Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
‘ମମତା ହେଉଛନ୍ତି ବେଇମାନ ଓ ଅହଂକାରୀ, ସୋନିଆ ତାଙ୍କୁ ଭିକ ମାଗିବେନି’…
ନୂଆଦିଲ୍ଲୀ : ଗୋଟିଏ ପଟେ ‘ଇଣ୍ଡିଆ’ ବ୍ଲକରେ ସିଟ୍ ବଣ୍ଟନକୁ ନେଇ ବୈଠକ ଚାଲିଥିବା ବେଳେ ଅନ୍ୟପଟେ ନେତାମାନେ ପରସ୍ପର ଉପରେ ଆକ୍ରମଣ କରିବାକୁ ଲାଗିଛନ୍ତି। ଆଜି ଇଣ୍ଡିଆ ମେଣ୍ଟର ବୈଠକ ବସିଛି। ତେବେ ଏହି ବୈଠକରେ ଯୋଗଦେଇନି ଟିଏମ୍ସି। ଏହାକୁ ନେଇ ଏବେ କଂଗ୍ରେସ…
ହତ୍ୟାର ୧୧ ଦିନ ପରେ କେନାଲରୁ ମିଳିଲା ମଡେଲଙ୍କ ମୃତଦେହ
ନୂଆଦିଲ୍ଲୀ : ଗୁରୁଗ୍ରାମର ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପହୁଜାଙ୍କ ମିଳିଲା ମୃତଦେହ। ହତ୍ୟାର ୧୧ ଦିନ ପରେ ହରିୟାଣାର ଏକ କେନାଳରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।
ପୁଲିସ ସୂଚନା ଅନୁସାରେ, ଦିବ୍ୟାଙ୍କ ମୃତଦେହ ଟୋହନା କେନାଳରୁ ମିଳିଛି। ମୃତଦେହଟି ଦିବ୍ୟାଙ୍କର…
ମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ, ରିଜେକ୍ଟେଡ୍ ନୁହେଁ: ଶିବରାଜ ସିଂହ…
ଭୋପାଳ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଆଗକୁ ତାଙ୍କର ଭବିଷ୍ୟତ କ’ଣ ରହିଛି, ସେ ନେଇ ଏଯାଏଁ କୌଣସି ସଂକେତ ଦେଇ ନାହିଁ ବିଜେପି। ତାଙ୍କ ପାଇଁ ଦଳ କ’ଣ ବିଚାର କରୁଛି, ସେ ନେଇ ବହୁ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଶିବରାଜ ସିଂହ…
ଗଙ୍ଗାସାଗର ମେଳାକୁ ବାଟ ପଚାରିଲେ ୩ ସାଧୁ, ନିର୍ଧୂମ ପିଟିଲେ ଲୋକେ…
ନୂଆଦିଲ୍ଲୀ : ପ୍ରସିଦ୍ଧ ଗଙ୍ଗାସାଗର ମେଳାକୁ ଯାଉଥିଲେ ୩ ସାଧୁ। ମାତ୍ର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ବାଟ ନ ପାଇବାରୁ ୩ ନାବାଳିକାଙ୍କୁ ପଚାରିଲେ ରାସ୍ତା। ଏହାପରେ ଆରମ୍ଭ ହେଲା ମହାଭାରତ ।
ପିଲା ଚୋରି ସନ୍ଦେହରେ ସ୍ଥାନୀୟ ଲୋକେ ସେମାନଙ୍କୁ ନିର୍ଧୂମ ପିଟିବାକୁ…
ମେଡିକାଲ ଛାତ୍ରୀ ଯୌନ ନିର୍ଯାତନାର ଶିକାର; ଅଭିଯୁକ୍ତ ଅଧିକାରୀଙ୍କୁ କ୍ୟାମ୍ପସ୍ ମନା…
ଗୋରଖପୁର : ଯୌନ ନିର୍ଯାତନାର ଶିକାର ହୋଇଥିବା ପରି ସାଂଘାତିକ ଅଭିଯୋଗ ଆଣିଲେ ମେଡିକାଲ ଛାତ୍ରୀ। ନିଜ କଲେଜର ଜଣେ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଛାତ୍ରୀଜଣକ ଏପରି ଅଭିଯୋଗ ଆଣିବା ପରେ କ୍ୟାମ୍ପସ୍ରେ ଚହଳ ସୃଷ୍ଟି ହୋଇଛି। ଏପରି ଘଟଣା ଗୋରଖପୁରସ୍ଥିତ ଏମ୍ସରେ…
ଆତଙ୍କବାଦୀ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ଅବଦୁଲ ଭୁଟ୍ଟବୀର ମୃତ୍ୟୁ…
ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ଅବଦୁଲ ସଲାମ ଭୁଟ୍ଟବୀର ହୃଦଘାତରେ ମୃତ୍ୟୁ ଘଟିଛି। ପାକିସ୍ତାନରେ ସରକାରୀ ହାଜତରେ ଥିବା ସମୟରେ ହୃଦଘାତରେ ତାର ମୃତ୍ୟୁ ହୋଇଥିବା ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି। ମିଳିତ…
ମନ୍ଦିରରେ ବସି ଭକ୍ତିରେ ’ଝାଞ୍ଜ’ ବଜାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ଗସ୍ତରେ ଅଛନ୍ତି। ନାସିକରେ ଏକ ରୋଡ୍ ସୋ’ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ରାମ କଥା କୁଣ୍ଡ ଏବଂ କଳା ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି।
ତାଙ୍କ ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…
ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ଅଭିଯୁକ୍ତ ବଲରାଜ୍ ଗିଲ୍ ଗିରଫ
ନୂଆଦିଲ୍ଲୀ/ କୋଲକାତା: ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଘଟଣାରେ ଅନ୍ୟ ଜାଣ ଅଭିଯୁକ୍ତଙ୍କୁ ଗତକାଲି ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି। ଏହି ହତ୍ୟା ମାମଲାରେ ପଳାତକ ଅଭିଯୁକ୍ତ ବଲରାଜ ଗିଲଙ୍କୁ…
ରାଜ୍ୟସଭା ପାଇଁ ବାଟ ପରିଷ୍କାର, ଆପ୍ର ୩ ନେତା ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ
ରାଜ୍ୟସଭାକୁ ଗଲେ ଆପ୍ର ୩ ପ୍ରାର୍ଥୀ। ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନ ଥିବା ବେଳେ ସେମାନେ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାଯାଇଛି। ଏହି ୩ ପ୍ରାର୍ଥୀ ହେଲେ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ, ନାରାୟଣ ଦାସଗୁପ୍ତା ଓ ଦିଲ୍ଲୀ ମହିଳା ଆୟୋଗର…
ମଣିପୁରରେ ଥମୁନି ହିଂସା; ପିତାପୁତ୍ର ସମେତ ୪ ଜଣଙ୍କୁ ଅପହରଣ ପରେ ହତ୍ୟା
ପୁଣି ଅଶାନ୍ତ ହୋଇ ଉଠିଛି ମଣିପୁର। ହୋଇଛି ରକ୍ତପାତ । ଗଡ଼ିଛି ନିରୀହ ମୁଣ୍ଡ। ଆତଙ୍କବାଦୀମାନେ ୪ ନିରୀହ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।
ଗତ ବୁଧବାରଠୁ ମଣିପୁରର ବିଷ୍ଣୁପୁର ଜିଲ୍ଲାର ଅକାସୋଇ ଗ୍ରାମର ୪ ଜଣ ନିଖୋଜ ଥିବା ବେଳେ ଗତକାଲି ସେମାନଙ୍କ ମୃତଦେହ ବିଷ୍ଣୁପୁର…