Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସିବିଆଇକୁ କହିଲେ କର୍ଣ୍ଣାଟକା ସରକାର: ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଧରିବାକୁ ଅଲଗା ରାଷ୍ଟ୍ରର ସହାୟତା ନିଅ
ବେଙ୍ଗାଲୁରୁ : ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଧରିବା ପାଇଁ ସିବିଆଇ ବିଦେଶ ରାଷ୍ଟ୍ରର ସହାୟତା ନେଉ ବୋଲି ଆଜି କର୍ଣ୍ଣାଟକା ସରକାର କହିଛନ୍ତି। ସେହିପରି ସିବିଆଇ ମଧ୍ୟ ପ୍ରଜ୍ଜ୍ୱଳଙ୍କ ବିରୋଧରେ ବ୍ଲ୍ୟୁ କର୍ଣ୍ଣର ନୋଟିସ ଜାରି କରିବାକୁ ପଦକ୍ଷେପ ନେଇପାରେ। ପୂର୍ବରୁ!-->…
ମୋଦିଙ୍କୁ ଜବାବ ଦେଲେ ପ୍ରିୟଙ୍କା: କହିଲେ- ଶେହନଶାହ ରାଜମହଲରେ ରହୁଛନ୍ତି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଟି ନିର୍ବାଚନ ରାଲିରେ ରାହୁଲ ଗାନ୍ଧିଙ୍କୁ ଶେହଜାହା କହି ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି। ଏ ସମ୍ପର୍କରେ ରାହୁଲ ଗାନ୍ଧି କିଛି କହୁ ନଥିବା ବେଳେ ଆଜି ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହାର ଜବାବ ଦେଇଛନ୍ତି। ସେ ମୋଦିଙ୍କୁ!-->…
‘ବନ୍ଧୁକ ମୁନରେ ମୋ ସହ ଦୁଷ୍କର୍ମ କରିଛନ୍ତି ପ୍ରଜ୍ଜ୍ୱଳ’
ବେଙ୍ଗାଲୁରୁ : ଅଶ୍ଳୀଳ ଭିଡିଓ ମାମଲାରେ ଫଶି ଥିବା ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଦିନ କୁ ଦିନକୁ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କଳା କାରନାମା। ତାଙ୍କ ବିରୋଧରେ ଜେଡିଏସ୍ର ଜଣେ କର୍ମୀ ଏବେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ବନ୍ଧୁକ ମୁନରେ ଜେଡିଏସ୍ ସାଂସଦ ତାଙ୍କ ସହ!-->…
ଛାଡ଼ପତ୍ର ବିବାଦ ମଧ୍ୟରେ ପୁଣି ଥରେ ରେମଣ୍ଡର ଏମଡି ହେଲେ ଗୌତମ ସିଙ୍ଘାନିଆ
ନୂଆଦିଲ୍ଲୀ: ଛାଡ଼ପତ୍ର ବିବାଦ ମଧ୍ୟରେ ପୁଣି ଥରେ ରେମଣ୍ଡର ଏମଡି(ପରିଚାଳନା ନିର୍ଦ୍ଦେଶକ) ହେଲେ ଗୌତମ ସିଙ୍ଘାନିଆ। ଗତ ବର୍ଷ ପତ୍ନୀଙ୍କ ସହ ବିବାଦ ଥିବା ନେଇ ଜଣାପଡ଼ିବା ପରେ ଚର୍ଚ୍ଚାକୁ ଆସିଥିଲେ ଗୌତମ। ଏହି କାରଣରୁ ତାଙ୍କ ପଦବୀ ଚାଲିଯାଇପାରେ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଏବେ!-->…
ଉଦ୍ଧବଙ୍କୁ ଚ୍ୟାଲେଞ୍ଜ କଲେ ଶାହା
ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ମେ ୭ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ରାଜନୈତିକ ଦଳ ଏବଂ ସେମାନଙ୍କର ନେତାମାନେ ନିର୍ବାଚନ ପ୍ରଚାର ସମୟରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି କ୍ରମରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା!-->…
୧୪ରେ ବାରାଣାସୀରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦୀ
ନୂଆଦିଲ୍ଲୀ: ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ। ପ୍ରାର୍ଥିପତ୍ର ଦାଖଲର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମେ ୧୩ ରେ ସେ ବାରଣାସୀରେ ଏକ ବିଶାଳ ରୋଡ୍ ସୋ କରିବେ। ଏହି ରୋଡସୋରେ ଲକ୍ଷ ଲକ୍ଷ ଲୋକ ସାମିଲ ହେବାର ସମ୍ଭାବନା!-->…
ଲୋକ ଜାଣିଛନ୍ତି ଯେ ରାହୁଲ ସର୍ବପ୍ରଥମେ ଇଟାଲୀ ପଳାଇବେ: ଯୋଗୀ ଆଦିତ୍ୟନାଥ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସର ପୂର୍ବତନ ସଭାପତି ତଥା ରାଏବରେଲି ପ୍ରାର୍ଥୀ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଯୋଗୀଙ୍କ ବିବୃତ୍ତିର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବୃତ୍ତିରେ ଯୋଗୀ କହିଛନ୍ତି, ‘ଲୋକମାନେ ଜାଣନ୍ତି ଯେ ଯେତେବେଳେ!-->…
ରାଏବରେଲିରୁ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ମା’ ସୋନିଆ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ନାମାଙ୍କନ ସମୟରେ ରାହୁଲଙ୍କ ଭଉଣୀ!-->…
ଦିଲ୍ଲୀ ଏଲ୍ଜିଙ୍କ ଛାଟ, ବିଦା ହେଲେ ମହିଳା କମିଶନର ୨୨୩ କର୍ମଚାରୀ
ନୂଆଦିଲ୍ଲଈ : ଦିଲ୍ଲୀ ଏଲ୍ଜିଙ୍କ ଛାଟ। ଆକ୍ସନ ମୁଡ୍ରେ ଉପରାଜ୍ୟପାଳ ବିନୟ ସାକ୍ସେନା। ବିଦା ହେଲେ ଦିଲ୍ଲୀ ମହିଳା କମିଶନର ୨୨୩ କର୍ମଚାରୀ। ଦିଲ୍ଲୀ ଏଲ୍ଜିଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଏହି କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ!-->…
ପୁଣି ଉବୁଟୁବୁ ଦୁବାଇ, ସ୍କୁଲ-କଲେଜ ବନ୍ଦ, ବିମାନ ଉଡାଣ ବାତିଲ
ଦୁବାଇ : ପୁଣି ଉବୁଟୁବୁ ହେଲା ଦୁବାଇ। ସଂଯୁକ୍ତ ଆରବ ଏମିରେଟ୍ରେ ପୁଣି ପ୍ରବଳ ବର୍ଷା ସାଙ୍ଗକୁ ହେଲା ଭୟଙ୍କର ଝଡ ତୋଫାନ୍। ବର୍ଷା ଯୋଗୁ ପୁଣି ଥରେ ରାସ୍ତାଘାଟ ପଣି ଜମିଛି। ପ୍ରବଳ ବର୍ଷା ଯୋଗୁ ୟୁଏଇରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏଥିସହ ଅନେକ ବିମାନ ଉଡାଣ ବାତିଲ!-->…