାର କରିଥିବା ଶାରୀରିକ ସମ୍ପର୍କର ଅର୍ଥ ସ୍ୱତଃସ୍ଫୁତ୍ତ ଭାବେ ଯୌନ ନିର୍ଯାତନା ନୁହେଁ।ଜଷ୍ଟିସ ପ୍ରତିଭା ଏମ ସିଂହ ଓ ଜଷ୍ଟିସ ଅମିତ ଶର୍ମାଙ୍କ ଖଣ୍ଡପୀଠ!-->…
ଯାତାୟାତ ପାଇଁ ପୁଣି ଖୋଲିଲା ୨୭୦ କି.ମି. ଦୀର୍ଘ ଜମ୍ମୁ-ଶ୍ରୀନଗର ରାଜମାର୍ଗ, ଭୀଷଣ ହୀମପାତ ଯୋଗୁ ହୋଇଥିଲା ବନ୍ଦ
ଶ୍ରୀନଗର ୨୯।୧୨: ଜମ୍ମୁ-କାଶ୍ମୀରରେ ଭୀଷଣ ହୀମପାତ ଯୋଗୁ ଦିନକ ପାଇଁ ବନ୍ଦ ରହିବା ପରେ ୨୭୦ କିଲୋମିଟର ଲମ୍ବା ଜମ୍ମୁ-ଶ୍ରୀନଗର ରାଜମାର୍ଗକୁ ରବିବାର ପୁଣି ଖୋଲାଯାଇଛି। ଫଳରେ ଜାମରେ ଫଶି ରହିଥିବା ଶହଶହ ବାହନ ନିଜନିଜ ଗନ୍ତବ୍ୟରେ ବାହାରିଛନ୍ତି। ତେବେ ମୋଗଲ ରୋଡ, ସିନ୍ଥନ ପାସ୍,!-->…
ମୋବାଇଲ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ : ଚୋରି କରିବା ଲାଗି ମିଳୁଥିଲା ତାଲିମ ଓ ପରେ ଚାକିରି !
ଗୋରଖପୁର : ପେଶା ମୋବାଇଲ ଚୋରି କରିବା। କିନ୍ତୁ ଏଥିପାଇଁ ଦିଆଯାଉଥିଲା ତାଲିମ। ଚୋରି ଶିଖିବା ପରେ ମିଳୁଥିଲା ଚାକିରି। ନିଯୁକ୍ତି ପରେ ଅଫିସ ଭଳି ମିଳୁଥିଲା ଦରମା। କେବଳ ଦରମା ମିଳୁ ନଥିଲା, ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ପାଇଁ ହେଉଥିବା ଖର୍ଚ୍ଚ ବି ଦିଆଯାଉଥିଲା।ଚୋରିରେ ଯିଏ!-->…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱ ଚେସ୍ ଚାମ୍ପିଅନ୍ ଡି. ଗୁକେଶ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ସର୍ବକନିଷ୍ଠ ବିଶ୍ୱ ଚେସ୍ ଚାମ୍ପିଅନ୍ ଡି. ଗୁକେଶ। ମୋଦିଙ୍କୁ ନିଜ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ମେଡାଲ୍ ଦେଖାଇବା ସହିତ, ସେ ଜିତିଥିବା ମ୍ୟାଚର ଅରିଜିନାଲ୍ ଚେସବୋର୍ଡ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି ଗୁକେଶ।ଏହି!-->…
H-1B ଭିସା ସମର୍ଥନରେ ଟ୍ରମ୍ପ, କହିଲେ- ମୁଁ ସର୍ବଦା ଏହା ସପକ୍ଷରେ
ନୂଆଦିଲ୍ଲୀ : H-1B ଭିସା। ଏହି ଭିସାକୁ ନେଇ ଏବେ ଆମେରିକାରେ ଆରମ୍ଭ ହୋଇଛି ବିତର୍କ। ତେବେ ଏହାରି ଭିତରେ ଏହି ଭିସାକୁ ନେଇ ୟୁ-ଟର୍ଣ୍ଣ ମାରିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଏହି ଭିସାକୁ ବିରୋଧ କରୁଥିବା ଟ୍ରମ୍ପ ଏବେ ଏହାର ସମର୍ଥନରେ!-->…
ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ୧୭୯ ଯାତ୍ରୀ ଜୀଅନ୍ତା ଜଳିଗଲେ
ସିଓଲ : ପୁଣି ଆଉ ଏକ ବିମାନ ଦୁର୍ଘଟଣା। ଦକ୍ଷିଣ କୋରିଆରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୧୭୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ଜେଜୁ ଏୟାରଲାଇନ୍ସର ଏକ ବିମାନ ରନଓ୍ୱେରୁ ଖସି ଯିବାରୁ ଏହି ଦୁର୍ଘଟଣା!-->…
ଗଞ୍ଜେଇ ସହ ଧରାପଡ଼ିଲେ ବିଧାୟିକାଙ୍କ ପୁଅ, ଅଭିଯୋଗକୁ ଖଣ୍ଡନ କଲେ ମା’
ତ୍ରିଭେନ୍ଦ୍ରମ : ଗଞ୍ଜେଇ ସହ ଧରାପଡିଲେ ବିଧାୟକଙ୍କ ପୁଅ। ଗଞ୍ଜେଇ ରଖିବା ଅଭିଯୋଗରେ କେରଳରେ ପୁଲିସ ବିଧାୟକଙ୍କ ପୁଅ ସମେତ ୯ ଜଣଙ୍କୁ ଗିରଫ କରିଥିଲା। ତେବେ ବର୍ତ୍ତମାନ ତାଙ୍କ ପୁଅ ଗଞ୍ଜେଇ ସହିତ ଗିରଫ ହୋଇଥିବା ଖବରକୁ ବିଧାୟିକା ୟୁ ପ୍ରତିଭା ଖଣ୍ଡନ କରିଛନ୍ତି। ତାଙ୍କ ପୁଅକୁ ଗଞ୍ଜେଇ ସହ!-->…
ଡିସେମ୍ବର ୩୦ରେ ସ୍ପେଡେକ୍ସ ମିଶନ ଆରମ୍ଭ କରିବ ଇସ୍ରୋ
ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଡିସେମ୍ବର ୩୦ ତାରିଖ ସୋମବାର ନିଜର ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ ସ୍ପେଡେକ୍ସ ଉତକ୍ଷେପଣ କରିବ। ଏକ ସାକ୍ଷାତକାରରେ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଇସ୍ରୋର ବର୍ଷ ଶେଷ ଅଭିଯାନ ଏକ ଐତିହାସିକ!-->…