Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଇସ୍ତଫା ଦେଲେ ଚଣ୍ଡିଗଡ଼ ମେୟର; ବିଜେପିରେ ମିଶିଲେ ଆପର ୩ ଜଣ କାଉନସିଲର
ଚଣ୍ଡିଗଡ଼ ମେୟର ଇଲେକ୍ସନରେ ଆସିଛି ଟ୍ୱିଷ୍ଟ। ଭୋଟ୍ ଗଣତିରେ ଚଞ୍ଚକତା ଅଭିଯୋଗ କରି ଆପ୍ ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ଦଳର ତିନି ଜଣ ନବ ନିର୍ବାଚିତ କାଉନସିଲର ବିଜେପିରେ ଯୋଗ ଦେଇସାରିଲେଣି। ସେପଟେ ବିଜେପି ପକ୍ଷରୁ ବିଜୟୀ ହୋଇଥିବା ମେୟର ମନୋଜ ସୋନକର ପଦରୁ ଇସ୍ତଫା!-->…
ଇଂଲଣ୍ଡକୁ ୪୩୪ ରନରେ ହରାଇ ଭାରତ ସବୁଠାରୁ ବଡ଼ ଟେଷ୍ଟ ବିଜୟ ହାସଲ କଲା
ରାଜକୋଟ୍ : ରାଜକୋଟ ଟେଷ୍ଟରେ ବଡ଼ ବିଜୟ ହାସଲ କରିଛି ଭାରତ । ଇଂଲଣ୍ଡକୁ ୪୩୪ ରନର ବିଶାଳ ବ୍ୟବଧାନରେ ପରାସ୍ତ କରି ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି ଟିମ୍ ଇଣ୍ଡିଆ । ଆଜିର ବିଜୟକୁ ଭାରତର ସବୁଠାରୁ ବଡ଼ ଟେଷ୍ଟ ବିଜୟ ବୋଲି କୁହାଯାଉଛି । ସେହିପରି ଇଂଲଣ୍ଡ ପାଇଁ ଏହା ୨ୟ ସର୍ବାଧିକ ବଡ଼!-->…
ବର୍ଷିଲେ ଅମିତ ଶାହ, କହିଲେ- ସମ୍ପୂର୍ଣ୍ଣ ରୂପେ ଶେଷ ହେବ ପରିବାରବାଦ
ନୂଆଦିଲ୍ଲୀ : 'ସମ୍ପୂର୍ଣ୍ଣ ରୂପେ ଶେଷ ହେବ ପରିବାରବାଦ। କଂଗ୍ରେସ ପରିବାରବାଦକୁ ପ୍ରୋତ୍ସାହିତ କରୁଛି। ଇଣ୍ଡି ଆଲାଏନ୍ସ ଅର୍ଥ ୭ ପରିବାରବାଦୀ ଦଳ। ଏମାନଙ୍କ ଦଳରେ ଗଣତନ୍ତ୍ର ନାହିଁ, ତେଣୁ ଦେଶରେ ଗଣତନ୍ତ୍ର କିପରି ହେବ?' ଆଜି ଏଭଳି କିଛି କହି କଂଗ୍ରେସ ଓ ବିରୋଧୀଙ୍କ ଉପରେ ବର୍ଷିଛନ୍ତି!-->…
ଆଉ ଜଣେ ଛାତ୍ର ନିଖୋଜ, NEET ପାଇଁ ନେଉଥିଲେ କୋଚିଂ
କୋଟା : ଥମୁନି ଛାତ୍ର ନିଖୋଜ ଘଟଣା। ରାଜସ୍ଥାନର କୋଟାରେ ରହି NEET ପାଇଁ ପ୍ରସ୍ତୁତି କରୁଥିବା ଆଉ ଜଣେ କୋଚିଂ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଜ ହେଷ୍ଟେଲରୁ କୋଚିଂ ପାଇଁ ବାହାରିଥିବା ବେଳେ ସେ ଆଉ ଫେରି ନାହାନ୍ତି। ଗତ ସାତ ଦିନ ମଧ୍ୟରେ ଛାତ୍ର ନିଖୋଜ ହେବାର ଏହା ହେଉଛି ଦ୍ୱିତୀୟ ଘଟଣା।!-->…
ସବୁ ହିନ୍ଦୁ ବିଜେପିକୁ ଭୋଟ ଦିଅନ୍ତି ନାହିଁ: ପ୍ରଶାନ୍ତ କିଶୋର
ପାଟନା: ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ହିନ୍ଦୁ ଏବଂ ସନାତନ ଭୋଟରଙ୍କ ବିଷୟରେ କହୁଥିବା ଦେଖାଯାଉଛି | ସେ ଏହି ଭିଡିଓରେ କହିଛନ୍ତି ଯେ ସମସ୍ତ ହିନ୍ଦୁ ଭୋଟର ବିଜେପିକୁ ଭୋଟ୍ ଦିଅନ୍ତି ନାହିଁ।!-->…
ବସ୍ ଷ୍ଟପ୍ରେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ୧୦ଥର କାଟି ହତ୍ୟା କଲା ୧୮ ବର୍ଷିୟ କଲେଜ ଛାତ୍ର
ଚେନ୍ନାଇ: ଶନିବାର ଦିନ ତାମିଲନାଡୁର କୋଇମ୍ବାଟୁର୍ର ଗୋଟାଏ ବସ୍ ଷ୍ଟପ୍ରେ ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ରଙ୍କୁ ଜଣେ ୧୮ ବର୍ଷିୟ କଲେଜ ଛାତ୍ର ୧୦ ଥର କାଟି ହତ୍ୟା କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ନିହତ ଛାତ୍ରଙ୍କର ନାଁ ପ୍ରଣବ।ପ୍ରତ୍ୟକ୍ଷଦର୍ଶୀ ଓ ପୁଲିସ ରିପୋର୍ଟରୁ!-->…
ଆଗାମୀ ୧୦୦ ଦିନ ଭିତରେ ସବୁ ଭୋଟରଙ୍କ ପାଖରେ ପହଞ୍ଚନ୍ତୁ: ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀଙ୍କୁ ସମ୍ବୋଧନ କରିଛନ୍ତି | ସେ କହିଛନ୍ତି ଯେ ଆସନ୍ତା ୧୦୦ ଦିନ ପାଇଁ ଉତ୍ସାହର ସହ କାର୍ଯ୍ୟ କରିବାକୁ ପଡିବ । ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ସେମାନେ ପ୍ରତ୍ୟେକ ଭୋଟରଙ୍କ ନିକଟରେ ପହଞ୍ଚିବା!-->…
ଝାଡ଼ଖଣ୍ଡରେ ମିଳିବ ଜାତିଭିତ୍ତିକ ସଂରକ୍ଷଣ, ସବୁଜ ସଂକେତ ଦେଲେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍
ରାଞ୍ଚି: ପଡ଼ୋଶୀ ବିହାର ଭଳି ଝାଡ଼ଖଣ୍ଡରେ ଜାତିଭିତ୍ତିକ ସର୍ଭେକୁ ସବୁଜ ସଙ୍କେତ ଦେଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍। ସିଏମ୍ ଚମ୍ପାଇ ସୋରେନ୍ ଏହାର ସଙ୍କେତ ଦେଇଛନ୍ତି। ରବିବାର ରାଜ୍ୟରେ ଜାତିଭିତ୍ତିକ ସର୍ଭେ ପାଇଁ ସବୁଜ ସଙ୍କେତ ଦିଆଯାଇଥିବା ଜଣେ ବରିଷ୍ଠ ଅଧିକାରୀ!-->…
୩ ଦିନ ଉପବାସରେ ରହି ସମାଧି ନେଲେ ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର
ନୂଆଦିଲ୍ଲୀ : ପ୍ରସିଦ୍ଧ ଜୈନ ସାଧୁ ବା ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ପରଲୋକ ଘଟିଛି। ଶନିବାର ବିଳମ୍ବିତ ରାତିରେ ଦେହତ୍ୟାଗ କରିଛନ୍ତି ମୁନି ବିଦ୍ୟାସାଗର। ଛତିଶଗଡ଼ର ଡୋଙ୍ଗରଗଡର ଚନ୍ଦ୍ରଗିରିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମୁନି ବିଦ୍ୟାସାଗର।ତିନି ଦିନ ଧରି ଉପବାସରେ ରହି!-->…
ଚମ୍ପାଇ ସରକାରଙ୍କ ଉପରେ ସଙ୍କଟର କଳାବାଦଲ
ରାଞ୍ଚି : ଝାଡ଼ଖଣ୍ଡରେ ପୁଣି ଥରେ ଆରମ୍ଭ ହୋଇଛି ରାଜନୈତିକ ହଲଚଲ। ଶପଥ ନେବାର ଦୁଇ ସପ୍ତାହ ପରେ ଚମ୍ପାଇ ସରକାରଙ୍କ ଉପରେ ସଙ୍କଟର କଳାବାଦଳ ଢ଼ାଙ୍କିବାକୁ ଲାଗିଲାଣି। କ୍ୟାବିନେଟ ବିସ୍ତାର ପରେ ଅନେକ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଶେଷ କରି କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଫାଟ!-->…