Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପୋଲାଣ୍ଡରେ ମୋଦି, କହିଲେ- ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବ ଭାରତ
ୱାରସା : ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ପାଇଁ ଆଉ ବେଶୀ ଦୂରରେ ନାହିଁ ଭାରତ। ବିଶ୍ୱ ବିକାଶ କ୍ଷେତ୍ରରେ ୨୦୨୩ରେ ଭାରତର ଯୋଗଦାନ ରହିଥିଲା ୧୬ ପ୍ରତିଶତ। ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାରସାଠାରେ ଆୟୋଜିତ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ!-->…
ଔଷଧ ତିଆରି କମ୍ପାନୀ ବିସ୍ଫୋରଣ ଘଟଣା; ୪ ମୃତ, ୨୦ ଆହତ
ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଏସେନ୍ସିଆ ଔଷଧ ତିଆରି କମ୍ପାନୀ ବିସ୍ଫୋରଣ ଘଟଣାରେ ଚାରି ଜଣଙ୍କ ମୃତ୍ୟୁ। ସଦ୍ୟତମ ରିପୋର୍ଟ ଅନୁସାରେ, ଏହି ବିସ୍ଫୋରଣରେ ଏଯାବତ୍ ଚାରି ଜଣଙ୍କ ଜୀବନ ଯାଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।
ଏନେଇ ଅନାକାପଲ୍ଲେ ଏସପି ଦୀପିକା ପାଟିଲ ସୂଚନା!-->!-->!-->…
ଜୟ ଶାହ ହେବେ ICC ଅଧ୍ୟକ୍ଷ!
ଜୟ ଶାହ ହେବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଅଧ୍ୟକ୍ଷ! ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ ଇନ୍ ଇଣ୍ଡିଆ (BCCI) ସଚିବ ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ!-->…
ଆର୍ଜି କର୍ ଏକ୍ସ-ପ୍ରିନ୍ସିପାଲଙ୍କ ଜଘନ୍ୟ କାଣ୍ଡ, ବିକ୍ରି କରି ଦେଉଥିଲେ ଅଚିହ୍ନା ଶବ
ଆର୍ଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଏହାକୁ ବିରୋଧରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଏହାରି ଭିତରେ ଆର୍ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଜଘନ୍ୟ କାଣ୍ଡର ଖୁଲାସା ହୋଇଛି। ତାଙ୍କ!-->…
ତ୍ରିପୁରାରେ ଭୟଙ୍କର ଭୂସ୍ଖଳନ, ୭ ମୃତ
ଲଗାଣ ବର୍ଷାରେ ବେହାଲା ତ୍ରିପୁରା। ରାଜ୍ୟରେ ବିଭିନ୍ନ ସ୍ଥାନରେ ସୋମବାର ଠାରୁ ଲଗାରତ ବର୍ଷା ଜାରି ରହିଛି। ବର୍ଷା ପରେ ଭୂସ୍ଖଳନ ହୋଇଛି। ଏଥିରେ ଗୋଟିଏ ପରିବାରର ୩ ଜଣଙ୍କ ସକେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ମାଟି ତଳେ ପୋତି ହୋଇ ଦୁଇ ଜଣ ନିଖୋଜ ଅଛନ୍ତି।
ବିପର୍ଯ୍ୟୟ ପରିଚାଳନା!-->!-->!-->…
ପୋଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ତିନି ଦିନିଆ ପୋଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ୪୫ ବର୍ଷ ମଧ୍ୟରେ ପୋଲାଣ୍ଡ ଗସ୍ତରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ପୋଲାଣ୍ଡର ୱାର୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ।
ଏଠାରେ ସେ ରାଷ୍ଟ୍ରପତି!-->!-->!-->…
ନିଜ ଦେଶକୁ ଯାଇପାରୁ ନାହାନ୍ତି ପାକିସ୍ତାନୀ ସେନା !
ଇସଲାମାବାଦ: ପାକିସ୍ତାନ ଭାବୁଛି ଗୋଟିଏ ଜିନିଷ କିନ୍ତୁ ଅନ୍ୟ କିଛି ଘଟୁଛି। ଦାରିଦ୍ର୍ୟ ଯୋଗୁ ଦେଶର ସ୍ଥିତି ସଙ୍କଟ ଜନକ ରହିଛି। ସେହିପରି ଆତଙ୍କବାଦ ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଗୁପ୍ତଚର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେନାର ଆତଙ୍କବାଦ ବିରୋଧୀ ଅପରେସନ!-->…
ହିଂସ୍ର ହେଉଛି ବାଂଲାଦେଶ ଚିତ୍ର: ହିନ୍ଦୁଙ୍କୁ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ
ନୂଆଦିଲ୍ଲୀ: ପୁରା ଦେଶରେ ଅସମ୍ଭାଳ ସ୍ଥିତି। ଦିନକୁ ଦିନ ହିଂସ୍ର ହେଉଛି ବାଂଲାଦେଶ ଚିତ୍ର। ଅଗଷ୍ଟ ୫ ତାରିଖରେ ଶେଖ୍ ହସିନା ଦେଶ ଛାଡି ଚାଲିଯିବା ପରେ ପୁରା ଦେଶରେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ସଂଖ୍ୟା ଲଘୁ ବିଶେଷ କରି ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର!-->…
ଲେଟେରାଲ ଏଣ୍ଟ୍ରୀକୁ ନେଇ NDA ଦୁଇ ଫାଳ
ନୂଆଦିଲ୍ଲୀ : ପ୍ରଶାସନିକ ସେବାରେ ଲେଟେରାଲ ଏଣ୍ଟ୍ରୀକୁ ନେଇ ଯେବେଠୁ ବିଜ୍ଞାପ୍ତି ଜାରି ହୋଇଛି ସେବେଠୁ ଏହାକୁ ନେଇ ଜୋର ଧରିଛି ରାଜନୀତି। ବିରୋଧୀ ଶାସକ ମୁହାଁମୁହିଁ ହୋଇଛନ୍ତି। କେବଳ ସେତିକି ନୁହେଁ ଶାସକ ଏନ୍ଡିଏ ଦଳ ମଧ୍ୟ ଏହାକୁ ନେଇ ଦୁଇ ଫାଳ ହୋଇଯାଇଛି।ପ୍ରଥମେ ବିରୋଧୀ ଦଳ ଲେଟେଲାର!-->…
୨ ନର୍ସରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା: ମୁମ୍ବାଇରେ ବିଶାଳ ବିକ୍ଷୋଭ, ସ୍କୁଲରେ ଭଙ୍ଗାରୁଜା
ମୁମ୍ବାଇ : ମହରାଷ୍ଟ୍ରର ଥାନେରେ ଥିବା ଗୋଟିଏ ବଡ଼ ସ୍କୁଲରେ ୨ ଜଣ ନର୍ସରୀ ଛାତ୍ରୀଙ୍କୁ ସୁଇପର ଯୌନ ନିର୍ଯାତନା ଦେବା ଘଟଣା ଭୟଙ୍କର ରୂପ ଧାରଣ କରିଛି। ଏପରି ଏକ ଲଜ୍ଜାଜନକ ଘଟଣା ବିରୋଧରେ ତାତିଛନ୍ତି ଲୋକ। କୋଲକାତା ଭଳି ମୁମ୍ବାଇ ନିଟକସ୍ଥ ବଦଲାପୁର ରେଳ ଷ୍ଟେନରେ ବିଶାଳ ବିକ୍ଷୋଭ!-->…