Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସୋଲାର ବିସ୍ଫୋରକ କମ୍ପାନୀରେ ବିସ୍ଫୋରଣ, ୯ ମୃତ…
ମହାରାଷ୍ଟ୍ର ନାଗପୁରରେ ଅଘଟଣ। ଏକ ସୋଲାର୍ ଏକ୍ସପ୍ଲୋସିଭ୍(ସୋଲାର ବିସ୍ଫୋରକ) କମ୍ପାନୀରେ ବିସ୍ଫୋରଣ ଘଟି ଅତି କମରେ ଛଅ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ଏକାଧିକ ଲୋକ ଆହତ ହୋଇଛନ୍ତି।
ସବିଶେଷ ତଥ୍ୟ ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ୩୦ ସମୟରେ…
ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ କେଜ୍ରିୱାଲଙ୍କ ରଣହୁଙ୍କାର…
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପଞ୍ଜାବର ବଠିଣ୍ଡାଠାରେ ୧୧୨୫ କୋଟି ଟଙ୍କା ମୂଲ୍ୟର ବିକାଶ ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବଠିଣ୍ଡାରେ ‘ବିକାଶ କ୍ରାନ୍ତି ରାଲି’ରେ ଭାଗ ନେଇଥିଲେ। ଏହି ସମୟରେ ପଞ୍ଜାବର…
ବିଶ୍ବର ବୃହତ୍ତମ ଅଫିସ୍ ଅଟ୍ଟାଳିକା ‘ସୁରତ ଡାଇମଣ୍ଡ୍ ବୁଅର୍ସ’ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସୁରତ: ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ବିଶ୍ବର ବୃହତ୍ତମ ଅଫିସ୍ ଅଟ୍ଟାଳିକା ‘ସୁରତ ଡାଇମଣ୍ଡ୍ ବୁଅର୍ସ’ ଉଦ୍ଘାଟନ କରିଛନ୍ତି। ସୁରତ ନଗରୀ ନିକଟ ଖୋଜଡ଼ ଗ୍ରାମରେ ୬୭ ଲକ୍ଷ ବର୍ଗଫୁଟ୍ ଅଞ୍ଚଳ ପରିମିତ ଏହି ଅଟ୍ଟାଳିକା ଅବସ୍ଥିତ। ଏହା ହେବ ହୀରା…
ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା
ଅରୁଣାଚଳ ପ୍ରଦେଶର ଜଣେ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ତିରପ ଜିଲ୍ଲାର ରାହୋ ଗାଁରେ ଗୁଳି କରି ହତ୍ୟା କରାଯାଇଛି। ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି।
ମୃତ ପୂର୍ବତନ ବିଧାୟକଙ୍କ ନାଁ ୟସମେନ ମାଟେ। ସେ ତାଙ୍କର ତିନି ଜଣ ସମର୍ଥକ ସହିତ…
ଯୌନ ନିର୍ଯାତନାର ଶିକାର ମହିଳା ବିଚାରପତି: ଆତ୍ମହତ୍ୟା ପାଇଁ ସିଜେଆଇଙ୍କ ଅନୁମତି ଲୋଡ଼ିଲେ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜଣେ ମହିଳା ବିଚାରପତି ଜିଲ୍ଲା ଜଜ୍ ଓ ତାଙ୍କର ଅନ୍ୟ ସହଯୋଗୀଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ତାଙ୍କର ଆଉ ବଞ୍ଚିବାକୁ ଆଗ୍ରହ ନାହିଁ। ସେ ଆତ୍ମହତ୍ୟା କରିବାକୁ ଚାହୁଛନ୍ତି। ଏଥିପାଇଁ ତାଙ୍କୁ ଅନୁମତି ଦିଆଯାଉ ବୋଲି ପ୍ରଧାନବିଚାରପତିଙ୍କୁ…
ଭୁଲ୍କ୍ରମେ ୩ଜଣ ପଣବନ୍ଦୀଙ୍କୁ ହତ୍ୟା କଲା ଇସ୍ରାଏଲ୍; ନେତାନ୍ୟାହୁ କହିଲେ ‘ଅସହ୍ୟ ଦୁଃଖ’
ଜେରୁଜେଲମ୍: ଗାଜାର ଶେଜୈୟା ଜିଲ୍ଲାରେ ଯୁଦ୍ଧ କରୁଥିବା ବେଳେ ‘ବିପଦ’ ବା ଶତ୍ରୁପକ୍ଷ ଲୋକ ମନେକରି ଶନିବାର ଦିନ ୩ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ‘ଇସ୍ରାଏଲ୍ ଡିଫେନ୍ସ୍…
ଭିଜିଟର୍ସ ପାସ୍ ଦେଇଥିବା ସାଂସଦଙ୍କୁ ଜେରା କରିବ ପୁଲିସ
ନୂଆଦିଲ୍ଲୀ : ଲୋକସଭା ସୁରକ୍ଷା ତ୍ରୁଟିକୁ ନେଇ ଉଠୁଛି ପଡୁଛି ଗୃହ। ବୁଧବାର ପରଠାରୁ ଏକପ୍ରକାର ଅଚଳ ହୋଇଯାଇଛି ଶୀତ ଅଧିବେଶନ। ଏହି ମାମଲାରେ ଭିଜିଟର୍ସ ପାସ୍ ଦେଇଥିବା ବିଜେପି ସାଂସଦଙ୍କ ଉପରେ…
ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ୧୯୭୧, ଡିସେମ୍ବର ୧୬ ଭାରତ ଇତିହାସର ଏକ ଗୌରବମୟ ଅଧ୍ୟାୟ। ପାକିସ୍ତାନକୁ ପରାସ୍ତ କରି ଏକ ସ୍ୱତନ୍ତ୍ର ଦେଶ ବାଂଲାଦେଶ ଗଢିବାରେ ସଫଳ ହୋଇଥିଲେ ଭାରତୀୟ ସୈନ୍ୟ। ଆଉ ଏହି ଯୁଦ୍ଧରେ ୯୩ ହଜାର…
ନ୍ୟୁଜ ଏଜେନ୍ସି ଆଇଏଏନଏସର ସର୍ବାଧିକ ଅଂଶଧନ କିଣିଲା ଆଦାନୀ ଗ୍ରୁପ୍
ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ଆଦାନୀ ମିଡିଆ ନେଟଓ୍ଵାର୍କ ଲିମିଟେଡ୍ (ଏଏମଏନଏଲ୍) ନ୍ୟୁଜ୍ ଏଜେନ୍ସି ଆଇଏଏନ୍ଏସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ସର୍ବାଧିକ ଅଂଶଧନ ଅଧିଗ୍ରହଣ କରିଛି। ଷ୍ଟକ…
ଆରବ ସାଗରରେ ‘ହାଇଜାକ୍’ ହୋଇଥିବା ମାଲ୍ଟାର ଜାହାଜକୁ ଉଦ୍ଧାର କରିବାକୁ ଗଲା ଭାରତୀୟ ନୌସେନା
ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାବେଳେ ଆରବ ସାଗରରେ ‘ହାଇଜାକ୍’ (ଅପହରଣ) ହୋଇଥିବା ମାଲ୍ଟାର ଜାହାଜ ‘ଏମ୍ଭି ରୁୢଏନ୍’କୁ ଉଦ୍ଧାର କରିବା ଲାଗି ଯୁଦ୍ଧପୋତ ଓ ସାମୁଦ୍ରିକ ପାଟ୍ରୋଲ୍ ବିମାନ ପଠାଯାଇଛି…