Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବୟଫ୍ରେଣ୍ଡ ସହିତ ଯାଆନ୍ତୁ, ଆମେ ସୁରକ୍ଷା ଦେଇ ପାରିବୁ ନାହିଁ: ଡାକ୍ତରଙ୍କୁ ନେଇ ଟିଏମସି ସାଂସଦଙ୍କ ବିବାଦୀୟ ମନ୍ତବ୍ୟ
କୋଲକାତା: ଚଳିତ ମାସ ଆରମ୍ଭରେ ଅଗଷ୍ଟ ୯ରେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଜୁନିଅର ଡାକ୍ତରଙ୍କୁ ବଳାତ୍କାର ପରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହା ପରେ ଧର୍ମଘଟରେ ଥିବା ଡାକ୍ତରଙ୍କୁ ଟାର୍ଗେଟ କରି ଟିଏମସି ସାଂସଦ ଅରୁପ ଚକ୍ରବର୍ତ୍ତୀ ତାଙ୍କ ବିବାଦୀୟ!-->…
ଡରାଇଲା ମଙ୍କି ପକ୍ସ: ହସ୍ପିଟାଲ ଓ ଏୟାରପୋର୍ଟକୁ ଜାରି ହେଲା ଆଲର୍ଟ
ନୂଆଦିଲ୍ଲୀ : ଭାରତକୁ ଡରାଇବା ଆରମ୍ଭ କରିଛି ମଙ୍କି ପକ୍ସ ଭାଇରସ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏମପକ୍ସ ବା ମଙ୍କି ପକ୍ସକୁ ଗ୍ଲୋବାଲ ପବ୍ଲିକ ହେଲ୍ଥ ଏମର୍ଜେନ୍ସି ଘୋଷଣା କରିବା ପରେ ଭାରତରେ ମଧ୍ୟ ଛନକା ସୃଷ୍ଟି ହୋଇଛି। ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ଏବେ ପ୍ରସ୍ତୁତି ଆରମ୍ଭ!-->…
ତେଲେଙ୍ଗାନାରୁ ଅଭିଷେକ ମନୁ ସିଂଭିଙ୍କୁ ରାଜ୍ୟସଭା ପଠାଇବ କଂଗ୍ରେସ
ନୂଆଦିଲ୍ଲୀ: କଂଗ୍ରେସ ନେତା ଅଭିଷେକ ମନୁ ସିଂଭି ସୋମବାର ତେଲେଙ୍ଗାନାରୁ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ଯେତେବେଳେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବାକୁ ସିଂଭି ବିଧାନସଭାରେ ପହଞ୍ଚିଥିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ଏ ରେଭନ୍ତ ରେଡ୍ଡୀ!-->…
ଜମି ଦୁର୍ନୀତି ବିବାଦ: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀଙ୍କୁ ‘ହାଇକୋର୍ଟ’ ଆଶ୍ୱସ୍ତି
ବେଙ୍ଗାଲୁରୁ : ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (ମୁଦା) ଦ୍ୱାରା ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗ ଘଟଣାରେ କଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆଜି କର୍ଣ୍ଣାଟକା ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କୁ!-->…
ଇନ୍ଦିରା ଗାନ୍ଧୀଙ୍କ ଭଳି ମମତାଙ୍କୁ ଗୁଳି କର, ପୋଷ୍ଟ ଭାଇରାଲ ପରେ ଯୁବତୀ ଗିରଫ
କୋଲକାତା : 'ଇନ୍ଦିରା ଗାନ୍ଧୀଙ୍କ ଭଳି ମମତା ବାନାର୍ଜୀଙ୍କୁ ଗୁଳି କରି ହତ୍ୟା କର।' ସୋଶାଲ ମିଡିଆରେ ଏଭଳି କିଛି ପୋଷ୍ଟ ଭାଇରାଲ ହେବା ପରେ ଆକ୍ସନ ମୁଡ୍ ଆସିଛି ପଶ୍ଚିମବଙ୍ଗ ପୁଲିସ। ଏହି ମାମଲାରେ ଜଣେ ଛତ୍ରୀଙ୍କୁ ପୁଲିସ ଗିରଫ କରିଛି।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ!-->…
ପୀଡ଼ିତାଙ୍କ ଘରେ ପହଞ୍ଚି ବିବୃତି ରେକର୍ଡ କଲା ସିବିଆଇ ଟିମ୍
କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୋଇଥିବା ଭଙ୍ଗାରୁଜା ଘଟଣାରେ ଏବେ ସୁଦ୍ଧା ସମୁଦାୟ ୩୭ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ଅଗଷ୍ଟ ୧୪ ତାରିଖ ରାତିରେ ଘଟିଥିବା ଭଙ୍ଗାରୁଜା ଘଟଣାର ଯାଞ୍ଚ ପାଇଁ କୋଲକାତା ପୁଲିସ ଏକ ୧୫ ଜଣିଆ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ!-->…
କୋଲକାତା ଲଜ୍ଜା:ନିଜ ଆଡ଼ୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ
ଦେଶକୁ ଦୋହଲାଇ ଦେଇଥିବା କୋଲକାତା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। କୋଲକାତାର ଗୋଟିଏ ସରକାରୀ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଶୁଣାଣି ସୁପ୍ରିମକୋର୍ଟ କରିବେ। ୩ ଜଣିଆ ଖଣ୍ଡପୀଠ ଆସନ୍ତା ମଙ୍ଗଳବାର ଏହାର ଶୁଣାଣି କରିବେ ବୋଲି!-->…
କୋଲକାତା ଲଜ୍ଜା: ଟିଏମସି ସାଂସଦଙ୍କୁ ପୁଲିସ୍ର ସମନ
କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ବିଭ୍ରାନ୍ତ କର ତଥ୍ୟ ପ୍ରଚାର କରିବା କ୍ଷମତାସୀନ ଟିଏସିର ସାଂସଦ ସୁଖେନ୍ଦୁ ଶେଖର ରୟଙ୍କୁ ମହଙ୍ଗା ପଡ଼ିଛି। ସେ ଭୁଲ ତଥ୍ୟର ପ୍ରଚାର କରୁଥିବାରୁ ତାଙ୍କୁ କୋଲକାତା ପୁଲିସ୍!-->…
ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଆକ୍ରମଣ କଲେ ମଦୁଆ ରୋଗୀ ଓ ସମ୍ପର୍କୀୟ
ମୁମ୍ବାଇର ସିଓନ ହସ୍ପିଟାଲରେ ଜଣେ ମହିଳା ଡାକ୍ତର ଡ୍ୟୁଟି କରିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି। ଜଣେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଏପରି ଆକ୍ରମଣ କରିଛନ୍ତି। ମହିଳା ଡାକ୍ତରଙ୍କୁ ଆକ୍ରମଣ କରିବା ବେଳେ ସମସ୍ତେ ମଦ ପିଇଥିଲେ। ଆକ୍ରମଣ ପରେ ଚିକିତ୍ସା ପାଇଁ ଆସିଥିବା ବ୍ୟକ୍ତି ଓ ତାଙ୍କ!-->…
ହସ୍ପିଟାଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ
'ସମସ୍ତେ ମରିବ। ଖଟ ତଳେ ଓ ବାଥରୁମ୍ରେ ଅଛି ବୋମା। ପୂରା ହସ୍ପିଟାଲକୁ ବୋମା ଲଗାଇ ଉଡ଼ାଇ ଦେବୁ।' ଏଭଳି କିଛି ଧମକ ମିଳିଛି ଏଥର ରାଜସ୍ଥାନର ପିଙ୍କ ସିଟି ଜୟପୁରର ଏକାଧିକ ହସ୍ପିଟାଲକୁ। ଏହାକୁ ନେଇ ଏବେ ଚାରିଆଡେ ଆତଙ୍କ ଖେଳି ଯାଇଛି।
ଆଜି ସକାଳୁ ଇ-ମେଲ ଜରିଆରେ ପ୍ରଥମେ ଜୟପୁରର!-->!-->!-->…