Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବଢ଼ିଲା ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ଅଡ଼ୁଆ, ଜାରି ହେଲା ଓ୍ଵାରେଣ୍ଟ୍
ମହାରାଷ୍ଟ୍ରର ମାଲେଗାଓଁରେ ୨୦୦୮ ବୋମା ବିସ୍ଫୋରଣ ମାମଲାରେ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ସମସ୍ୟା ବଢ଼ିଛି । ଭୋପାଳରୁ ସାଂସଦ ଥିବା ପ୍ରଜ୍ଞାଙ୍କ ବିରୋଧରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଜାମିନ୍ ଯୁକ୍ତ ଓ୍ଵାରେଣ୍ଟ୍ ଜାରି କରିଛନ୍ତି । କୋର୍ଟରେ ଆଜି ଶୁଣାଣି ଥିଲା!-->…
ଇସିଙ୍କ ନିଯୁକ୍ତିରୁ କେନ୍ଦ୍ରକୁ ଦୂରେଇ ରଖିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ
ନିର୍ବାଚନ କମିଶନରେ ଖାଲି ପଡ଼ିଥିବା ୨ଟି କମିଶନର ପଦ ପୂରଣ ପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସମ୍ଭବତଃ ଆସନ୍ତା ୧୫ ତାରିଖ ସୁଦ୍ଧା ଦେଶକୁ ୨ ଜଣ ନୂଆ କମିଶନର ମିଳିବେ।
କିନ୍ତୁ କମିଶନର ନିଯୁକ୍ତି ପ୍ରକ୍ରିୟା ଠାରୁ କେନ୍ଦ୍ର ସରକାରଙ୍କୁ ଦୂରେଇ ରଖିବା ପାଇଁ ଗୋଟିଏ!-->!-->!-->…
କର୍ଣ୍ଣାଟକରେ କୋବି ମଞ୍ଚୁରିଆନ ଓ ବମ୍ବେଇ ଲଡୁ ବିକ୍ରି ଉପରେ ଲାଗିଲା ବ୍ୟାନ୍
ରଙ୍ଗୀନ କୋବି ମଞ୍ଚୁରିଆନ ଓ ବମ୍ବେଇ ଲଡୁକୁ ବ୍ୟାନ କଲେ କର୍ଣ୍ଣାଟକ ସରକାର । ଅଧିକାଂଶ ରଂଗୀନ କୋବି ମଞ୍ଚୁରିଆନ ଓ ବମ୍ବେଇ ଲଡୁକୁ ନମୁନା ଅସୁରକ୍ଷିତ ଜଣା ପଡ଼ିବା ପରେ ବ୍ୟାନ ଲଗାଇଲେ କର୍ଣ୍ଣାଟକ ସରକାର । ଏଥିରେ ରୋଡାମାଇନ୍ -ବି ରହିଛି । ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ।
!-->!-->…
ଦ୍ୱାରକା ଏକ୍ସପ୍ରେସ୍କୁ ଉଦ୍ଘାଟନ କଲେ ମୋଦି
ଉଦ୍ଘାଟିତ ହେଲା ବହୁ ପ୍ରତିକ୍ଷିତ ଦ୍ୱାରକା ଏକ୍ସପ୍ରେସ୍। । ୮ ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ୍ ୱେ ଦିଲ୍ଲୀ-ଗୁରୁଗ୍ରାମ ମଧ୍ୟରେ ଟ୍ରାଫିକ୍ ସମସ୍ୟା ହ୍ରାସ କରିବାରେ ସହାୟକ ହେବ। ହରିୟାଣା ଗସ୍ତ ଅବସରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି।!-->…
ଚନ୍ଦ୍ରପୃଷ୍ଠରୁ ମାଟି ଓ ପଥର ଆଣିବାକୁ ‘ଚନ୍ଦ୍ରଯାନ-୪’ ପାଇଁ ୨ଟି ରକେଟ ଉତ୍କ୍ଷେପଣ କରିବ ଇସ୍ରୋ
ନୂଆଦିଲ୍ଲୀ: ଭାରତର ଚତୁର୍ଥ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୪’ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ପ୍ରଥମ ଥର ନିମନ୍ତେ ଦୁଇଟି ରକେଟ ବ୍ୟବହାର କରିବ। ଏହି ଅଭିଯାନରେ ଚନ୍ଦ୍ର ପୃଷ୍ଠରୁ ପଥର ଓ ମାଟି ସଂଗ୍ରହ କରି ଅଣାଯିବ। ଏହା ସଫଳ ହେଲେ ଭାରତ ବିଶ୍ବର ଚତୁର୍ଥ ଦେଶ ହେବ।!-->…
ଏଲନ ମସ୍କଙ୍କ ସର୍ତ୍ତକୁ ମାନିବ ନାହିଁ ଭାରତ : ପିୟୁଷ ଗୋଏଲ୍
ନୂଆଦିଲ୍ଲୀ: ଭାରତ ଏଲନ୍ ମସ୍କଙ୍କ ସର୍ତ୍ତକୁ ଗ୍ରହଣ କରିବ ନାହିଁ। ଆମେରିକୀୟ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସ୍ଲା ଚାହୁଁଥିବା ଅନୁସାରେ ଭାରତ ନିଜର ନୀତିକୁ ବଦଳାଇବା ନାହିଁ। ଦେଶର ଆଇନ ଏବଂ ଶୁଳ୍କ ନିୟମ ସମସ୍ତ ଇଲେକ୍ଟ୍ରିକ୍ ଯାନ ନିର୍ମାତାଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ କରାଯିବ!-->…
ଜୀବନ ଯୁଦ୍ଧରେ ହାରିଗଲେ ବୋରଓ୍ୱେଲରେ ଖସି ପଡ଼ିଥିବା ବ୍ୟକ୍ତି
ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବୋରଓ୍ୱେଲରେ ଖସି ପଡିଥିବା ବ୍ୟକ୍ତି। ଦିଲ୍ଲୀର କେଶବପୁର ମଣ୍ଡି ଅଞ୍ଚଳରେ ଥିବା ଜଳ ବୋର୍ଡ ୪୦ ଫୁଟ ଗଭୀର ବୋରଓ୍ୱେଲରେ ଖସି ପଡିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏନେଇ ଖୋଦ୍ ସୂଚନା ଦେଇଛନ୍ତି ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶି ସିଂହ।
ଦୀର୍ଘ ୧୪!-->!-->!-->…
ମହିଳାମାନଙ୍କୁ କେଜ୍ରିୱାଲଙ୍କ ଅନୁରୋଧ, ସ୍ୱାମୀମାନେ ମୋଦି ନାମ ଜପ କରୁଥିଲେ ଖାଇବାକୁ ଦିଅନାହିଁ
‘ଯଦି ଆପଣଙ୍କ ସ୍ୱାମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଜପ କରୁଛନ୍ତି, ତା’ହେଲେ ସେମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ।’ ଶନିବାର ଦିଲ୍ଲୀରେ ଏକ ମହିଳା ସମ୍ମାନ ସମାବେଶରେ ଯୋଗ ଦେଇ ଏହି କଥା କହିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।
ସେ କହିଥିଲେ, ଅନେକ ପୁରୁଷ!-->!-->!-->…
ରାତି ଅଧରେ ଲାଲୁଙ୍କ ଘନିଷ୍ଠ ନେତାଙ୍କୁ ଉଠାଇ ନେଲା ଇଡି
ବିହାରର ପୂବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ନେତାଙ୍କୁ ରାତି ଅଧରେ ଘରୁ ଉଠାଇନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଲାଲୁଙ୍କ ପରିବାରର ନିକଟତମ କୁହାଯାଉଥିବା ଆର୍ଜେଡି ନେତା ସୁଭାଷ ଯାଦବଙ୍କୁ ବିଳମ୍ବିତ ରାତିରେ ଇଡି ଗିରଫ କରିଛି। ସୁଭାଷ ଯାଦବ!-->…
ରକ୍ତରେ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଦେଲେ ବିଜେପି ନେତା
ନିଜ ରକ୍ତରେ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଲେ ବିଜେପି ନେତା କୌସ୍ତୁଭ ବାଗଚୀ। ଶନିବାର ପଶ୍ଚିମ ବଙ୍ଗର ସିଲିଗୁଡ଼ିରେ ସେ ନିଜ ରକ୍ତରେ ଲେଖିଥିବା ଚିଠିକୁ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ। ସେ ଏଥିରେ ଲେଖିଥିଲେ- ପ୍ରଧାନମନ୍ତ୍ରୀ ମୋଦି, ଦୟାକରି ପଶ୍ଚିମବଙ୍ଗକୁ ଚୋରଙ୍କ!-->…