Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କେଜ୍ରିଓ୍ୱାଲଙ୍କ ସଞ୍ଜିବନୀ ସ୍କିମ୍କୁ ନେଇ ତୁତୁ ମେଁମେଁ, ସ୍ୱାସ୍ଥ୍ୟ ବିଭାଗର ବିରୋଧ
ଦିନକ ତଳେ ଦିଲ୍ଲୀ ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ସଞ୍ଜିବନୀ ଯୋଜନା ଓ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ସ୍କିମ୍ ଲାଗୁ କରିଥିଲେ। ତେବେ ଏହି ଯୋଜନାକୁ ନେଇ ଏବେ କେଜ୍ରିଓ୍ୱାଲ ଓ ଦିଲ୍ଲୀ ସରକାରୀ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି। ଆରମ୍ଭ ହୋଇଛି ତୁତୁ ମେଁ ମେଁ।!-->…
ସୂର୍ଯ୍ୟର ସବୁଠାରୁ ନିକଟରେ ପହଞ୍ଚିଲା ପାର୍କର
ଲସ୍ ଆଞ୍ଜେଲସ : ନାସାର ସୌର ଅନୁସନ୍ଧାନ ଯାନ ପାର୍କର ଏକ ନୂଆ ଇତିହାସ ସୃଷ୍ଟି କରିଛି। ମଙ୍ଗଳବାର ଅପରାହ୍ନ ଠିକ୍ ୫ଟା ୧୦ମିନିଟରେ ଆମେରିକୀୟ ମହାକାଶ ଏଜେନ୍ସିର ଏହି ମହାକାଶଯାନ ସୂର୍ଯ୍ୟର ଅତି ନିକଟତର ହୋଇଥିଲା। ଇତିହାସରେ ପ୍ରଥମ ଥର ପାଇଁ ମନୁଷ୍ୟ ଦ୍ୱାରା ନିର୍ମିତ ପ୍ରଥମ ମହାକାଶଯାନ!-->…
ବିଗିଡ଼ିଲା ବିଲ୍ କ୍ଲିଣ୍ଟନଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ଜଣାଯାଇଛି। ବିଲ୍ କ୍ଲିଣ୍ଟନ କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିବା ବେଳେ ତାଙ୍କ!-->…
ପରିବା ହାଟରେ ରାହୁଲ : ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ
ନୂଆଦିଲ୍ଲୀ : ପରିବା ମାର୍କେଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ହାଟ ରସୁଣ କିଲୋ କେତେ? କେବଳ ରସୁଣ ନୁହେଁ, ଟମାଟୋ, ବିଟ୍ ଓ ବିଭିନ୍ନ ପରିବାର ଦାମ୍ ମଧ୍ୟ ପଚାରି ବୁଝିଛନ୍ତି। ପରିବା ହାଟରେ ପହଞ୍ଚି ଯେଉଁ ପ୍ରକାର ରାହୁଲ ଗାନ୍ଧି ଦରଦାମ୍ ପଚାରି ବୁଝିଛନ୍ତି, ତାହା ଏବେ ଚର୍ଚ୍ଚାର!-->…
ଆର୍ଜି କର ମାମଲାକୁ ନେଇ ବଡ଼ ଖୁଲାସା, କ୍ରାଇମ୍ ସ୍ପଟ୍ରେ ନାହିଁ ଧସ୍ତାଧସ୍ତିର ଚିହ୍ନ
କୋଲକାତା : ବହୁ ଚର୍ଚ୍ଚିତ କୋଲକାତା ଆର୍ ଜି କର୍ ହସ୍ପିଟାଲରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଚଳିତ ବର୍ଷ ଅଗଷ୍ଟ ୯ ତାରିଖରେ ହସ୍ପିଟାଲର ଚତୁର୍ଥ ମହଲାରେ ଥିବା ସେମିନାର ରୁମ୍ରେ ଜୁନିଅର ଡାକ୍ତରଙ୍କ ମୃତଦେହ ମିଳିଥିଲା। ଏବେ ଏହି!-->…
୪ ଘଣ୍ଟାର ଜେରା ପରେ ଅଲ୍ଲୁ ଅର୍ଜୁନଙ୍କୁ ଛାଡ଼ିଲା ପୁଲିସ୍, ଏହି ସବୁ ପ୍ରଶ୍ନରେ କଲା ଘାଇଲା
ହାଇଦ୍ରାବାଦ :ବହୁ ଭାଷା ଭିତ୍ତିକ ଚଳଚ୍ଚିତ୍ର ପୁଷ୍ପା-୨ର ନାୟକ ତଥା ତେଲୁଗୁ ତାରକା ଅଲ୍ଲୁ ଅର୍ଜୁନଙ୍କୁ ୪ ଘଣ୍ଟା ଧରି ଘାଣ୍ଟିବାରେ ପରେ ଛାଡ଼ିଛି ତେଲଙ୍ଗାନା ପୁଲିସ୍। ଡିସେମ୍ବର ୪ ସନ୍ଧ୍ୟା ହଲ ଦଳା ଚକଟା ଘଟଣାରେ ପୁଲିସ୍ ତାଙ୍କୁ ଆଜି ଜେରା କରିଥିଲା।ଦିନ ୧୧ଟାରୁ ଅଲ୍ଲୁ ଅର୍ଜୁନ!-->…
ନିର୍ବାଚନ ନିୟମରେ ସଂଶୋଧନ: ସୁପ୍ରିମକୋର୍ଟରେ ପହଞ୍ଚିଲା କଂଗ୍ରେସ
ନୂଆଦିଲ୍ଲୀ :ନିର୍ବାଚନ କମିଶନଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାର ନିକଟରେ ନିର୍ବାଚନ ପରିଚାଳନା ନିୟମ ୧୯୬୧ରେ ସଂଶୋଧନ କରିଛନ୍ତି। କିନ୍ତୁ ଏହାକୁ ବିରୋଧ କରି କଂଗ୍ରେସ ଗୋଟିଏ ପିଟିସନ ସୁପ୍ରିମକୋର୍ଟରେ ଦାଏର କରିଛି। କେନ୍ଦ୍ର ସରକାର କରିଥିବା ସଂଶୋଧନ ଦ୍ୱାରା ନିର୍ବାଚନ ପ୍ରକ୍ରିୟା!-->…
ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ ହେବେ କଂଗ୍ରେସର ଅଳକା ଲାମ୍ବା
ନୂଆଦିଲ୍ଲୀ : ଆଉ କିଛି ମାସ ପରେ ଅନୁଷ୍ଠିତ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ କ୍ଷମତାସୀପ ଆପ ଠାରୁ ଆରମ୍ଭ କରି ବିଜେପି ଓ କଂଗ୍ରେସ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।ଏହିକ୍ରମରେ କଂଗ୍ରେସ ଦିଲ୍ଲୀର ଆଉ ୨୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି। ଏହି ୨୭!-->…
ଏଥର କୁମ୍ଭ ମେଳାରେ ଉଡିବେନି ମଶା ମାଛି
ନୂଆଦିଲ୍ଲୀ : ଜାନୁଆରୀ ୧୩ ତାରିଖରୁ ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏହି ମେଳା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦେଶ ବିଦେଶରୁ ବହୁ ସାଧୁ ସନ୍ଥ ଏବଂ ଲକ୍ଷାଧିକ ଶ୍ରଦ୍ଧାଳୁ ଏଥିରେ ଯୋଗଦେବେ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ମହାକୁମ୍ଭ!-->…
ୟୁନୁସ ନିଆଁରେ ଘିଅ ଢାଳୁଛନ୍ତି: ହାସିନାଙ୍କ ପ୍ରତ୍ୟର୍ପଣ ନେଇ ସଜିବଙ୍କ ମନ୍ତବ୍ୟ
ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପୁଅ ସଜିବ ୱାଜେଦ୍ ଭାରତରୁ ହସିନାଙ୍କ ପ୍ରତ୍ୟର୍ପଣ ଦାବି ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀ ସରକାରକୁ ରାଜନୈତିକ ପ୍ରତିଶୋଧର କାମ କରୁଥିବା ସେ ଅଭିଯୋଗ କରିଛନ୍ତି।ସେ!-->…