Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିଲକୁ ଖସି ପଡ଼ିଲା ବାୟୁସେନାର ଲଢ଼ୁଆ ବିମାନ
କୋଲକାତା : ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ। ଦୁର୍ଘଟଣାଗ୍ରସ୍ତ ହୋଇ ଏହା ଏକ ବିଲକୁ ଖସି ପଡିଛି। ପଶ୍ଚିମବଙ୍ଗର ମିଦନାପୁର ସ୍ଥିତ କଲାଇକୁଣ୍ଡା ଏୟାରବେସ୍ ନିକଟରେ ଦୁର୍ଘଟଣା ଘଟିଛି।ସୂଚନା ମୁତାବକ, ଟ୍ରେନିଂ ବେଳେ ଖଡ଼ଗପୁର ଥାନା ଦିଆସା ଅଞ୍ଚଳରେ ବାୟୁସେନାର ଏକ!-->…
ରାଜ୍ୟସଭା ଯିବେ ସୋନିଆ ଗାନ୍ଧି, ରାଏ ବରେଲୀରୁ ଲଢ଼ିବେ ପ୍ରିୟଙ୍କା!
କ୍ଷମତାକୁ ଫେରିବା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଶିବିରରୁ ବଡ଼ ଖବର ସାମ୍ନାକୁ ଆସିଛି। ଆଉ ଲୋକସଭା ନିର୍ବାଚନ ଲଢ଼ି ନ ପାରନ୍ତି ଦଳର ହାଇକମାଣ୍ଡ ସୋନିଆ ଗାନ୍ଧି। ତଥାପି ସେ ସକ୍ରିୟ ରାଜନୀତିରେ ରହିବେ। ସେ ରାଜସ୍ଥାନରୁ ରାଜ୍ୟସଭା ଯିବେ ବୋଲି ଜଣାପଡ଼ିଛି।
ସେହିପରି ତାଙ୍କ!-->!-->!-->…
ମନୀଷ ସିସୋଦିଆଙ୍କୁ ମିଳିଲା ୩ ଦିନିଆ ଜାମିନ
ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଳିଲା ଆଶ୍ୱସ୍ତି। ଦିଲ୍ଲୀ ତଥା କଥିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏକ ବର୍ଷ ଧରି ଜେଲ୍ରେ ବନ୍ଦ ଥିବା ଏହି ଆପ୍ ନେତାଙ୍କୁ ଶେଷରେ ମିଳିଛି ଜାମିନ୍। କୋର୍ଟ ତାଙ୍କୁ ତିନି ଦିନ ପାଇଁ!-->…
ଫେବୃଆରୀ ୧୪ରେ କତାର ଯିବେ ପ୍ରଧାନମନ୍ତ୍ରୀ ମୋଦି
ଆସନ୍ତା ୧୪ ତାରିଖରେ କତାରର ଦୋହା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦୁଇ ଦିନିଆ ୟୁଏଇ ଗସ୍ତ ଶେଷ କରିବା ପରେ ଦୋହାରେ ପହଞ୍ଚିବେ ବୋଲି ଆଜି ବୈଦେଶିକ ମନ୍ତ୍ରଣାଳୟର ସଚିବ ବିନୟ କୱାତ୍ରା ସୂଚନା ଦେଇଛନ୍ତି। କତାର ଓ ଭାରତ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ!-->…
ଆସ୍ଥା ଭୋଟ୍ରେ ବାଜି ମାରିଲେ ନୀତୀଶ କୁମାର
ଆସ୍ଥା ଭୋଟ୍ରେ ବାଜି ମାରିଲେ ନୀତୀଶ କୁମାର। ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ସପକ୍ଷରେ ପଡିଲା ୧୨୯ ଭୋଟ୍। ବିରୋଧୀଙ୍କ କକ୍ଷ ତ୍ୟାଗ ଯୋଗୁ ବିଜେପି, ଜେଡିୟୁ ମେଣ୍ଟ ବିପକ୍ଷରେ ଗୋଟିଏ ବି ଭୋଟ୍ ପଡିନି। ତେବେ ଆର୍ଜେଡିର ତିନି ଜଣ ବିଧାୟକ ଦଳ ବଦଳ କରି ଏନ୍ଡିଏ କ୍ୟାମ୍ପରେ!-->…
ଅଯୋଧ୍ୟା ରାମଲାଲାଙ୍କୁ ଦର୍ଶନ କଲେ ଅରବିନ୍ଦ କେଜ୍ରିଓ୍ଵାଲ ଓ ଭଗବନ୍ତ ମାନ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ପରିବାର ସହିତ ସୋମବାର ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ସେ ସପରିବାର ରାମଲାଲାଙ୍କ ମନ୍ଦିରରେ ପହଞ୍ଚିଥିଲେ । ସେ ନିଜ ମାଆବାପା ଏବଂ ପତ୍ନୀଙ୍କ ସହ ମିଶି ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ଏହି ସମୟରେ ପଞ୍ଜାବ!-->…
ଟିଏମସିର ଗୁଣ୍ଡାମାନେ ଝିଅମାନଙ୍କୁ ଅପହରଣ କରିନେଉଛନ୍ତି : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ
ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସନ୍ଦେଶଖାଲି ହିଂସାକୁ ନେଇ ସେ ଟିଏମସି ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଇରାନୀ କହିଛନ୍ତି ଯେ ଟିଏମସି ଗୁଣ୍ଡାମାନେ ଝିଅମାନଙ୍କୁ ଅପହରଣ କରୁଛନ୍ତି। ମମତା ବାନାର୍ଜୀ କିପରି!-->…
ଖୋଲିଗଲା ସେଫ୍ଟି ବେଲ୍ଟ: ପର୍ଯ୍ୟଟକ ମୃତ, ପାଇଲଟ ଗିରଫ
ପାରାଗ୍ଲାଇଡିଂ ବେଳେ ଖୋଲିଗଲା ସେଫ୍ଟି ବେଲ୍ଟ। ୨୫୦ ମିଟର ଉଚ୍ଚତାରୁ ତଳେ ପଡି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ। ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଘଟିଛି ଏଭଳି କିଛି ଦୁର୍ଘଟଣା। ଏହି ଘଟଣାରେ ପାରାଗ୍ଲାଇଡିଂ ପାଇଲଟକୁ ଗିରଫ କରାଯାଇଛି।
ତେଲଙ୍ଗାନାର ଜଣେ ଯୁବତୀ ନିଜ ସ୍ୱାମୀଙ୍କ ସହ!-->!-->!-->…
ଶ୍ୱଶୁରଙ୍କ କଥା ପଚାରିବାରୁ ରାଗିଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ
ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ବାପା ଆଣିଥିବା ଅଭିଯୋଗ ସମ୍ପର୍କରେ ପଚାରିବାରୁ ବିରକ୍ତ ପ୍ରକାଶ କରିଛନ୍ତି ରିଭାବା। ସେ ପ୍ରଶ୍ନ ଶୁଣି ରାଗି ଯିବା ସହ ସାମ୍ବାଦିକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
କିଛି ଦିନ ତଲେ ଜାଡେଜାଙ୍କ ବାପା ସାଂଘାତିକ ଅଭିଯୋଗ ଆଣିଥିଲେ। ବାହା!-->!-->!-->…
ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ୍ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ମିଳିଲା ଜାମିନ୍
ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ୪ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ଯେ ଏହି ୪ ଜଣ ଦୋଷୀ ପୂର୍ବରୁ ହିଁ ୧୪ ବର୍ଷ ୯ ମାସ ଜେଲରେ ରହି ସାରିଛନ୍ତି । କୋର୍ଟ ୪ ଦୋଷୀଙ୍କ ଆଜୀବନ କାରାଦଣ୍ଡକୁ ନିଲମ୍ବିତ କରି ଦେଇଛନ୍ତି ।
ଟିଭି!-->!-->!-->…