Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
IIT ପିଲାଙ୍କୁ ମିଳୁନି ଚାକିରି! ୩୮% ଛାତ୍ରଛାତ୍ରୀ ପାଇଲେନି ପ୍ଲେସମେଣ୍ଟ
ନୂଆଦିଲ୍ଲୀ : ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି(IIT) ଛାତ୍ରଛାତ୍ରୀଙ୍କୁ ଚାକିରି ମିଳୁନାହିଁ। ପାଖାପାଖି ୩୮ ପ୍ରତିଶତ ପିଲା ୨୦୨୪ରେ ପ୍ଲେସମେଣ୍ଟ ପାଇନଥିବା ବେଳେ ସେମାନେ ବର୍ତ୍ତମାନ ଚାକିରି ସନ୍ଧାନରେ ଥିବା ଏକ ଆରଟିଆଇ ତଥ୍ୟରୁ ଜଣାପଡିଛି।ସୂଚନା!-->…
କେମିକାଲ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ: ୬ ମୃତ, ୨୫ରୁ ଅଧିକ ଆହତ
ନୂଆଦିଲ୍ଲୀ : ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଡୋମ୍ବିୱଲିରେ ଗୁରୁବାର ଏକ କେମିକାଲ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ ପରେ ନିଆଁ ଲାଗିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ଆହୁରି ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ତେଣୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ!-->…
ଭାରତରେ ଡ୍ରୋନ୍ ଉତ୍ପାଦନ କରିବ ଗୁଗଲ, ଚେନ୍ନାଇରେ ସ୍ଥାପନ ହେବ ପ୍ରଥମ ୟୁନିଟ
ନୂଆଦିଲ୍ଲୀ : ଭାରତରେ ଡ୍ରୋନ୍ ଉତ୍ପାଦନ କରିବ ଗୁଗଲ। ଗୁଗଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ ତାମିଲନାଡୁର ଏହାର ସହାୟକ କମ୍ପାନୀ ୱିଙ୍ଗ୍ ଏଲଏଲସି ମାଧ୍ୟମରେ ଡ୍ରୋନ୍ ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି।ଭାରତରେ ଏହାର ଫ୍ଲାଗସିପ୍ ପିକ୍ସେଲ ୮ ସ୍ମାର୍ଟଫୋନ୍ ଉତ୍ପାଦନ ପାଇଁ ଘରୋଇ!-->…
ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ ଅଗ୍ନିବୀରଙ୍କୁ ଉଚ୍ଛେଦ କରିବେ: ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଧବାର କହିଛନ୍ତି ଯେ ଯଦି ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସେ ତେବେ ଅଗ୍ନିବୀର ସାମରିକ ନିଯୁକ୍ତି ଯୋଜନାକୁ ଉଚ୍ଛେଦ କରି ଡଷ୍ଟବିନ୍ ରେ ଫିଙ୍ଗି ଦିଆଯିବ।
ଲୋକସଭା ନିର୍ବାଚନ ପାଇଁ ହରିୟାଣାରେ ନିଜର ପ୍ରଥମ ନିର୍ବାଚନୀ ସଭାରେ ରାହୁଲ!-->!-->!-->…
୨୦୧୦ ଠାରୁ ମିଳିଥିବା ସବୁ ଓବିସି ପ୍ରମାଣପତ୍ରକୁ ରଦ୍ଦ କରି ଦେଲେ ହାଇକୋର୍ଟ
କଲିକତା : ଗୋଟିଏ ବଡ଼ ରାୟ ଦେଇଛନ୍ତି କଲିକତା ହାଇକୋର୍ଟ। ପଶ୍ଚିମବଙ୍ଗରେ ୨୦୧୦ ମସିହା ଠାରୁ ଜାରି ହୋଇଥିବା ସମସ୍ତ ଅନ୍ୟ ପଛୁଆ ବର୍ଗ(ଓବିସି) ପ୍ରମାଣପତ୍ରକୁ ଆଜି ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ଏହାର ଅର୍ଥ ଉକ୍ତ ପ୍ରମାଣପତ୍ର ଦେଖାଇ ଆଉ ଚାକିରି ମିଳିବ ନାହିଁ। କିନ୍ତୁ ଚାକିରି କରି!-->…
ବିଜେପି ଓ କଂଗ୍ରେସକୁ କଡ଼ା ଚେତାବନୀ ଦେଲେ ନିର୍ବାଚନ କମିଶନ
ଦେଶରେ ୫ଟି ପର୍ଯ୍ୟାୟର ମତଦାନ ଶେଷ ହୋଇଯିବା ପରେ ନିର୍ବାଚନ କମିଶନ ବିବାଦୀୟ ଭାଷଣକୁ ନେଇ ଆଜି ଅସନ୍ତୋଷ ପ୍ରକାଶ କରିଛନ୍ତି। କ୍ଷମତାସୀନ ବିଜେପି ଓ ଦେଶର ପ୍ରମୁଖ ବିରୋଧୀ କଂଗ୍ରେସକୁ କମିଶନ କଡ଼ା ଚେନାବନୀ ଦେଇଛନ୍ତି।
ଦୁଇ ଦଳର ଷ୍ଟାର ପ୍ରଚାରକମାନେ ଉତ୍ତେଜନାପୂର୍ଣ୍ଣ ଭାଷଣ!-->!-->!-->…
ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ତେଜସ୍ବୀ ଯାଦବ: କେଜ୍ରିୱାଲ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ମେ ୨୫ରେ ଦିଲ୍ଲୀର ସାତୋଟି ଆସନରେ ମତଦାନ ଅନୁଷ୍ଠିତ ହେବ। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଦାବି କରିଛନ୍ତି। ଆମ୍ ଆଦମୀ ପାର୍ଟିର ସଂଯୋଜକ କେଜ୍ରିୱାଲ ବୁଧବାର କହିଛନ୍ତି ଯେ ମୋ ସହିତ ଯାହା ଘଟିଲା ତାହା!-->…
ମ୍ୟାଲେରିଆ ନିରାକରଣ ପାଇଁ ଜେଏନ୍ୟୁ ବୈଜ୍ଞାନିକ ବାହାର କଲେ ଟିକା
ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ଗୋଟିଏ ବୈଜ୍ଞାନିକ ଟିମ ଏମିତି ଏକ ସମ୍ଭାବ୍ୟ ଟିକା ବାହାର କରିଛନ୍ତି ଯାହା ମ୍ୟାଲେରିଆ ବିରୋଧରେ ଅଧିକ ପ୍ରଭାବଶାଳୀ ଓ ଏହାର ଚିକିତ୍ସା ରଣନୀତିରେ ସହାୟକ ହୋଇପାରିବ।
ସେଲ୍ ପ୍ରେସ୍ ପକ୍ଷରୁ iScience!-->!-->!-->…
ହେମନ୍ତ ସୋରେନ୍ଙ୍କୁ ଝଟ୍କା, କେଜ୍ରିଓ୍ୱାଲଙ୍କ ଭଳି ମଳିଲାନି ବେଲ୍
ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ୍ଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍କା। ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଭଳି ତାଙ୍କୁ ଜାମିନ୍ ଦେବାକୁ!-->…
କୋଲକାତାରେ ବାଂଲାଦେଶ ସାଂସଦଙ୍କୁ ହତ୍ୟା!
ବାଂଲାଦେଶର ସାଂସଦ ଅନୱରଉଲ ଅଜମିଙ୍କୁ କୋଲକାତାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାଂଲାଦେଶର ଜଣେ ମନ୍ତ୍ରୀ ଓ ପୁଲିସ୍ କହିଛନ୍ତି ଯେ ଅଜିମଙ୍କୁ କୋଲକାତାରେ ହତ୍ୟା କରାଯାଇଛି। ହେଲେ ପଶ୍ଚିମବଙ୍ଗ ପୁଲିସ ଏଯାଏ ତାଙ୍କ ମୃତଦେହକୁ ଉଦ୍ଧାର କରିପାରି ନାହିଁ।
ଅଜମି ହେଉଛନ୍ତି!-->!-->!-->…