Browsing Category

ଦେଶ

୧୭ରେ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ରେଳ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଦେଶର ପ୍ରଥମଥର ହାଇଡ୍ରୋଜେନ୍ ଇନ୍ଧନଚାଳିତ ଟ୍ରେନ୍‌ ଆସନ୍ତା ଜୁଲାଇ ୧୭ରେ ଶୁୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଟ୍ରେନ୍ ହରିୟାଣାର ଜିନ୍ଦ ଓ ସୋନିପତ ମଧ୍ୟରେ ୮୯ କିଲୋମିଟର ଦୂରତା

ଉତ୍ତରପ୍ରଦେଶରେ ଟ୍ରକ୍‌ ଉପରକୁ ମାଡ଼ିଗଲା କାର୍‌, ୪ ଇଞ୍ଜିନିୟର ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣ ଇଞ୍ଜିନିୟରଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ସେମାନେ ଯାଉଥିବା କାର୍‌ଟି ରାସ୍ତାରେ ଥୁଆ ହୋଇଥିବା ଏକ ଟ୍ରକ୍‌ ଉପରକୁ ମାଡ଼ିଯିବା ଫଳରେ ଏହି ଦୁଃଖଦ ଘଟଣା ଘଟିଛି।

୧୫୦ ଫୁଟ ଖାଇକୁ ଖସିଲା କାର୍, ଗୋଟିଏ ପରିବାରର ୩ ମୃତ

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ସିରମୋର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ନାହନ-କୁମାରହଟ୍ଟୀ-ସିମଲା ରାଷ୍ଟ୍ରୀୟ ରାଜମାର୍ଗରେ

ପବରେ ଭୟଙ୍କର ଅଗ୍ନିକାଣ୍ଡ, ୨୭ ମୃତ

ନୂଆଦିଲ୍ଲୀ: ଥାଇଲାଣ୍ଡ ବ୍ୟାଙ୍କକରେ ଥିବା ଚାଟୁଚାକ ଜିଲ୍ଲାର ପ୍ରସିଦ୍ଧ ପବ୍ ‘ରଙ୍ଗ ବିୟର ନା ଲାଟ୍ ପ୍ରାଓ’ରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଗାଜିଆବାଦ୍‌:ଗାଜିଆବାଦ୍‌ରେ ଜଣେ ୭ ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରାଯିବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନାବାଳିକାର ମୃତଦେହ ଗାଜିଆବାଦ୍‌ ରାଜନଗର ନିକଟରେ ଥିବା ନିର୍ମାଣାଧୀନ କୋଠାରୁ ଶନିବାର ଭୋର୍‌ ସମୟରେ ମିଳିଥିଲା। ମୃତ ନାବାଳିକାର

ତାଜ୍ ହୋଟେଲ୍ କୁ ବୋମାରେ ଉଡ଼ାଇ ଦେବାକୁ ଧମକ ! ଆଲର୍ଟରେ ମୁମ୍ବାଇ ପୋଲିସ

ନୂଆଦିଲ୍ଲୀ : ମୁମ୍ବାଇ ତାଜ୍ ହୋଟେଲ୍ କୁ ଉଡ଼ାଇ ଦେବାକୁ ଧମକ ! ଆଲର୍ଟରେ ମୁମ୍ବାଇ ପୋଲିସ । ତାଜ୍ ମହଲ ପ୍ୟାଲେସ୍ ହୋଟେଲ୍ ରେ ସର୍ଚ୍ଚ ଅପରେସନ। କେଉଁଠୁ ଆସିଥିଲା ଧମକପୂର୍ଣ୍ଣ କଲ୍ ? ଖୋଳତାଳ କରୁଛି ପୋଲିସ। ଶନିବାର ବିଳମ୍ବିତ ରାତି ପ୍ରାୟ ୧୨ଟାରେ ନଭି ମୁମ୍ବାଇ ପୋଲିସ

ବଙ୍ଗୋପସାଗରରେ ଭୂକମ୍ପ ଝଟକା, ଥରିଲା ବିଶାଖାପାଟଣା

ବିଶାଖାପାଟଣା : ଆଜି ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଝଟକା । ଯାହାର ତୀବ୍ରତା ୪.୫ ଥିବା ଜଣାପଡିଛି । ଭୂମିକମ୍ପର ପ୍ରଭାବ ବିଶାଖାପାଟଣା ସହର ଏବଂ ଆଖପାଖ ଅଞ୍ଚଳରେ ସବୁଠାରୁ ଅଧିକ ଅନୁଭୂତ ହୋଇଥିଲା। ସହରର ଅନେକ ସ୍ଥାନରେ ଅନୁଭୂତ ହୋଇଛି । ଫଳରେ ଭୂକମ୍ପ ଭୟରେ ଲୋକମାନେ ହୋଇ ଘରୁ

ଷ୍ଟ୍ରିଟ୍ ଫେଷ୍ଟିଭାଲରେ ଗୁଳିକାଣ୍ଡ : ୨ ମୃତ, ୪ ଆହତ

ଟୋରଣ୍ଟୋ : କାନାଡର ଟୋରଣ୍ଟୋରେ ଏକ ଷ୍ଟ୍ରିଟ୍ ଫେଷ୍ଟିଭାଲ ସମୟରେ ଗୁଳିକାଣ୍ଡ ଘଟଣା ଘଟିଥିବା ସୂଚନା ମିଳୁଛି । ଏହି ଗୁଳିକାଣ୍ଡ ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଦେଇଛି । ସୂଚନା ପାଇ ପୋଲିସ ତୁରନ୍ତ

ପୁଣି ହର୍ମୁଜ ବନ୍ଦ କଲା ଇରାନ, ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ସ୍ଥିତି

ଆମେରିକା : ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ସ୍ଥିତି । ଇରାନ ବନ୍ଦ କଲା ହର୍ମୁଜ ପ୍ରଣାଳୀ । ଆମେରିକାର ଘନ ଘନ ଏୟାରଷ୍ଟ୍ରାଇକ୍ । ମଧ୍ୟପ୍ରାଚ୍ୟରେ ସ୍ଥିତି ପୁଣି ଥରେ ଗମ୍ଭୀର ରୂପ ଧାରଣ କରିଛି । ବିଶ୍ୱ ବାଣିଜ୍ୟର ପ୍ରମୁଖ ଜଳପଥ ହର୍ମୁଜ ପ୍ରଣାଳୀକୁ ଇରାନ ପରବର୍ତ୍ତୀ ନିର୍ଦ୍ଦେଶ

ଅଯୋଧ୍ୟା ରାମ ମନ୍ଦିର ପାଇଁ ନିଯୁକ୍ତ ହେବେ CEO!

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରଶାସନରେ ବଡ଼ ପରିବର୍ତ୍ତନ । ଅଯୋଧ୍ୟା ରାମ ମନ୍ଦିର ପାଇଁ ନିଯୁକ୍ତ ହେବେ CEO! । ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ପରିଚାଳନାକୁ ଅଧିକ ବୃତ୍ତିଗତ ଏବଂ ସ୍ୱଚ୍ଛ କରିବା ଦିଗରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏକ ବଡ଼ ପଦକ୍ଷେପ ନେଇଛି ।