Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ନିଲମ୍ବନ ଧାରା ଜାରି, ବିଦା ହେଲେ ଆଉ ୩ ସାଂସଦ, ୧୪୭ରେ ପହଞ୍ଚିଲା ନିଲମ୍ବିତ ସାଂସଦଙ୍କ ସଂଖ୍ୟା…
ନୂଆଦିଲ୍ଲୀ :ଲୋକସଭାରେ ଜାରି ରହିଛି ନିଲମ୍ବନ ଧାରା। ଆଜି ବିଦା ହେଲେ ଆଉ ୩ ବିରୋଧୀ ସାଂସଦ। ବାଚସ୍ପତି ଓମ୍ ବିଲା ଆଉ ୩ ବିରୋଧୀ ସାଂସଦଙ୍କୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ନିଲମ୍ବିତ କରିଛନ୍ତି।
ନିଲମ୍ବିତ ତିନି ସାଂସଦ ହେଲେ କଂଗ୍ରେସର ଦୀପକ…
ସେନା ଗାଡ଼ିକୁ ଘେରି ଯାଇ ଆତଙ୍କବାଦୀଙ୍କ ଗୁଳିମାଡ଼, ମୁକାବିଲା ପାଇଁ ଗଲେ ଅଧିକ ଯବାନ
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଆସିଛି ଅତ୍ୟନ୍ତ ଖରାପ ଖବର। ସେନାର ଯବାନମାନଙ୍କୁ ନେଇ ଯାଉଥିବା ଗୋଟିଏ ଗାଡ଼ିକୁ ଘେରି ଯାଇ ଗୁଳିମାଡ଼ ଆରମ୍ଭ କରି ଦେଇଛନ୍ତି ଆତଙ୍କବାଦୀ। ଯବାନମାନେ ଏହାର ମୁକାବିଲା କରୁଥିଲେ ହେଁ ଆତଙ୍କବାଦୀମାନେ ସେମାନଙ୍କୁ ୪ ପଟୁ ଘେରି ଯାଇ…
ବଢ଼ିଲା ରାହୁଲ ଗାନ୍ଧିଙ୍କ ଅଡ଼ୁଆ, କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅଡ଼ୁଆ ପୁଣି ବଢ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ‘ପକେଟ ମାର୍’ ଶବ୍ଦର ବ୍ୟବହାର କରିଥିବା ରାହୁଲଙ୍କ ବିରୋଧରେ ଗ୍ରହଣ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ। ତାଙ୍କ ବିରୋଧରେ ଉପଯୁକ୍ତ…
ପନ୍ନୁକୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ଅଭିଯୋଗ: ନୀରବତା ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ମୋଦି
ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ଆମେରିକାରେ ହତ୍ୟା ପାଇଁ ହୋଇଥିବା ଷଡ଼ଯନ୍ତ୍ର ପଛରେ ଭାରତର ହାତ ଥିବା ଅଭିଯୋଗ ହୋଇଛି। ଆମେରିକା ଏପରି ଅଭିଯୋଗ ଆଣିବା ସହ ଭାରତ ସରକାରଙ୍କୁ ମଧ୍ୟ ଜଣାଇଥିଲା। ଏବେ ଏହି ଘଟଣା ଉପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି…
ଲାଲୁ-ତେଜସ୍ୱୀଙ୍କୁ ଡାକିଲା ଇଡି…
ବଢ଼ିଲା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଅଡୁଆ। ଉଭୟଙ୍କ ବିରୋଧରେ ଜାରି ହେଲା ସମନ। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ଓ ତେଜସ୍ୱୀଙ୍କ ବିରୋଧ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି…
ଅଟକାଇଲେ ପୁଲିସ ବାବୁ, ଗାଡ଼ି ଚଢ଼ାଇ ଦେଲେ ମଦ ମାଫିଆ…
ଥମୁନି ମଦ ମାଫିଆଙ୍କ ଗୁଣ୍ଡାରାଜ। ମଦମୁକ୍ତ ଆଇନ ଲାଗୁ ହୋଇଥିଲେ ମଧ୍ୟ ବିହାରରେ ଦିନକୁ ମଦ ମାଫିଆଙ୍କ ରାଜ ବଢ଼ିବାରେ ଲାଗିଛି। ସାଧାରଣ ଲୋକ ତ ଦୂରର କଥା ଏମାନେ ପୁଲିସକର୍ମୀଙ୍କୁ ମଧ୍ୟ ଛାଡୁନାହାନ୍ତି। ଚେକିଂ ବେଳେ ଧରାପଡିଯିବା ଭୟରେ ଏହି ମାଫିଆମାନେ ପୁଲିସ ଉପରକୁ…
ଦିଲ୍ଲୀ ସ୍ଥିତ ନୂଆ ଝାଟିମାଟି ବାଉଁଶ ବାସଭବନରେ ଗୃହପ୍ରବେଶ କଲେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ
ନୂଆଦିଲ୍ଲୀ : ଦିଲ୍ଲୀ ବାସଭବନର ଗୃହପ୍ରବେଶ କଲେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ସେ C 1/4, Humayun Road, Near Khan Market Metro Station, Gate no. 1, New Delhi – 110003 ସ୍ଥିତ ଝାଟିମାଟି ବାଉଁଶରେ ଏକ ନିଆରା ବାସଭବନ ତିଆରି…
ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ ପ୍ରିୟଙ୍କା..!
୨୦୨୪ ଲୋକସଭା ନିର୍ବାଚନରେ ବାରାଣସୀ ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।…
ନିଲମ୍ବିତ ହେଲେ ଆଉ ୨ ବିରୋଧୀ ସାଂସଦ, ୧୪୩ରେ ପହଞ୍ଚିଲା ସଂଖ୍ୟା…
ଲୋକସଭାରୁ ନିଲମ୍ବନ ହେଲେ ଆଉ ଦୁଇ ବିରୋଧୀ ସାଂସଦ। ଲୋଭସଭା ବାଚସ୍ପତି ଓମ୍ ବିର୍ଲା ଆଜି ଆଉ ଦୁଇ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଏହାକୁ ମିଶାଇ ଚଳିତ ଶୀତ ଅଧିବେଶନରେ ଉଭୟ ଗୃହରୁ ନିଲମ୍ବିତ ହୋଇଥିବା ସାଂସଦଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି।
ଗୃହରେ ବିଶୃଙ୍ଖଳା…
ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ଭାବରେ ନିର୍ବାଚିତ ହେଲେ ନରେନ୍ଦ୍ର ସିଂ ତୋମାର…
ଭୋପାଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ହେଲେ ବାଚସ୍ପତି। ବୁଧବାର ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ସିଂ ତୋମାର।
ନରେନ୍ଦ୍ର ସିଂ…