Browsing Category

ଦେଶ

ପ୍ରଧାନମନ୍ତ୍ରୀ ମୋଦି ସବୁଠାରୁ ବଡ଼ ଦୁର୍ନୀତିର ଓକିଲାତି କରୁଛନ୍ତି : ରାହୁଲ ଗାନ୍ଧି

ନିର୍ବାଚନୀ ବଣ୍ଡ ପ୍ରସଙ୍ଗରେ ପୁଣିଥରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରହୁଲ ଗାନ୍ଧି। ସବୁଠାରୁ ବଡ଼ ଦୁର୍ନୀତି କାଣ୍ଡକୁ ଠିକ ବୋଲି ପ୍ରମାଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଚେଷ୍ଟା କରୁଛନ୍ତି ବୋଲି ରାହୁଲ କହଛନ୍ତି।

ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଅଭିଜିତ ଦାସଙ୍କୁ ପ୍ରାର୍ଥୀ କଲା ବିଜେପି

ଅନେକ ମାନସମନ୍ଥନ ପରେ ଶେଷରେ ବିଜେପି ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଠାରେ ଅଭିଜିତ ଦାସ ବବୀ ବିଜେପିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ଲଢ଼େଇ ଟିଏମସିର ଅଭିଷେକ ବାନାର୍ଜୀଙ୍କ ସହ ହେବ। ଅଭିଷେକ ହେଉଛନ୍ତି ଡାଇମଣ୍ଡ ହାର୍ବର୍‌ର

ଆପ୍‌ର ଷ୍ଟାର୍‌ ପ୍ରଚାରକ ତାଲିକାରେ କେଜ୍ରିଓ୍ୱାଲଙ୍କ ପତ୍ନୀ

ଏଥର ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ। ଲୋକସଭା ନିର୍ବାଚନ ପାଇଁ ସେ କରିବେ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର। ଆମ ଆଦମୀ ପାର୍ଟିର ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି ସୁନୀତା କେଜ୍ରିଓ୍ୱାଲ। ପ୍ରଥମ ଥର ପାଇଁ

ପ୍ରକାଶ ପାଇଲା ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ: ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ଏବଂ ଓଡ଼ିଶାର ଅନିମେଶ ପ୍ରଧାନ ଯଥାକ୍ରମେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ଅଛନ୍ତି। ପିକେ ସିଦ୍ଧାର୍ଥ ରାମକୁମାର ଏବଂ

ଘେରିଲେ ଜମାକାରୀ, ମଞ୍ଚ ଛାଡି ଦୌଡ଼ିଲେ ବିଜେପି ସାଂସଦ

ବେଙ୍ଗାଲୁରୁ : ବିଜେପି ନେତାଙ୍କୁ ଘେରିଲେ ଜମାକାରୀ। ନିଜ ପ୍ରଶ୍ନ ବାଣରେ କଲେ ଘାଇଲା। ଓଗାଳିଲେ ବାଟ। ଜମାକାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରି ମଞ୍ଚ ଛାଡି ଦୌଡିଲେ ବିଜେପି ସାଂସଦ। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ବେଙ୍ଗାଲୁରୁ। ବେଙ୍ଗାଲୁରୁରେ ଏକ ଜନସଭାକୁ ସମ୍ବୋଧିତ କରିବାକୁ

କେରଳରେ ମୋଦିଙ୍କ ଜୋରଦାର ପ୍ରଚାର

କେରଳରେ ଆଜି ନିଜ ଦଳ ପାଇଁ ଜୋରଦାର ପ୍ରଚାର କରିଛନ୍ତି ନରେନ୍ଦ୍ର ମୋଦି। ସେ କେରଳର କ୍ଷମତାସୀନ ଏଲଡିଏଫ ଓ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ଉପରେ ବର୍ଷିଛନ୍ତି। ଏଲଡିଏଫ ଓ ୟୁଡିଏଫ ରାଜ୍ୟର ସ୍ଥିତିକୁ ଆହୁରି ଖରାପ କରି ଦେଇଛନ୍ତି। କେରଳ କିମ୍ବା ବେଙ୍ଗଲ, ଯେଉଁଠି ବି ବାମପନ୍ଥୀ

କୋଟିପତିରୁ ସନ୍ନ୍ୟାସୀ, ଦାନ କରିଦେଲେ ୨୦୦ କୋଟି

କୋଟିପତିରୁ ହେଲେ ସନ୍ନ୍ୟାସୀ। ସାଂସାରିକ ମୋହ ଛାଡିବାକୁ କଲେ ନିଷ୍ପତ୍ତି। ଦାନ କରିଦେଲେ ନିଜ ଜୀବନ ଯାକାର ଅର୍ଜିତ ପୁଞ୍ଜି। ବୌଦ୍ଧ ଭିକ୍ଷୁ ପାଲଟିବା ପାଇଁ ତ୍ୟାଗ କରିଦେଲେ ନିଜର ସମସ୍ତ ସୁଖ ସୁବିଧା। ଗୁଜରାଟର କନଷ୍ଟ୍ରକସନ ବ୍ୟବସାୟର ଭାବେଶ ଭାଇ ଭଣ୍ଡାରୀ ଓ ତାଙ୍କ ପତ୍ନୀ

ଜେଲରେ କେଜ୍ରିୱାଲଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଅବାକରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଭେଟିଛନ୍ତି ତାଙ୍କ ପଞ୍ଜାବ ପ୍ରତିପକ୍ଷ ଭଗୱନ୍ତ ସିଂହ ମାନ୍‌। ଉଭୟ ବେଶ କିଛି ସମୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କେଜ୍ରିୱାଲଙ୍କୁ ଜେଲରେ ଭେଟି

ଆଇଏମଡିର ‘ମୌସୁମୀ’ ଆକଳନ: ଏଥର ସ୍ୱାଭାବିକ ଠାରୁ ଅଧିକ ବର୍ଷା

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ ଏବେ ଠାରୁ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି। ସବୁଥର ମୌସୁମୀ ସ୍ୱାଭାବିକ ରହିବ ବୋଲି କହୁଥିବା ଆଇଏମଡି ଏଥର କିଛି ଭିନ୍ନ ଆକଳନ କରିଛି। ଆଇଏମଡିର କହିବା କଥା ଯେ ଚଳିତ ବର୍ଷ ମୌସୁମୀ ବାୟୁ ଯୋଗୁ ଦେଶରେ

ସରବଜିତଙ୍କ ହତ୍ୟାକାରୀକୁ ହତ୍ୟା କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ସରବଜିତଙ୍କ ହତ୍ୟାକାରୀକୁ ହତ୍ୟା କଲେ ଦୁର୍ବୃତ୍ତ। ପାକିସ୍ତାନରୁ ଏବେ ଏହି ବଡ ଖବର ସାମ୍ନାକୁ ଆସିଛି। ଲାହୋରରେ ଅଜ୍ଞାତ ଆକ୍ରମଣକାରୀମାନେ ଅଣ୍ଡରୱାର୍ଲ୍ଡ ଡନ୍ ଆମୀର ସରଫରାଜକୁ ହତ୍ୟା କରିଥିବା ଜଣାପଡ଼ିଛି। ଆମୀର ସରଫରାଜ ଯିଏକି ଆଇଏସଆଇର ନିର୍ଦ୍ଦେଶରେ ପାକିସ୍ତାନ ଜେଲରେ