Browsing Category

ଦେଶ

ହିଂସ୍ର ହେଉଛି ବାଂଲାଦେଶ ଚିତ୍ର: ହିନ୍ଦୁଙ୍କୁ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ

ନୂଆଦିଲ୍ଲୀ:  ପୁରା ଦେଶରେ ଅସମ୍ଭାଳ ସ୍ଥିତି। ଦିନକୁ ଦିନ ହିଂସ୍ର ହେଉଛି ବାଂଲାଦେଶ ଚିତ୍ର। ଅଗଷ୍ଟ ୫ ତାରିଖରେ ଶେଖ୍ ହସିନା ଦେଶ ଛାଡି ଚାଲିଯିବା ପରେ ପୁରା ଦେଶରେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ସଂଖ୍ୟା ଲଘୁ ବିଶେଷ କରି ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର

ଲେଟେରାଲ ଏଣ୍ଟ୍ରୀକୁ ନେଇ NDA ଦୁଇ ଫାଳ

ନୂଆଦିଲ୍ଲୀ : ପ୍ରଶାସନିକ ସେବାରେ ଲେଟେରାଲ ଏଣ୍ଟ୍ରୀକୁ ନେଇ ଯେବେଠୁ ବିଜ୍ଞାପ୍ତି ଜାରି ହୋଇଛି ସେବେଠୁ ଏହାକୁ ନେଇ ଜୋର ଧରିଛି ରାଜନୀତି। ବିରୋଧୀ ଶାସକ ମୁହାଁମୁହିଁ ହୋଇଛନ୍ତି। କେବଳ ସେତିକି ନୁହେଁ ଶାସକ ଏନ୍‌ଡିଏ ଦଳ ମଧ୍ୟ ଏହାକୁ ନେଇ ଦୁଇ ଫାଳ ହୋଇଯାଇଛି।ପ୍ରଥମେ ବିରୋଧୀ ଦଳ ଲେଟେଲାର

୨ ନର୍ସରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା: ମୁମ୍ବାଇରେ ବିଶାଳ ବିକ୍ଷୋଭ, ସ୍କୁଲରେ ଭଙ୍ଗାରୁଜା

ମୁମ୍ବାଇ : ମହରାଷ୍ଟ୍ରର ଥାନେରେ ଥିବା ଗୋଟିଏ ବଡ଼ ସ୍କୁଲରେ ୨ ଜଣ ନର୍ସରୀ ଛାତ୍ରୀଙ୍କୁ ସୁଇପର ଯୌନ ନିର୍ଯାତନା ଦେବା ଘଟଣା ଭୟଙ୍କର ରୂପ ଧାରଣ କରିଛି। ଏପରି ଏକ ଲଜ୍ଜାଜନକ ଘଟଣା ବିରୋଧରେ ତାତିଛନ୍ତି ଲୋକ। କୋଲକାତା ଭଳି ମୁମ୍ବାଇ ନିଟକସ୍ଥ ବଦଲାପୁର ରେଳ ଷ୍ଟେନରେ ବିଶାଳ ବିକ୍ଷୋଭ

୧୯୯୨ ସେକ୍ସ ସ୍କାଣ୍ଡାଲ କେସ୍‌: ୩୨ ବର୍ଷ ପରେ ୬ ଜଣଙ୍କୁ ମିଳିଲା ଆଜୀବନ ଜେଲ

ଜୟପୁର : ବହୁ ଚର୍ଚ୍ଚିତ ୧୯୯୨ ମସିହା ଆଜମେର ସେକ୍ସ ସ୍କାଣ୍ଡଲ ଘଟଣାରେ ରାଜସ୍ଥାନର ଗୋଟିଏ ପୋକ୍ସ କୋର୍ଟ ୬ ଜଣଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ପୋକ୍ସ କୋର୍ଟ ଜଜ ରଞ୍ଜନ ସିଂହ ୩୨ ବର୍ଷ ପୁରୁଣା ମାମଲାରେ ରାୟ ପ୍ରକାଶ କରିବା ସହ ଦୋଷୀମାନଙ୍କ ଉପରେ ୫ ଲକ୍ଷ ଟଙ୍କା ଲେଖାଏ

ପଶ୍ଚିମବଙ୍ଗ ସରକାର ଓ ଆରଜି କର ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ…

ନୂଆଦିଲ୍ଲୀ : କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ଶୁଣାଣି ବେଳେ ବଡ଼ କଥା କହିଛନ୍ତି ସୁପ୍ରିମକୋର୍ଟ। ଦେଶ ଆଉ ଏକ ବଳାତ୍କାର ଘଟଣା ଯାଏ ଅପେକ୍ଷା କରିପାରିବ ନାହିଁ। ତୃଣମୂଳ ସ୍ତରରେ ପରିବର୍ତ୍ତନ ହେବା ଆଶାରେ ଅପେକ୍ଷା କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।ପ୍ରଧାନ

ଡାକ୍ତରଙ୍କ ସୁରକ୍ଷା ଲାଗି ନ୍ୟାସନାଲ ଟାସ୍କଫୋର୍ସ ଗଠିତ

ନୂଆଦିଲ୍ଲୀ : କଲକାତାରେ ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ଲାଗି ଗଠନ ହୋଇଛି ନ୍ୟାସନାଲ ଟାସ୍କଫୋର୍ସ। ସୁପ୍ରିମକୋର୍ଟଙ୍କ ନୀରିକ୍ଷଣରେ ୧୦ଜଣିଆ ଟାସ୍କଫୋର୍ସ ଗଠନ କରାଯାଇଛି। ସିନିଅର ଓ ଜୁନିଅର ଡାକ୍ତରଙ୍କ ସୁରକ୍ଷାୂ ପାଇଁ ପରାମର୍ଶ ଦେବ

ଲାଟେରାଲ ଏଣ୍ଟ୍ରି ବିଜ୍ଞାପନ ବାତିଲ କରିବାକୁ ୟୁପିଏସସିକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଳୀ: ସଂଘ ଲୋକସେବା ଆୟୋଗ(ୟୁପିଏସସି) ଦ୍ଵାରା ଚାକିରିରେ ସିଧା ଭର୍ତ୍ତି ବିଜ୍ଞାପନକୁ ବାତିଲ କରିବା ପାଇଁ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ୍‌ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଚିଠି ଲେଖିଛନ୍ତି। ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସିଧାସଳଖ

ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଲେ ପିଡିପିର ମୁଖ୍ୟ ମୁଖପାତ୍ର

ଶ୍ରୀନଗର : ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ପିଡିପିକୁ ଲାଗିଛି ଜବରଦସ୍ତ ଝଟକା। ଦଳର ମୁଖ୍ୟ ମୁଖପାତ୍ର ସୁହେଲ ବୁଖାରୀ ଆଜି ପିଡିପିକୁ ବାଏବାଏ କହିଛନ୍ତି। ବୁଖାରୀ ପିଡିପି ଛାଡ଼ିଥିବା ପିଟିଆକୁ କହିଥିଲେ ହେଁ ଏହାର କାରଣ ସମ୍ପର୍କରେ ଖୁଲାସା କରି ନାହାନ୍ତି।ତଥାପି ବିଶେଷ

ଆଇସିୟୁରେ ସୀତାରାମ ୟେଚୁରୀ

ନୂଆଦିଲ୍ଲୀ : ସିପିଆଇଏମ୍‌ର ସାଧାରଣ ସଚିବ ତଥା ବରିଷ୍ଠ ନେତା ସୀତାରାମ ୟେଚୁରୀ ଅସୁସ୍ଥ। ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ପୂର୍ବରୁ ତାଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି

ଯୁଦ୍ଧ ଭିତରେ ପ୍ରଥମଥର ପାଇଁ ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନ ଗସ୍ତ କରିବେ। ରୁଷ ସହ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମଥର ପାଇଁ ମୋଦି ୟୁକ୍ରେନ ଗସ୍ତ କରୁଛନ୍ତି। ଗୋଟିଏ ମାସ ତଳେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଗସ୍ତ କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ