Browsing Category

ଦେଶ

IAS ଅଧିକାରୀଙ୍କ ବିରୁଦ୍ଧରେ ଜମି ହଡ଼ପ ଅଭିଯୋଗ ଆଣିଲେ ଗାୟକ ଲକି ଅଲି

ନୂଆଦିଲ୍ଲୀ : ପ୍ରସିଦ୍ଧ ଗାୟକ ଲକି ଅଲି ଜଣେ IAS ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୁଦ୍ଧରେ ଜମି ହଡ଼ପ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ଗାୟକ ଅଲି IAS ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ସ୍ୱାମୀ ଓ ଦିଅରଙ୍କ ବିରୁଦ୍ଧରେ କର୍ଣ୍ଣାଟକ ଲୋକାୟୁକ୍ତ ପୁଲିସରେ ଦ୍ୱାରସ୍ତ ହୋଇଛନ୍ତି।ଏନେଇ

ଜିଏସଟିକୁ ନେଇ ବଡ଼ ଘୋଷଣା: ପ୍ଲାଟଫର୍ମ ଟିକେଟ୍‌ ଓ ରେଳବାଇ ସେବାରେ ଲାଗିବନି ଟିକସ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ୫୩ତମ ଜିଏସ୍‌ଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଏକାଧିକ ଦ୍ରବ୍ୟ ଓ ସେବା ଉପରରୁ ଟିକସ ଛାଡ଼ ଏବଂ ଟିକସ କୋହଳ ପାଇଁ ନିଷ୍ପତ୍ତି ହୋଇଛି।ଶିକ୍ଷାନୁଷ୍ଠାନ ବାହାରେ ଜଣଙ୍କ ପିଛା ମାସିକ ୨୦

ମଧ୍ୟପ୍ରଦେଶରେ ମହିଳାଙ୍କୁ ରାସ୍ତା ମଝିରେ ମାଡ଼, ସୁରକ୍ଷା ଦେବା ବଦଳରେ ଭିଡିଓ ସୁଟ୍‌ କଲେ ଦେଖଣାହାରୀ

ଭୋପାଳ: ମଧ୍ୟପ୍ରଦେଶର ଧର ଜିଲ୍ଲାର ତାଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ନିର୍ଯାତନା ଦିଆଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାରେ ଦର୍ଶକମାନେ ପୀଡିତାଙ୍କୁ ସାହାଯ୍ୟ କରିବାକୁ ହସ୍ତକ୍ଷେପ କରିବା

ଆଗକୁ ବିଧାନସଭା ନିର୍ବାଚନ, ଆସନ ଭାଗବଣ୍ଟା ପୂର୍ବରୁ ବଡ଼ ସଙ୍କେତ ଦେଲେ ଶରଦ

ମୁମ୍ବାଇ : ଆଉ ମାସ କେଇଟା ପରେ ହେବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଏହା ପୂର୍ବରୁ ମହା ବିକାଶ ଅଘାଡି ମେଣ୍ଟରେ ଫାଟ ସୃଷ୍ଟି ହେବା ସମ୍ଭାବନା ରହିଛି। ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତ ଦଳ ଆପୋଷ ବୁଝାମଣା କରିବାକୁ ପ୍ରସ୍ତୁତ ଥିଲେ ଏବଂ ଆସନ ବଣ୍ଟା ପ୍ରସଙ୍ଗ ସହଜରେ ସମାଧାନ

ସୀମାନ୍ତ ରେ ୯ଜଣ ମାଓବାଦୀ ଗିରଫ…

ମାଲକାନଗିରି ୨୨/୦୬ ଛତିଶଗଡର ବିଜାପୁର ଜିଲ୍ଲାରେ ୯ ଜଣ ମାଓବାଦୀ ଗିରଫ ହୋଇଛନ୍ତି l ସୂଚନା ଅନୁଯାଇ ବିଜାପୁର ଜିଲ୍ଲାର ବିଭିନ୍ନ ଥାନା ଅଂଚଳରୁ ମାଓ ସଂଗଠନ ସକ୍ରିୟ ରହି କାର୍ଯ୍ୟ କରୁଥିବା ୯ ଜଣଙ୍କୁ ପୁଲିସ ଏବଂ ସୁରକ୍ଷାକର୍ମୀ ବିଶେଷ ସୂତ୍ରରୁ ଖବର ପାଇ ଗିରଫ କରିବାରେ ସଫଳ

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ମୁଖ୍ୟ ପୂଜକ ଆଉ ନାହାନ୍ତି

ଅଯୋଧ୍ୟା : ଅଯୋଧ୍ୟରେ ଥିବା ରାମ ମନ୍ଦିରରେ ଭଗବାନ ରାମଲଲାଙ୍କ ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ମୁଖ୍ୟ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦିକ୍ଷୀତ ଆଉ ନାହାନ୍ତି। ଆଜି ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।ତାଙ୍କ ପରିବାର ଲୋକଙ୍କ କହିବା କଥା ଯେ ଆଚାର୍ଯ୍ୟ

NEET ପ୍ରଶ୍ନପତ୍ର ଲିକ୍ ପଛରେ ‘ସୋଲଭର ଗ୍ୟାଙ୍ଗ’, ଗିରଫ ହେଲା ମାଷ୍ଟରମାଇଣ୍ଡ 

ନୂଆଦିଲ୍ଲୀ : NEET UG ପ୍ରଶ୍ନପତ୍ର ଲିକକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତଦନ୍ତକାରୀ ସଂସ୍ଥାକୁ ମିଳିଛି ବଡ଼ ସଫଳତା। ଲିକ୍ ପଛରେ ଥିବା ମାଷ୍ଟରମାଇଣ୍ଡ ଗିରଫ ହୋଇଛି। ଆଜି ଉତ୍ତର ପ୍ରଦେଶର ସ୍ପେଶାଲ ଟାସ୍କ ଫୋର୍ସ (STF) ମାଷ୍ଟରମାଇଣ୍ଡ ରବି ଅତ୍ରିକୁ ଗିରଫ କରିଛି।ଛାତ୍ରଛାତ୍ରୀଙ୍କ

ନିଟ ବିବାଦ: ଇସ୍ରୋ ଓ ଏମ୍ସର ପୂର୍ବତନ ମୁଖ୍ୟଙ୍କୁ ନେଇ ଗଠନ ହେଲା ୭ ଜଣିଆ କମିଟି

ନୂଆଦିଲ୍ଲୀ : ନିଟ ପେପର ଲିକ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଆଜି ଶିକ୍ଷା ମନ୍ତ୍ରଣାଳୟ ଗୋଟିଏ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛି। ସ୍ୱଚ୍ଛ, ନିରକ୍ଷେପ ଓ ସରଳ ଭାବେ ବିଭିନ୍ନ ଜାତୀୟ ସ୍ତରୀୟ ପରୀକ୍ଷା ପାଇଁ ମନ୍ତ୍ରଣାଳୟ ଏପରି ଏକ କମିଟି ଗଠନ କରିଛି। ଏହି କମିଟି

ଜେଲରୁ ଏବେ ବାହାରିବେନି କେଜ୍ରିୱାଲ

ଅବକାରୀ ନୀତି ଦୁର୍ନୀତି ମାମଲାରେ ଜାମିନ ପାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜୋରଦାର ଝଟକା ଲାଗିଛି। ତଳ କୋର୍ଟ ଦେଇଥିବା ଜାମିନ ନିର୍ଦ୍ଦେଶ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ଅସ୍ଥାୟୀ ଭାବେ ରୋକ ଲଗାଇ ଦେଇଛନ୍ତି। ଫଳରେ ତିହାର ଜେଲରୁ ଆଜି ବାହାରିବା ପାଇଁ ଆଶା ରଖିଥିବା

ମୁଖ୍ୟମନ୍ତ୍ରୀ ଭାବେ ବିଧାନସଭାକୁ ଫେରିଲେ ଚନ୍ଦ୍ରବାବୁ ନାଇଡୁ

ପ୍ରାୟ ଅଢ଼େଇ ବର୍ଷ(୩୧ ମାସ) ପରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ବିଧାନସଭାକୁ ଫେରିଛନ୍ତି। ୨୦୨୧ର ପ୍ରତିଜ୍ଞା ପୂରଣ ହେବାରୁ ସେ ବିଧାନସଭାରେ ପାଦ ରଖିଛନ୍ତି। ୩୧ ମାସ ତଳେ ଏହି ବିଧାନସଭାରେ ତାଙ୍କ ପରିବାର ଲୋକଙ୍କ ସମ୍ପର୍କରେ