Browsing Category

ଦେଶ

ଚାଷୀ ଆନ୍ଦୋଳନ ସ୍ଥଳରେ ଚାଲିଗଲା ସବ୍‌-ଇନ୍ସପେକ୍ଟରଙ୍କ ଜୀବନ

ହରିଆଣାର ଶମ୍ଭୁ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଥମିବା ନାଁ ଧରୁନି । ଏହି ଆନ୍ଦୋଳନରେ ସାମିଲ ଚାଷୀଙ୍କ ମଧ୍ୟରୁ ଗତକାଲି ହୃଦଘାତରେ ଜଣେ ଆଖି ବୁଜିଥିଲେ। ଏହି ଘଟଣା ପରେ ଶମ୍ଭୁ ସୀମାରେ ନିୟୋଜିତ ଥିବା ଜଣେ ପୁଲିସ୍‌ ଅଧିକାରୀ ବି ଆଖି ବୁଜିଥିବା ଜଣାଯାଇଛି। ଅସୁସ୍ଥତା ହେତୁ ତାଙ୍କ

ଦୈନିକ ଅପରାହ୍ଣରେ ଘଣ୍ଟାଏ ବିଶ୍ରାମ ନେବେ ରାମ ଲଲ୍ଲା: ଅଯୋଧ୍ୟା ମନ୍ଦିର ପୂଜକ

ଅଯୋଧ୍ୟା: ଦୈନିକ ଅପରାହ୍ଣରେ ରାମ ଲଲ୍ଲା ଘଣ୍ଟା ବିଶ୍ରାମ ନେବେ ବୋଲି ସ୍ଥିର କରାଯାଇ ଥିବାରୁ ଶୁକ୍ରବାର ଠାରୁ ରାମ ମନ୍ଦିର ଦର୍ଶନ ପାଇଁ ନୂତନ କାର୍ଯ୍ୟନିର୍ଘଣ୍ଟ ଲାଗୁ କରାଯିବ ବୋଲି ‘ଟାଇମ୍‌ସ୍‌ ନାଓଁ’ ରିପୋର୍ଟ କରିଛି। ରାମ ଲଲ୍ଲାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ମୁଖ୍ୟ ପୂଜକ

ପୁଣିଥରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି କଂଗ୍ରେସ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର ସେତିକି ଶାଣିତ ହେବାରେ ଲାଗିଛି। ସଂସଦ ଭିତରେ ଓ ବାହାରେ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ କଂଗ୍ରେସ ଉପରେ ହମଲା ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ ଆଜି ପୁଣିଥରେ ମୋଦି କଂଗ୍ରେସକୁ

ମୁଜାଫରନଗରରେ ୪ ଟାଇମ୍‌ ବୋମା ସହିତ ଧରାପଡ଼ିଲେ ଯୁବକ

ଉତ୍ତର ପ୍ରଦେଶର ମୁଜାଫରନଗରରେ ୪ ଟାଇମ୍‌ ବୋମା ସହିତ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି । ଧରାପଡ଼ିଥିବା ଯୁବକଙ୍କ ନାମ ଜାଭେଦ ଶେଖ । ଏସ୍‌ଟିଏଫ୍‌ ମେରଠ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତଙ୍କ ପାଖରୁ ୪ଟି ବୋତଲ ଟାଇମ୍‌ ବୋମା ଜବତ କରାଯାଇଛି । ଏହି ବୋତଲ

ହରିଆଣାର ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକଙ୍କ ହୃଦଘାତରେ ମୃତ୍ୟୁ

ନୂଆଦିଲ୍ଳୀ: ପଞ୍ଜାବ ଏବଂ ହରିୟାଣାର ଶମ୍ଭୁ ସୀମାରେ କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଜଣେ ବୃଦ୍ଧ ଚାଷୀ ପ୍ରାଣ ହରାଇଛନ୍ତି । ଶୁକ୍ରବାର ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଛି । ମୃତ ଚାଷୀ ହେଲେ, ୭୮ ବର୍ଷୀୟ ଜ୍ଞାନ ସିଂ । ସେ ପଞ୍ଜାବର ଗୁରୁଦାସପୁରର ବାସିନ୍ଦା ଥିଲେ । ସୂଚନା

ଦିଲ୍ଲୀ ଆଇଆଇଟି ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ର ଜଣେ ଏମ୍‌ଟେକ୍‌ ଛାତ୍ରଙ୍କ ମୃତଦେହ ତାଙ୍କ ହୋଟେଲ୍‌ ରୁମ୍‌ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଜଣେ ପୁଲିସ୍‌ ଅଧିକାରୀ ସୂଚନା ଦେଇ

ପେଟିଏମ୍ ଫାଷ୍ଟଟ୍ୟାଗକୁ ନେଇ ଏନଏଚଏଆଇର ବଡ ନିଷ୍ପତ୍ତି, ପ୍ରଭାବିତ ହେବେ ୨ କୋଟି ୟୁଜର୍ସ

ନୂଆଦିଲ୍ଲୀ: ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ପକ୍ଷରୁ ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଏହି ସଂସ୍ଥା ୩୨ ଟି ବ୍ୟାଙ୍କର ଏକ ତାଲିକା ପ୍ରସ୍ତୁତ କରିଛି । ବ୍ୟବହାରକାରୀଙ୍କୁ କେବଳ ଏହି ବ୍ୟାଙ୍କଗୁଡ଼ିକରୁ ଫାଷ୍ଟଟ୍ୟାଗ କିଣିବାକୁ କୁହାଯାଇଛି

କଂଗ୍ରେସକୁ ଆଶ୍ୱସ୍ତି, ଦଳର ବ୍ୟାଙ୍କ ଆକାଉଣ୍ଟ ଉପରୁ ହଟିଲା ପ୍ରତିବନ୍ଧକ

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ଆଶ୍ୱସ୍ତି । କଂଗ୍ରେସ ପାର୍ଟିର ବ୍ୟାଙ୍କ ଆକାଉଣ୍ଟ ଏବେ ଅନ୍‌ଫ୍ରିଜ୍ ହୋଇଯାଇଛି । ଦଳୀୟ ନେତା ବିବେକ ତନ୍‌ଖା ସୂଚନା ଦେଇଛନ୍ତି ଯେ ଆୟକର ଆବେଦନ ଟ୍ରିବ୍ୟୁନାଲ (Income Tax Appellate Tribunal) ବୁଧବାର ପର୍ଯ୍ୟନ୍ତ କଂଗ୍ରେସ ଦଳର

ରାହୁଲଙ୍କ ରଥର ସାରଥୀ ସାଜିଲେ ତେଜ୍ବସୀ ଯାଦବ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବର୍ତ୍ତମାନ ବିହାରର ସାସାରାମରେ ପହଞ୍ଚିଛି। ସାସାରାମରେ ଚାଲିଥିବା ‘ଭାରତ ଯୋଡ଼ୋ ନ୍ୟାସ ଯାତ୍ରା’ ସମୟରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ କଂଗ୍ରେସ ସାଂସଦ ରାହୁଲ

ସୋନିଆଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରେ ୭୨ ଲକ୍ଷ ଟଙ୍କା ବୃଦ୍ଧି

ରାଜ୍ୟସଭା ଯିବେ ସୋନିଆ ଗାନ୍ଧି। ଏଥିପାଇଁ ସେ ରାଜସ୍ଥାନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ବେଳେ ସୋନିଆ ସତ୍ୟପାଠରେ ନିଜ ସମ୍ପତ୍ତି ବାବଦରେ ଉଲ୍ଲେଖ କରିଛନ୍ତି। ସୋନିଆଙ୍କ ନିକଟରେ ସର୍ବମୋଟ ୧୨ କୋଟି ୫୩ ଲକ୍ଷ ଟଙ୍କାର ସଂପତ୍ତି ରହିଛି। ସେଥିମଧ୍ୟରେ