Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ନିର୍ବାଚନରେ ହାରିବ ଋଷି ସୁନକଙ୍କ ଦଳ : ସର୍ଭେ
ନୂଆଦିଲ୍ଲୀ: ବ୍ରିଟେନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଦଳ କଂଜରଭେଟିଭ ପାର୍ଟିକୁ ଆଗାମୀ ନିର୍ବାଚନରେ ବଡ ପରାଜୟର ସମ୍ମୁଖୀନ ହେବାକୁ ପଡିପାରେ । ବ୍ରିଟେନରେ କରାଯାଇଥିବା ଏକ ଜନମତ ସର୍ଭେରେ ଏଭଳି ଦାବି କରାଯାଇଛି। ଏହି ସର୍ଭେ ୧୮ ହଜାର ଲୋକଙ୍କ ନମୁନା ଉପରେ ଆଧାରିତ । ଏହି!-->…
୧% ସତ ହୋଇଥିଲେ ବି ଲଜ୍ଜାଜନକ, ସଂଦେଶଖାଲି ମାମଲାରେ ମମତା ସରକାରଙ୍କୁ ହାଇକୋର୍ଟଙ୍କ ଭତ୍ସନା
କୋଲକାତା: କଲିକତା ହାଇକୋର୍ଟ ଗୁରୁବାର ଏହି ଆବେଦନର ଶୁଣାଣି କରି ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ସନ୍ଦେଶଖାଲିରୁ ଆସିଥିବା ଅଭିଯୋଗମଧ୍ୟରୁ ଯଦି ଏକ ପ୍ରତିଶତ ବି ସତ ହୁଏ, ତେବେ ତାହା ଲଜ୍ଜାଜନକ।ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶେଖ ଶାହାଜାହାନଙ୍କ ଦ୍ୱାରା!-->…
ମୁଖତାର ଅନସାରୀ ବିଜେପିର ଗୁଣ୍ଡାମାନଙ୍କ ବିରୋଧରେ ଲଢୁଥିଲେ: ସମାଜବାଦୀ ପାର୍ଟି ବିଧାୟକ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖନଉ ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ତଥା ବିଧାୟକ ରବିଦାସ ମେହେରୋତ୍ରା ମାଫିଆରୁ ରାଜନେତା ହୋଇଥିବା ଦିବଂଗତ ପୂର୍ବତନ ବିଧାୟକ ମୁଖତାର ଅନସାରୀ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏସପି ବିଧାୟକ ରବିଦାସ ମେହେରୋତ୍ରା କହିଛନ୍ତି ଯେ ଯେ!-->…
ବିଜେପି ବିଷଧର ସାପଠୁ ବଳି ଭୟଙ୍କର, ମମତା ବାନାର୍ଜୀଙ୍କ ବିବାଦୀୟ ବୟାନ
କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ସବୁ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ତେବେ ଇତିମଧ୍ୟରେ ନେତାମାନଙ୍କ ପକ୍ଷରୁ ବିବାଦୀୟ ବୟାନବାଜି ଆରମ୍ଭ ହୋଇଯାଇଛି । ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଚବିହାରରେ ବିରୋଧୀ ବିଜେପି ବିରୋଧରେ ବିବାଦୀୟ ତଥା ଅପମାନଜନକ ଭାଷା!-->…
ମଥୁରା ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କଲେ ହେମାମାଳିନୀ
ଲକ୍ଷ୍ନୌ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କିଛିଦିନ ବାକିଥିବା ବେଳେ ଗୁରୁବାର ଭାଜପା ପ୍ରାର୍ଥୀ ହେମାମାଳିନୀ ମଥୁରା ଲୋକସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।ଗତବର୍ଷ ଅକ୍ଟୋବରରେ ହେମା ମାଳିନୀ ୭୫ ବର୍ଷ ବୟସରେ ପ୍ରଦାର୍ପଣ କରିଥିଲେ। ଏଭଳି!-->…
iPhone ୟୁଜର୍ସଙ୍କୁ ସତର୍କ ସୂଚନା ଜାରି କଲେ ସରକାର
ଆଇ ଫୋନ୍ କିମ୍ବା ଆପଲ୍ର ଆଇ ପ୍ୟାଡ୍ ତଥା ମ୍ୟାକ୍ବୁକ୍ ବ୍ୟବହାର କରୁଥିଲେ ସାବଧାନ। ଏ ସମସ୍ତ ଆପଲ ପ୍ରଡକ୍ସ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର। ଯେକୌଣସି ମୁହୂର୍ତ୍ତରେ ହ୍ୟାକ୍ ହୋଇପାରେ ଆପଣଙ୍କ ଫୋନ୍। ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସ୍ପନ୍ସ ଟିମ୍ ତଥା!-->…
ଓ୍ୱାୟନାଡରୁ ନାମାଙ୍କନ ଦାଖଲ କଲେ ରାହୁଲ
କେରଳର ଓ୍ୱାୟନାଡରୁ ନାମଙ୍କନ ଦାଖଲ କଲେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ସମୟରେ ଭଉଣୀ ପ୍ରିୟଙ୍କା ଗାନ୍ଧି ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ହଜାର ହଜାର ସମର୍ଥକଙ୍କୁ ନେଇ ରୋଡ୍ ଶୋ' କରିବା ପରେ ବିଶାଳ ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି ରାହୁଲ।
!-->!-->…
ହାତ ଛାଡ଼ି ପଦ୍ମ ଧରିଲେ ବକ୍ସର ବିଜେନ୍ଦ୍ର ସିଂହ
ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ତେବେ ଏହାପୂର୍ବରୁ ଅନେକ ନେତା ଦଳ ଡିଆଁ ଚଳାଇଛନ୍ତି। କିଏ କଂଗ୍ରେସ ଛାଡି ବିଜେପିରେ ମିଶୁଛି ତ ଆଉ କିଏ ବିଜେପି ଛାଡି କଂଗ୍ରେସ ହାତ ଧରିଛି। ଏହାରି ଭିତରେ ହାତ ଛାଡି ପଦ୍ମ ଧରିଛନ୍ତି ବକ୍ସର ବିଜେନ୍ଦ୍ର ସିଂହ। ସେ ଆଜି କଂଗ୍ରେସ ଛାଡି ବିଜେପିରେ ଯୋଗ!-->…
‘କ୍ଷମା ମାଗନ୍ତୁ ଆତୀଶି…’, ମାନହାନୀ ନୋଟିସ୍ ପଠାଇଲା ବିଜେପି
ବଢ଼ିଲା ଦିଲ୍ଲୀ ସରକାରର ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତ୍ରୀ ଅତୀଶିଙ୍କ ବଢ଼ିଲା ଅଡୁଆ। ବିଜେପି ତାଙ୍କୁ ମାନହାନୀ ନୋଟିସ ପଠାଇଛି। ବାସ୍ତବରେ, ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କରି ଆତୀଶି କହିଥିଲେ ଯେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ମାଧ୍ୟମରେ ବିଜେପି ତାଙ୍କୁ ଦଳରେ ଯୋଗଦେବାକୁ!-->…
ବିଜେପି ନେତା ସୁଶୀଲ ମୋଦିଙ୍କୁ କ୍ୟାନ୍ସର୍, ଲଢ଼ିବେନି ନିର୍ବାଚନ
ବିଜେପିର ବରିଷ୍ଠ ନେତା ତଥା ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ କ୍ୟାନ୍ସର। ସେ ଦୀର୍ଘ ୬ ମାସ ହେଲା ସୁଶୀଲ ମୋଦି ଏହି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି। ଏନେଇ ସେ ଖୋଦ୍ ଆଜି ସୂଚନା ଦେଇଛନ୍ତି।
ସୋଶାଲ ମିଡ଼ିଆ ଆକାଉଣ୍ଟ Xରେ ପୋଷ୍ଟ କରି ସୁଶୀଲ କହିଛନ୍ତି ଯେ, 'ଗତ!-->!-->!-->…