Browsing Category

ଦେଶ

ଜ୍ୟାକଲିନ୍‌ଙ୍କୁ ଧମକ ଦେଲା ମହାଠକ ସୁକେଶ

ରାଗିଗଲା ମହାଠକ ସୁକେଶ ଚନ୍ଦ୍ରଶେଖର। ନିଜ ଲେଡି ଲଭ୍‌ ତଥା ଅଭିନେତ୍ରୀ ଜ୍ୟାକ୍‌ଲିନଙ୍କୁ ଦେଲା ଧମକ। କହିଲା ସମସ୍ତଙ୍କ ଆଗରେ ଖୋଲିଦେବି ସବୁ ରାଜ୍‌। ସମସ୍ତେ ସତ ଜାଣିବା ଉଚିତ। ନିକଟରେ ମହାଠକ ସୁକେଶ ପଠାଉଥିବା ଚିଠି ପତ୍ରକୁ ନେଇ ବିରକ୍ତି ହୋଇ କୋର୍ଟର ଦ୍ୱାରସ୍ଥ…

‘ପଦ୍ମଶ୍ରୀ’ ଫେରାଇଲେ ପୁନିଆ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେବା ଭଳି ଗମ୍ଭୀର ଅଭିଯୋଗରେ ଅଭିଯୁକ୍ତ କୁସ୍ତି ମହାସଂଘର ବିଦାୟୀ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘର ସଭାପତି ନିର୍ବାଚିତ ହେବା ପରେ ଏଥିରେ ଅସନ୍ତୋଷ ପ୍ରକାଶ କରି ଗତକାଲି ଅବସର ଘୋଷଣା କରିଥିଲେ…

ନିଯୁକ୍ତି ନଥିବାରୁ ସୋଶାଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି ଯୁବପିଢି

ଦେଶରେ ବେରୋଜଗାରୀକୁ ନେଇ ବିଜେପି ସରକାର ଉପରେ ବର୍ଷିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ନିଯୁକ୍ତି ନ ଥିବାରୁ ଯୁବପିଢି ଅଧିକ ସମୟ ବିଭିନ୍ନ ସୋଶାଲ ମିଡିଆରେ ସମୟ ବିତାଉଥିବା କହିଛନ୍ତି ରାହୁଲ ଗାନ୍ଧି। ବର୍ତ୍ତମାନ ଦେଶରେ ସବୁଠୁ ବଡ ସମସ୍ୟା ବେରୋଜଗାରୀ ବୋଲି…

ଗଣତନ୍ତ୍ର ଦିବସରେ ଭାରତର ଅତିଥି ହେବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌

ନୂଆଦିଲ୍ଲୀ: ୨୦୨୪ର ଗଣତନ୍ତ୍ର ଦିବସ ଉତ୍ସବରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଥିବା ନିମନ୍ତ୍ରଣ ଗ୍ରହଣ କରିଥିବା ଜଣାପଡ଼ିଛି। ଏହାପୂର୍ବରୁ କେନ୍ଦ୍ର ସରକାର ଆମେରିକାର…

କୋଟିକୋଟି ଟଙ୍କାର ଜିଏସଟି ଠକିଥିବା କମ୍ପାନି ମାଲିକଙ୍କ ‌ଜେଲରେ ଏପରି କଟିଲା ରାତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେରଠରେ ଏସଟିଏଫ ନକଲି ଇ-ୱେ ବିଲ ଜରିଆରେ କୋଟିକୋଟି ଟଙ୍କାର ଜିଏସଟି ଚୋରି କରିଥିବାର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ କମର ଅହମଦ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପ୍ର‌ାଥମିକ ଯାଞ୍ଚରୁ ଜଣାପଡ଼ିଛି ଏହି ଜିଏସଟି ଚୋରି…

ରଜୌରୀ ଆତଙ୍କୀ ହାମ୍‌ଲା: ୫ଯବାନ ସହିଦ୍, ଆମେରିକା ନିର୍ମିତ ରାଇଫଲ ବ୍ୟବହାର କରିଥିଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଥିବ‌ା ରଜୌରୀରେ ଗତକାଲି ଆତଙ୍କବାଦୀମାନେ ସେନାର ଏକ ଟ୍ରକ୍‌ ଓ ଜିପ୍‌ସି ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୫ଜଣ ଯବାନ ସହିଦ ହୋଇଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ରଜୌରୀ ସେକ୍ଟରର…

ପାର୍ଲାମେଣ୍ଟ୍‌ ସୁରକ୍ଷା ଉଲ୍ଲଂଘନ ବେଳେ ସବୁ ‘ବିଜେପି’ ସାଂସଦ ଧାଇଁ ପଳାଇଲେ: ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ଗତ ବୁଧବାର ଦିନ ପାର୍ଲାମେଣ୍ଟ୍‌ ସୁରକ୍ଷା ଉଲ୍ଲଂଘନ ଘଟିଲା ବେଳେ ସମସ୍ତ ‘ବିଜେପି’ ସାଂସଦ ତୁରନ୍ତ ଧାଇଁ ପଳାଇଥିଲେ ବୋଲି ଆଜି କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ କହିଛନ୍ତି। ଆଜି ଦିଲ୍ଲୀସ୍ଥିତ ଜନ୍ତର ମନ୍ତରଠାରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ପ୍ରତିବାଦ…

ମରୁଡ଼ି ସହାୟତା ପାଇଁ ଘରୋଇ ବିମାନରେ ଗଲେ ସିଦ୍ଦରମୈୟା ଓ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀମାନେ ବିଳାସମୟ ଘରୋଇ ବିମାନରେ ସହାୟତା ମାଗିବାକୁ ଯାଇ ‘ବିଜେପି’ଦ୍ବାରା ସମାଲୋଚିତ ହୋଇଛନ୍ତି। ବିମାନରେ ସିଦ୍ଦରମୈୟାଙ୍କ…

ଲୋକସଭାରେ ପାସ ହେଲା ସିଇସି ବିଲ୍‌…

ଗଣ ନିଲମ୍ବନ ପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ସଦସ୍ୟଙ୍କ ମରୁଡ଼ି ଦେଖିବାକୁ ମିଳିଛି। ଲୋକସଭାରୁ ଦୁଇ ତୃତୀୟାଂଶ ବିରୋଧୀ ସଦସ୍ୟଙ୍କ ନିଲମ୍ବନ ହୋଇଛନ୍ତି। ଏହା ସତ୍ତ୍ୱେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ କମିଶନ ନିଯୁକ୍ତି ବିଲ୍‌ ଲୋକସଭାରେ ଆଜି ସରକାର…

ସଂସଦ ସୁରକ୍ଷା ତ୍ରୁଟି ମାମଲା : ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ୧୫ ଦିନ ଯାଏ ବୃଦ୍ଧି…

ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ୧୫ ଦିନ ବଢାଇଛନ୍ତି କୋର୍ଟ । ପଟିୟାଲା ହାଉସ କୋର୍ଟ ଏମାନଙ୍କ ଅବଧି ୫ ଜାନୁଆରୀ ପର୍ଯ୍ୟନ୍ତ ବଢାଇଛି । ଅଭିଯୁକ୍ତ ନିଲମ, ମନୋରଂଜନ, ସାଗର ଏବଂ ଅମୋଲ ସିନ୍ଧେଙ୍କୁ ଅନେକ ସ୍ଥାନକୁ…