Browsing Category

ଦେଶ

ଓଡ଼ିଶାର ୧୩ ଜଣଙ୍କୁ ମିଳିବ ସାହସିକତା ପୋଲିସ ମେଡାଲ

ଗୃହ ମନ୍ତ୍ରାଳୟ ପକ୍ଷରୁ ସାହସିକତା ଓ ସେବା ମେଡାଲ ଘୋଷଣା । ସ୍ଵାଧୀନତା ଦିବସ ଅବସରରେ ଦେଶର ୧୦୩୭ ଜଣଙ୍କୁ ମିଳିବ ପୋଲିସ ପଦକ ଏବଂ ସାହସିକତା ପୁରସ୍କାର । କାର୍ଯ୍ୟକ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପ୍ରଦର୍ଶନ ଲାଗି ପୋଲିସ ବିଭାଗ, ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡ ବିଭାଗର ଅଧିକାରୀ ଓ…

ଆଜି ବି କେଜ୍ରିୱାଲଙ୍କୁ ମିଳିଲାନି ଜାମିନ

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି। ସୁପ୍ରିମକୋର୍ଟରେ ଆଜି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ସର୍ବୋଚ୍ଚ ନ୍ୟାୟାଳୟ ଆଜି ତାଙ୍କ ଅନ୍ତରୀଣ ଜାମିନ ଆବେଦନ ମଞ୍ଜୁର…

ବିଜେପି ନେତାଙ୍କୁ ଫାୟାରିଂ, ଶରୀରରୁ ବାହାରିଲା ୭ ଗୁଳି

ବିହାରର ରାଜଧାନୀ ପାଟଣାରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଜଣକ ଅଜୟ ଶାହ ବୋଲି ଜଣାଯାଇଛି। ଦୁଇ ଅଜ୍ଞାନ ବାଇକ୍‌ ଚାଳକ ଗତ ରାତିରେ ଗୁଳି ଚଳାଇ ତାଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପାଟଣା ବଜାର ନିକଟବର୍ତ୍ତୀ ଆଲମଗଞ୍ଜ ଥାନା ଅଧୀନରେ ଥିବା ବଜରଙ୍ଗପୁରୀରେ…

ଆଶାରାମଙ୍କୁ ମିଳିଲା ୭ ଦିନର ପାରୋଲ

ଯୋଧପୁର: ଯୌନ ନିର୍ଯାତନା ଅଭିଯୋଗରେ ଯୋଧପୁର ସେଣ୍ଟ୍ରାଲ ଜେଲରେ ଦଣ୍ଡ ଭୋଗୁଥିବା ବିବାଦୀୟ ଧର୍ମଗୁରୁ ଆଶାରାମଙ୍କୁ କୋର୍ଟ ୭ ଦିନିଆ ପାରୋଲ ପ୍ରଦାନ କରିଛନ୍ତି। ରାଜସ୍ଥାନ ହାଇକୋର୍ଟ ଆଶାରାମଙ୍କୁ ଚିକିତ୍ସା ପାଇଁ ପାରୋଲ ପ୍ରଦାନ କରିଛନ୍ତି। ଆଶାରାମଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି…

ଭୁଲ ସ୍ୱୀକାର କଲେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର

ନିଜର ଭୁଲ ସ୍ୱୀକାର କରିଛନ୍ତି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ତଥା ଏନସିପିର ବରିଷ୍ଠ ନେତା ଅଜିତ ପାୱାର। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଅଜିତ ପାୱାର ତାଙ୍କ ଦାଦା ଝିଅ ଭଉଣୀ ସୁପ୍ରିୟା ସୁଲେଙ୍କ ବିରୋଧରେ ପତ୍ନୀ ସୁନେତ୍ରା ପାୱାରଙ୍କୁ ପ୍ରାର୍ଥୀ କରିଥିଲେ। ଭଉଣୀଙ୍କ…

ହିଣ୍ଡେନବର୍ଗ ଘଟଣା କୁ ନେଇ ଅଗଷ୍ଟ ୨୨ରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲା କଂଗ୍ରେସ…

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୨୨ରେ ସମଗ୍ର ଦେଶରେ ଆନ୍ଦୋଳନ କରିବ କଂଗ୍ରେସ। ହିଣ୍ଡେନବର୍ଗ ରିପୋର୍ଟରେ ସେବି ମୁଖ୍ୟ ଓ ଆଦିନୀ ଗ୍ରୁପ ମଧ୍ୟରେ ମଧୁଛନ୍ଦ୍ରିକା ଥିବା କଥା ଦାବି କରାଯିବା ପରେ କଂଗ୍ରେସ ଏପରି ବିଶାଳ ଆନ୍ଦୋଳନର ଡାକରା ଦେଇଛି। ହିଣ୍ଡେନବର୍ଗ ପକ୍ଷରୁ ସେବି ମୁଖ୍ୟ ମାଧବୀ…

ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା; ଘର ଲୋକଙ୍କୁ କୁହାଯାଇଥିଲା- ଝିଅ ଆତ୍ମହତ୍ୟା କରିଛି

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏଭଳି ଜଘନ୍ୟ କାଣ୍ଡ ପଛରେ ହସ୍ପିଟାଲର ହାତ ଥିବା ନେଇ ଅଭିଯୋଗ ମଧ୍ୟରେ ମୃତ ଡାକ୍ତରଙ୍କ ବାପା ଓ ମାଆ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଡାକ୍ତରଖାନା ପକ୍ଷରୁ ସେମାନଙ୍କୁ ଝିଅ…

ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ

କୋଲକାତା: କୋଲକାତାର ଆରଜି ମେଡିକାଲ କଲେଜର ଜଣେ ପ୍ରଶିକ୍ଷଣର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ତୁରନ୍ତ ସମସ୍ତ କାଗଜପତ୍ର ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ରାଜ୍ୟ ପୁଲିସକୁ କହିଛନ୍ତି। ସେପଟେ ମେଡିକାଲ…

ଜାତୀୟ ରାଜପଥ ନିର୍ମାଣ ସମୀକ୍ଷା ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାରେ ନିର୍ମାଣାଧୀନ ଓ ପ୍ରସ୍ତାବିତ ଜାତୀୟ ରାଜପଥର ନିର୍ମାଣ ନେଇ ମୁଖ୍ୟ ଜାତୀୟ ରାଜପଥ ନିର୍ମାଣ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଛନ୍ତି। ବୈଠକରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାର ଦାବି ରଖିଛନ୍ତି। ସେ ରାଜ୍ୟରେ କୋଷ୍ଟାଲ ହାଇୱେ…

୨୦୩୬ ସୁଦ୍ଧା ଭାରତର ଜନସଂଖ୍ୟା ୧୫୨ କୋଟି ଡେଇଁବ

ଭାରତର ଜନସଂଖ୍ୟା ୨୦୩୬ ସୁଦ୍ଧା ୧୫୨.୨ କୋଟି ଛୁଇଁବ। ସେହିପରି ମହିଳାଙ୍କ ସଂଖ୍ୟା ୨୦୧୧ରେ ୪୮.୫% ଥିବା ବେଳେ ୨୦୩୬ ବେଳକୁ ଏହା ସାମାନ୍ୟ ବୃଦ୍ଧି ପାଇ ୪୮.୮%ରେ ପହଞ୍ଚିବ। ପରିସଂଖ୍ୟନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ ଏପରି ସୂଚନା ଦିଆଯାଇଛି। ‘Women and Men…