Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସ୍ବାତୀ ମାଲିଓ୍ବାଲଙ୍କୁ ଅସଦାଚରଣ କରାଯାଇଥିବା ମାନିଲା ଆପ୍, କାର୍ଯ୍ୟାନୁଷ୍ଠାନ ନେବେ କେଜ୍ରିଓ୍ବାଲ୍
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ଆପ୍ ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗକୁ ସ୍ବୀକାର କରିଛି ଆମ ଆଦମି ପାର୍ଟି (ଆପ୍ ) ।ଆପ୍ ସାଂସଦ ସଞ୍ଜୟ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ!-->…
ଇତିହାସରେ ପ୍ରଥମ: ଆମ ଆଦମୀ ପାର୍ଟିକୁ ଅଭିଯୁକ୍ତ ଦର୍ଶାଇବ ଇଡି
ନୂଆଦିଲ୍ଲୀ: ଭାରତରେ ଗୋଟିଏ ବିରଳ ଘଟଣା ଘଟିବାକୁ ଯାଉଛି। ପ୍ରଥମ ଥର ପାଇଁ ଦୁର୍ନୀତି ମାମଲାରେ କୌଣସି ଗୋଟିଏ ଜାତୀୟ ରାଜନୀତିକ ଦଳକୁ ଅଭିଯୁକ୍ତ ଭାବେ ଦର୍ଶାଯିବ। ଦିଲ୍ଲୀ ଓ ପଞ୍ଜାବର କ୍ଷମତାସୀନ ଆମ ଆଦମୀ ପାର୍ଟିକୁ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଅଭିଯୁକ୍ତ ଦର୍ଶାଇବ।ଏନେଇ ଆଜି!-->…
ଆମକୁ ରକ୍ଷା କର.. ଭାରତକୁ ଅନୁରୋଧ କଲେ ପିଓକେ ନେତା
ନୂଆଦିଲ୍ଲୀ: ସ୍କଟଲାଣ୍ଡରେ ରହୁଥିବା ବିଶିଷ୍ଟ ପିଓକେ କାର୍ଯ୍ୟକର୍ତ୍ତା ଅମଜାଦ ଆୟୁବ ମିର୍ଜା ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀରର ରାଜଧାନୀ ମୁଜାଫରାବାଦରେ ଖରାପ ସ୍ଥିତି କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। “ଆମେ ଏକ ନିରାଶାଜନକ ସ୍ଥିତିରେ ଅଛୁ। ପିଓକେର ସୁରକ୍ଷା ଏବେ ଭାରତ ହାତରେ ରହିଛି!-->…
ମୋଦିଙ୍କୁ ୬ ବର୍ଷ ବ୍ୟାନ କରିବାକୁ ହୋଇଥିବା ଆବେଦନ ଖାରଜ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ ଲଢ଼ିବା ଓ ନିର୍ବାଚନ ପ୍ରକ୍ରିୟାରୁ ୬ ବର୍ଷ ପାଇଁ ବ୍ୟାନ କରିବା ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।ସେ ୨୦୨୪ ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ବେଳେ ଘୃଣା ସୃଷ୍ଟିକାରୀ ବୟାନ ଦେଇଛନ୍ତି ଓ!-->…
ମହିଳାଙ୍କୁ ଜୁଲାଇ ୧ରୁ ୮,୫୦୦ ଟଙ୍କା ଲେଖାଏ ମିଳିବ : ରାହୁଲ ଗାନ୍ଧି
ବିରୋଧୀ ମେଣ୍ଟ ଇଣ୍ତିଆ କ୍ଷମତାକୁ ଆସିବା ପରେ ମହିଳାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ବର୍ଷକ ମିଳିବ ବୋଲି ପୁଣିଥରେ ଦୋହରାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ରାହୁଲ ଗାନ୍ଧି ଏଥର ୱାୟନାଡ ସହ ରାଏବରେଲୀରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି।
ରାଏବରେଲୀରେ ରାହୁଲ ଗାନ୍ଧି ବିଶାଳ ଜନସଭାକୁ!-->!-->!-->…
ଇଭିଏମ୍-ଭିଭିପାଟ୍ ରାୟର ସମୀକ୍ଷା ପାଇଁ ସୁପ୍ରିମ୍କୋର୍ଟରେ ପିଟିସନ୍ ଆଗତ
ନୂଆଦିଲ୍ଲୀ: ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ପୁରୁଣା କାଗଜ ବାଲାଟ୍ ବ୍ୟବସ୍ଥାକୁ ଫେରାଇ ଆଣିବା ଏବଂ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ଜରିଆରେ ଇଭିଏମ୍ ବ୍ୟବହାର କରି ଦିଆଯାଇଥିବା ଭୋଟର ସମ୍ପୂର୍ଣ୍ଣ କ୍ରସ୍ ଭେରିଫିକେସନ୍ ଦାବିକୁ ନେଇ ଆଗତ ମାମଲା!-->…
ପାକିସ୍ତାନକୁ ଚୁଡ଼ି ପିନ୍ଧାଇ ଦେବୁ ବୋଲି କହିଲେ ମୋଦି
ନିର୍ବାଚନ ଋତୁରେ ବିରୋଧୀ ମେଣ୍ଟ ଇଣ୍ଡିଆକୁ ସମାଲୋଚନା କରିବାକୁ ଆଦୌ କାଳବିଳମ୍ବ କରି ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବିରୋଧୀଙ୍କୁ ଭୀରୁ ବା କାପୁରୁଷ କହିଛନ୍ତି। ବିରୋଧୀମାନେ ପାକିସ୍ତାନର ଆଣିବିକ ଅସ୍ତ୍ର ଦେଖି ଭୟଭୀତ ବୋଲି ମୋଦି କହିଛନ୍ତି।
ନିକଟରେ ପାକିସ୍ତାନର!-->!-->!-->…
ଏନ୍କାଉଣ୍ଟର୍ରେ ୩ ନକ୍ସଲ ମୃତ
ପୁଲିସ ଗୁଳିଲେ ଟଳିଲେ ୩ ନକ୍ସଲ। ମହାରାଷ୍ଟ୍ରର ଗଡଚିରୋଲିରେ ପୁଲିସ ଓ ନକ୍ସଲ ଭିତରେ ଗୁଳିବିନିମୟ ହୋଇଛି। ଏଥିରେ ପୁଲିସ ଗୁଳିରେ ତିନି ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ମୃତ ନକ୍ସଲଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି।
ଗଡଚିରୋଲି ହେଉଛି ମହାରାଷ୍ଟ୍ରର ନକ୍ସଲ ପ୍ରଭାବିତ!-->!-->!-->…
‘ଏହି କାରଣ ପାଇଁ ରାହୁଲ ରାମ ମନ୍ଦିର ଯାଇ ନାହାନ୍ତି’…: ଅମିତ ଶାହା
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଅଯୋଧ୍ୟାରେ ରାମ ମନ୍ଦିରକୁ ଯାଇ ନାହାନ୍ତି! ତେବେ, ଏହାର ଏକମାତ୍ର କାରଣ ହେଉଛି ଭୋଟବ୍ୟାଙ୍କ ହରାଇବାର ଭୟ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି।
ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରି ଶାହା ଏହା!-->!-->!-->…
ଯାହା ପଛରେ ଇଡି ପଡିଛି, ସେହି ନେତାଙ୍କୁ ଭୋଟ୍ ଦିଅନି
ଦେଶର ଚାବି ଭୁଲ୍ ଲୋକଙ୍କ ହାତରେ ଦିଅନ୍ତୁ ନାହିଁ। ଯାହା ପଛରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଡିଛି, ସେହି ନେତାଙ୍କୁ ଭୋଟ ଦିଅନ୍ତୁ ନାହିଁ।' ଲକୋଙ୍କୁ ଆଜି ଏଭଳି କିଛି ଅପିଲ କରି ଏକଦା କେଜ୍ରିଓ୍ୱାଲଙ୍କ ଗୁରୁ ଥିବା ବରିଷ୍ଠ ସାମାଜିକ କର୍ମୀ ଅନ୍ନା ହଜାରେ ନିଜ ଶିଷ୍ୟ ଉପରେ ବର୍ଷିଛନ୍ତି।!-->…