Browsing Category

ଦେଶ

କଂଗ୍ରେସରେ ଯୋଗଦେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ୱାଇ.ଏସ୍‌. ଶର୍ମିଲା

ନୂଆଦିଲ୍ଲୀ: ଆଜି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସାନଭଉଣୀ ତଥା ‘ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ର ସଂସ୍ଥାପିକା ୱାଇ. ଏସ୍‌. ଶର୍ମିଲା କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି। ବୁଧବାର ଦିନ ଶର୍ମିଲା ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା…

ପ୍ରଥମ ଥର ପାଇଁ ‘ସ୍ପେସ୍‌ଏକ୍ସ୍‌’ ରକେଟ୍‌ରେ ‘କମ୍ୟୁନିକେସନ୍‌ ସାଟେଲାଇଟ୍‌’ ଉତ୍‌କ୍ଷେପଣ କରିବ ଭାରତ…

ନୂଆଦିଲ୍ଲୀ: ‘ଜିଏସ୍‌ଏଟି-୨୦’ ନାମକ ଓଜନିଆ ଯୋଗାଯୋଗ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବା ଲାଗି ପ୍ରଥମ ଥର ପାଇଁ ‘ଇସ୍ରୋ’ ‘ସ୍ପେସ୍‌ଏକ୍ସ୍‌’ର ରକେଟ୍‌ ବ୍ୟବହାର କରିବ ବୋଲି ବୁଧବାର ଦିନ ‘ନିୟୁସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌’ କହିଛି। ଚଳିତ ବର୍ଷ ମଧ୍ୟ ଭାଗ ବେଳକୁ…

ମସ୍‌ଜିଦ୍‌ ବାହାରେ ଇମାମ୍‌ଙ୍କୁ ଗୁଳି ମାରି ହତ୍ୟା…

ନିୟୁଜର୍ସି : ନିୟୁଜର୍ସି ଅନ୍ତର୍ଗତ ନେୱାର୍କ ନଗରୀରେ ଅବସ୍ଥିତ ଏକ ମସ୍‌ଜିଦ୍‌ ବାହାରେ ବୁଧବାର ସକାଳେ ଗୁଳି ଚୋଟ ଲାଗିଥିବା ଜଣେ ଇମାମ୍‌ଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ଆମେରିକୀୟ ସରକାରୀ କର୍ତ୍ତୃପକ୍ଷ ନିଉଜ୍‌ ଏଜେନ୍‌ସି ‘ଏଏଫ୍‌ପି’କୁ କହିଛନ୍ତି। ସକାଳ ୬ଟା…

ବିବାଦ ପରେ ଦୁଃଖ ପ୍ରକାଶ କଲେ ଜିତେନ୍ଦ୍ର ଆହ୍ୱାଡ, ଭଗବାନ ରାମଙ୍କୁ କହିଥିଲେ ‘ମାଂସାହାରୀ’

ନୂଆଦିଲ୍ଲୀ : ପ୍ରଭୁ ରାମଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କଲେ ଏନସିପିର ଶରଦ ପାୱାରଙ୍କ ଦଳର ନେତା ଜିତେନ୍ଦ୍ର ଆହ୍ୱାଡ। ଯଦି ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେଇଛି ତେବେ ସେ ଦୁଃଖିତ, ସେ ଏପରି ଚାହୁଁନଥିଲେ ବୋଲି କହିଛନ୍ତି। ଗତକାଲି ଏକ…

ଇରାନ କବରସ୍ଥାନରେ ବିସ୍ଫୋରଣ, ୭୩ ମୃତ, ୧୭୦ ଆହତ…

ତେହେରାନ: ଇରାନର କେରମାନ ସହରର ଏକ କବରସ୍ଥାନ ନିକଟରେ ବିସ୍ଫୋରଣ ଘଟି ୭୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୭୦ ଆହତ ହୋଇଛନ୍ତି । ସରକାରୀ ଟିଭି ଅଲ୍ ଆରବିଆର ରିପୋର୍ଟ ଅନୁଯାୟୀ, ଇରାନର ପୂର୍ବତନ କମାଣ୍ଡର କାସିମ ସୁଲେମାନୀଙ୍କୁ ଏହି କବରସ୍ଥାନରେ ସମାଧି ଦିଆଯାଇଛି। ତାଙ୍କ…

ପିକ୍‌ନିକ୍‌ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୧୪ ଜୀବନ

ଗୌହାଟୀ : ଆସାମ ଜୋରହାଟ ଜିଲ୍ଲା ଦେରଗାଓଁ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍‌ନିକ୍‌ ବସ୍‌ ସହ ଏକ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୭ ଜଣ ଗୁରୁତର ହୋଇଛନ୍ତି।…

ବଢ଼ିଲା ମହୁଆଙ୍କ ଅଡୁଆ, ଆସିଲା ଆଉ ଏକ ଅଭିଯୋଗ…

ନୂଆଦିଲ୍ଲୀ :ବଢ଼ିଲା ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ। ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାରୁ ନିଲମ୍ବିତ ହୋଇଥିବା ମହୁଆ ମୋଇତ୍ରାଙ୍କ ବିରୋଧରେ ରୁଜୁ ହେଲା ଆଉ ଏକ ମାମଲା। ଆଇନଜୀବୀ ଅନନ୍ତ ଦେହାଦ୍ରଇ ଏଥର ସିବିଆଇକୁ ଚିଠି ଲେଖି ତାଙ୍କ…

ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ କ୍ଲିନ୍‌ ଚିଟ୍‌, SIT ତଦନ୍ତକୁ ନା’

ନୂଆଦିଲ୍ଲୀ : ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ ଆସିଲା ବଡ଼ ରାୟ। ଆଦାନୀ ଗ୍ରୁପକୁ ସେବି ତଦନ୍ତରେ ମିଳିଛି କ୍ଲିନ୍‌ ଚିଟ୍‌। ସେବି(SEBI)ର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସେବିର ତଦନ୍ତରେ କୌଣସି ତ୍ରୁଟି ନାହିଁ…

ଗାଜାରେ ବିମାନ ଓ କମାଣ ଆକ୍ରମଣ ବୃଦ୍ଧି କଲା ଇସ୍ରାଏଲ: ସେନା ପ୍ରତ୍ୟାହାର ଯୋଜନା

ଗାଜା: ଗାଜାରୁ କିଛି ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଇସ୍ରାଏଲ ଘୋଷଣା କରିବା ପରେ ଗତକାଲି ରାତି ସାରା ଦକ୍ଷିଣ ଗାଜାରେ ବିମାନ ଓ କମାଣ ଆକ୍ରମଣ ବୃଦ୍ଧି କରିଥିବା ଜଣାପଡ଼ିଛି। କିଛି ସୈନ୍ୟ ପ୍ରତ୍ୟାହାର କରିବାକୁ ଇସ୍ରାଏଲ ଘୋଷଣା କରିଥିଲେ ମଧ୍ୟ ଯୁଦ୍ଧ ଆହୁରି…

ଜୋମାଟୋ ବୟଙ୍କ ଅଭିବନ ତରିକା; ବାଇକ୍‌ ବଦଳରେ ଘୋଡ଼ାରେ କଲେ ଖାଦ୍ୟ ଡେଲିଭରି

ହାଇଦ୍ରାବାଦ : ଗତ ୩ ଦିନ ଧରି ଲାଗି ରହିଥିବା ଟ୍ରକ୍‌ ଚାଳକଙ୍କ ଆନ୍ଦୋଳନ ହେତୁ ଦେଶର ବିଭିନ୍ନ ସ୍ଥାନରେ ତେଲ ଟାଙ୍କି ସମ୍ମୁଖରେ ଲାଗି ରହିଥିଲା ଅସମ୍ଭବ ଭିଡ଼ । ଏପରିକି ବହୁ ସ୍ଥାନରେ ଘଣ୍ଟା ଘଣ୍ଟା ଛିଡ଼ା ହେବା ପରେ ବି ଲୋକେ ଖାଲି ହାତରେ ଫେରୁଥିଲେ। ଏପରି…