Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଆମେରିକା, ରୁଷ ଓ ଚୀନ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ କେବଳ ଦେଶ ନୁହେଁ ସାରା ବିଶ୍ଵର ନେତାମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମନମୋହନଙ୍କ ମୃତ୍ୟୁକୁ ନେଇ ଆମେରିକା, ରୁଷ, ଚୀନ, ଫ୍ରାନ୍ସ ସମେତ ବିଭିନ୍ନ ଦେଶ ପକ୍ଷରୁ ଶୋକବ୍ୟକ୍ତ କରାଯିବା ସହିତ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଛି।!-->…
ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଇଁ ଶାହଙ୍କ ଗସ୍ତ ସ୍ଥଗିତ ହୋଇଥିବା ଜଣାପଡ଼ିଛି । ଆସନ୍ତାକାଲି ଶନିବାରରେ ଭୁବନେଶ୍ବର ଆସିଥାଆନ୍ତେ ଅମିତ ଶାହ । ଦୁଇ!-->…
ଇଡି ଜାଲରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ସହଯୋଗୀ
ଲୋକ ଜନଶକ୍ତି ପାର୍ଟି (ରାମ ବିଳାଶ) ନେତା ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ସହଯୋଗୀ ହୁଲାସ ପାଣ୍ଡେଙ୍କ ତିନିଟି ଠିକଣାରେ ଆଜି ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ପାଟନା, ବେଙ୍ଗାଲୁରୁ ଓ ଦିଲ୍ଲୀରେ ଏହି ଚଢ଼ାଉ କରାଯାଇଛି।
କିଛି ଆର୍ଥିକ ଅନିୟମିତତାରେ ଲୋକ!-->!-->!-->…
ଚୁକ୍ତି ପରେ ମଧ୍ୟ ଚୀନ୍ ସେନା ଏଲଏସିରେ ରହିଛନ୍ତି
ନୂଆଦିଲ୍ଲୀ: ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ଉପରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଶେଷ ହେବାକୁ ଯାଉଛି। ଚୀନ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ଦିନ କହିଛି ଯେ ପୂର୍ବ ଲଦାଖରେ ଚାଲିଥିବା ବିବାଦକୁ ବନ୍ଦ କରିବା ପାଇଁ ଭାରତ ଏବଂ ଚୀନ୍ର ସୈନ୍ୟବାହିନୀ!-->…
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କଲେ ମନମୋହନଙ୍କ ଶେଷ ଦର୍ଶନ, କାଲି ହେବ ଅନ୍ତିମ ସତ୍କାର
ଗତକାଲି ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସତ୍କାର ଆସନ୍ତା କାଲି ହେବ । ଗତକାଲି ବିଳମ୍ବିତ ରାତିରେ ସ୍ୱର୍ଗତ ସିଂହଙ୍କ ପାର୍ଥିବ ଶରୀର ତାଙ୍କ ବାସଭବନରେ ପହଞ୍ଚିଥିଲା। ଆଜି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ!-->…
ବିଜୁଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରେ ବିଜୁଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପୌରାଧ୍ୟକ୍ଷା ପାୟେଲ ବେହେରାଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ଫୁଲବାଣୀ ବିଜେଡିର ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ପୂର୍ବତନ ମନ୍ତ୍ରୀ!-->…
ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପରଲୋକ
ନୂଆଦିଲ୍ଲୀ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହ ଆଉ ନାହାନ୍ତି। ଦିଲ୍ଲୀ ଏମ୍ସରେ ୯୨ ବର୍ଷରେ ଶ୍ରୀ ସିଂହ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ!-->…
୨୦୨୩ରେ ଭାରତକୁ ଆସିଛନ୍ତି ୧.୮୯ କୋଟି ବିଦେଶୀ ପର୍ଯ୍ୟଟକ, ୨.୩୧ ଲକ୍ଷ କୋଟି ଟଙ୍କା ହୋଇଛି ଆୟ
ନୂଆଦିଲ୍ଲୀ : ଭାରତ ସରକାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଏହି କ୍ଷେତ୍ରରେ ଅଧିକ ରୋଜଗାର ସୃଷ୍ଟି ଲାଗି ଉଦ୍ୟମ କରୁଛନ୍ତି । ଏହାସହ ବିଦେଶୀ ମୁଦ୍ରା ବଢାଇବା ପାଇଁ ପର୍ଯ୍ୟଟନ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ପର୍ଯ୍ୟଟନ କ୍ଷେତ୍ରକୁ ବଢାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ!-->…
‘ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି’ ବିଜେପି ନେତା: EDରେ ଅଭିଯୋଗ କଲା ଆପ୍
ନୂଆଦିଲ୍ଲୀ : ବିଜେପି ନେତା ପରଭେଶ ବର୍ମା ଓ ପୂର୍ବତନ ବିଧାୟକ ମଞ୍ଜିନ୍ଦର ସିଂହ ସିର୍ସା ଦିଲ୍ଲୀ ବିଧାନସଭାରେ ଭୋଟ ହାତେଇବାକୁ ଲୋକଙ୍କୁ ଟଙ୍କା ବାଣ୍ଟୁ ଥିବା ଅଭିଯୋଗ କରିଛି ଆପ୍। ଏଥିପାଇଁ ଆଜି ଆପ୍ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଦୁଇ ବିଜେପି ନେତାଙ୍କ ବିରୋଧରେ ପ୍ରବର୍ତ୍ତନ!-->…
୩୬ବର୍ଷ ପରେ ଭାରତରେ ଉପଲବ୍ଧ ‘ଦ ସାଟାନିକ ଭର୍ସେସ୍’
ନୂଆଦିଲ୍ଲୀ: ସଲମନ ରୁଶ୍ଦିଙ୍କ ବିବାଦୀୟ ପୁସ୍ତକ ‘ଦି ସାଟାନିକ୍ ଭର୍ସେସ୍’ ଏବେ ଭାରତରେ କ୍ରୟ ନିମନ୍ତେ ଉପଲବ୍ଧ ହୋଇଛି। ଦିଲ୍ଲୀର ‘ବାରିସନ୍ସ ବୁକ୍ସେଲର୍ସ’ ପୁସ୍ତକ ଭଣ୍ଡାରରେ ଏହାକୁ ବିକ୍ରି କରାଯାଉଛି। ବହିର ମୂଲ୍ୟ ୧୯୯୯ ଟଙ୍କା। ପୁସ୍ତକ ବହୁଳ ମାତ୍ରାରେ ବିକ୍ରି ହେଉଥିବା ଦୋକାନ!-->…