Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସମାପ୍ତ ହେଲା ୧୮ତମ BRICS ସମ୍ମିଳନୀ, ଅଂଶଗ୍ରହଣ କରିଥିବା ସମସ୍ତ ଦେଶକୁ ଧନ୍ୟବାଦ ଜଣାଇଲେ ପିଏମ୍ ମୋଦି
ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ ହୋଇଛି । ଭାରତ ଏହି ସମ୍ମିଳନୀର ଅଧ୍ୟକ୍ଷତା କରିଥିଲା । ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ!-->…
ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ୨ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରୁ ଏକ ଦୁଃଖଦ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ସେଠାରେ ଥିବା ଏକ ଗୋଦାମରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଦିଲ୍ଲୀ!-->…
ଜୟପୁରରେ ଜରୁରୀ ଅବତରଣ କଲା ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ
ନୂଆଦିଲ୍ଲୀ : ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ବିମାନରେ ସମସ୍ୟା ଦେଖାଦେବା ପରେ ବିମାନକୁ ଜୟପୁର ଡାଇଭର୍ଟ କରାଯାଇଛି । ଇଂଜିନିରେ ଖରାପ ସୂଚନା ମିଳିବା ପରେ ବିମାନ ଦିଲ୍ଲୀ ଯିବା ପରିବର୍ତ୍ତେ ଜୟପୁର ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଜରୁରୀ!-->…
ଲଗାଣ ବର୍ଷାରେ ଭାଙ୍ଗିଲା ଗଣେଶ ମୂର୍ତ୍ତି, ଦବିଗଲେ ଅନେକ ଯୁବକ
ମୁମ୍ବାଇ : ପ୍ରବଳ ବର୍ଷାରେ ଭାଙ୍ଗିଗଲା ଗଣେଶ ମୂର୍ତ୍ତି । ମୁମ୍ବାଇ ନାଲାସୋପାରାରେ ବର୍ଷା ଯୋଗୁଁ ବଡ଼ ଗଣେଶ ମୂର୍ତ୍ତି ହଠାତ୍ ଭୁଶୁଡିପଡିଥିଲା । ଫଳରେ ୪ ଜଣ ଭକ୍ତ ଦବିଥିବା ଜଣାପଡିଛି । ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାରକାର୍ଯ୍ୟରେ ଲାଗିପଡିଥିଲେ । ଏମାନଙ୍କୁ ସୁରକ୍ଷିତ ଉଦ୍ଧାର!-->…
ୟୁକ୍ରେନ ଉପରକୁ ପୁଣି ଡ୍ରୋନ୍ ଆଟାକ୍ କଲା ରୁଷ, ୯ ମୃତ
ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ତିକ୍ତତା କମିବାର ନାଁ ନେଉନାହିଁ । ରୁଷ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ବଡ଼ ଧରଣର ଆକ୍ରମଣ କରିଛି । ଏହି ଆକ୍ରମଣରେ ଅତିକମରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ଆକ୍ରମଣ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ!-->…
ଗ୍ବାଲିଅରରେ ସ୍କୁଲ ବସ୍ ଉପରକୁ ଆଖିବୁଜା ଗୁଳିମାଡ଼
ଗ୍ବାଲିଅର : ମଧ୍ୟପ୍ରଦେଶ ଗ୍ବାଲିଅରରେ ପିଲାଙ୍କ ବସ୍ ଉପରକୁ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଘଟଣା ସମୟରେ ସ୍କୁଲ ବସରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ରହିଥିଲେ । ସବୁଠାରୁ ଆଶ୍ବସ୍ତିକର କଥା ଯେ, କୌଣସି ପିଲାଙ୍କୁ ଆଘାତ ଲାଗିନାହିଁ । ଗୁଳିମାଡ଼ ଯୋଗୁଁ ବସ୍ ଚାଳକ ଆହତ ହୋଇଛନ୍ତି ।!-->…
୨୧ ତାରିଖରୁ ପୁଣି ଆରମ୍ଭ ହେବ ଗୁଆଙ୍ଗଜୋ-ନୂଆଦିଲ୍ଲୀ ମଧ୍ୟରେ ନିୟମିତ ବିମାନ ସେବା
ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଶନିବାର ଭାରତରେ ପହଞ୍ଚୁଥିବା ବେଳେ ଦୁଇ ଦେଶ ମଧ୍ୟରେ ବିମାନ ଯୋଗାଯୋଗକୁ ନେଇ ଆସିଛି ବଡ଼ ଖବର। ଚାଇନା ସାଉଦର୍ଣ୍ଣ ଏୟାରଲାଇନ୍ସ ୬ ବର୍ଷ ପରେ ଗ୍ୱାଙ୍ଗଝୁ-ନୂଆଦିଲ୍ଲୀ ରୁଟ୍ରେ ପୁଣିଥରେ ନିୟମିତ ଯାତ୍ରୀବାହୀ ବିମାନ!-->…
ବଲୁଚିସ୍ତାନରେ ଜଣେ ନାବାଳକ ସମେତ ୫ ଜଣଙ୍କୁ ହତ୍ୟା କଲେ ପାକିସ୍ତାନ ସୁରକ୍ଷାକର୍ମୀ
ବଲୁଚିସ୍ତାନ: ବଲୁଚିସ୍ତାନର ଖୁଜଦାର୍ ଜିଲ୍ଲାରେ ଦୁଇଟି ପୃଥକ୍ ଘଟଣାରେ ଜଣେ ୧୩ ବର୍ଷୀୟ ବାଳକଙ୍କ ସମେତ ୫ ନାଗରିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବଲୁଚିସ୍ତାନ ନ୍ୟାସନାଲ ପାର୍ଟି (ବିଏନ୍ପି) ଏହି ହତ୍ୟା ପାଇଁ ପାକିସ୍ତାନ ସୁରକ୍ଷାବାହିନୀକୁ ଦାୟୀ କରିଥିବା!-->…
ମୁମ୍ବାଇରେ ଆସୁଛି ଡିସାଲିନେସନ୍ ପ୍ଲାଣ୍ଟ, ପାନୀୟ ଉପଯୋଗୀ ହେବ ସମୁଦ୍ର ପାଣି !
ମୁମ୍ବାଇ: ସମୁଦ୍ର ପାଣିରୁ ବାହରିବ ମିଠା ପାଣି । ମୁମ୍ବାଇରେ ଜଳର ଚାହିଦା ଯୋଗାଣ ବଢ଼ିଚାଲିଥିବାରୁ ଏବେ ସମୁଦ୍ର ପାଣିକୁ ବ୍ୟବହାର କରିବା ପାଇଁ ଯୋଜନା କରାଯାଉଛି । ବିଶେଷ କରି ୨୦୦୯ ମସିହାରେ ଦେଖାଦେଇଥିବା ପ୍ରବଳ ଜଳାଭାବ ପରେ ମୁମ୍ବାଇର ଏହି ଡିସାଲିନେସନ୍ ବା ଲୁଣାପାଣିକୁ!-->…
ପିରାମିଡ୍ ବ୍ୟବସ୍ଥା’କୁ ବଦଳାଇ ‘ସମାନ ଭାଗିଦାରୀ ମଞ୍ଚ’ ଗଠନ କରିବାକୁ ଆହ୍ୱାନ: ବ୍ରିକ୍ସ ମଞ୍ଚରୁ ମୋଦୀଙ୍କ ୧୦ ସୂତ୍ରୀ…
ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ପ୍ରଗତି ମୈଦାନସ୍ଥିତ ଭବ୍ୟ ‘ଭାରତ ମଣ୍ଡପମ୍’ଠାରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ । ଶନିବାର ଦିନ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁନିଆର ବଛା ବଛା ଶୀର୍ଷ ନେତାଙ୍କୁ!-->…