Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ବୈଧ
ଧାରା ୩୭୦ ଉଚ୍ଛେଦ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କଲେ ସୁପ୍ରିମକୋର୍ଟ। ଜମ୍ମୁ କଶ୍ମୀରରୁ ଏହି ଧାରା ଉଚ୍ଛେଦ କରି କୌଣସି ଭୁଲ୍ କରିନାହାନ୍ତି କେନ୍ଦ୍ର ସରକାର। ଧାରା ଉଚ୍ଛେଦ ସମ୍ପୂର୍ଣ୍ଣ ରୂପେ ବୈଧ ଓ ଆଇନ ସମ୍ମତ କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି…
ଏଥିକ୍ସ କମିଟି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହୁଆ
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଟିଏମସି ସାଂସଦ ମହୁଆ ମୈତ୍ର। ସଂସଦରୁ ବହିଷ୍କାର ହେବା ପରେ ଏଥିକ୍ସ କମିଟି ବିରୁଦ୍ଧରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଏଥିକ୍ସ କମିଟି ତାଙ୍କ ବିରୁଦ୍ଧରେ ନେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଚ କରିଛନ୍ତି ମହୁଆ। ଗତ…
ଜମ୍ମୁ-କଶ୍ମୀରରେ ହୋଇଛି କି ମାନବାଧିକାର ଉଲ୍ଲଙ୍ଘନ? ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ବୈଧ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଉଚ୍ଛେଦ ବିରୋଧରେ ହୋଇଥିବା ଏକାଧିକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଠିକ ବୋଲି କହିଛନ୍ତି। ତେବେ…
୧୯ରେ ବସିବ ଇଣ୍ଡିଆ ମେଣ୍ଟର ବୈଠକ
୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ସହ ରେଜଲ୍ଟ ପ୍ରକାଶ ପାଇବା ପରେ ପୁଣି ଚର୍ଚ୍ଚାରେ ଇଣ୍ଡିଆ ମେଣ୍ଟ। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଚେକ ଦେବା ପାଇଁ ବିରୋଧୀ ଗଠନ କରିଥିବା ଇଣ୍ଡିଆ ମେଣ୍ଟର ବୈଠକ ଚଳିତ ମାସରେ ବସିବ।
ଏହି ସମୟରେ ସିଟ ଶେୟାରିଂ…
ନାବାଳିକା ଘରୋଇ ସହାୟିକାଙ୍କୁ ଅକଥନୀୟ ନିର୍ଯାତନା…
ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା। ସେ ଯେଉଁ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ, ସେଠାରେ ତାଙ୍କ ସହ ଘଟିଛି ଭୟଙ୍କର କାଣ୍ତ। ଘରର ମାଲିକାଣୀ ଓ ତାଙ୍କର ଦୁଇ ପୁଅ ନିର୍ଯାତନାର ସବୁ ସୀମା ପାର କରି ଯାଇଛନ୍ତି।
ମହିଳା…
ଭବିଷ୍ୟତରେ ବିଜେପିରେ ଧୀରଜ ସାହୁ ସାମିଲ ହେଲେ କ୍ଲିନଚିଟ ଦେବ ନାହିଁ: ସାଂସଦ ପ୍ରିୟଙ୍କା ଚତୁର୍ବେଦୀ
ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଭାଇଙ୍କ ଘରୁ ଆୟକର ବିଭାଗ ଚଢ଼ାଉ କରି ୨୦୦ କୋଟିରୁ ଅଧିକ ଟଙ୍କା ଜବତ କରିଛି | ଆଉ ଏହାକୁ ନେଇ ରାଜନୀତି ଜୋର ଧରିଛି | ବିଜେପି କଂଗ୍ରେସକୁ କଡା ଟାର୍ଗେଟ କରିଥିବାବେଳେ ଏବେ ଶିବସେନା(ୟୁବିଟି) ମଧ୍ୟ…
ବିଷ୍ଣୁଦେଓ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ…
ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାୟପୁରରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଉପସ୍ଥିତିରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ଉପରେ ବାଜିଛି ମୋହର। ତାଙ୍କୁ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ…
ଖାଇକୁ ଖସିଲା କାର୍, ଚାଲିଗଲା ୪ କଲେଜ ଶିକ୍ଷାର୍ଥୀଙ୍କ ଜୀବନ…
କଲେଜରେ ପାଠପଢ଼ୁଥିବା ୪ ଜଣ ଶିକ୍ଷାର୍ଥୀଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। କର୍ଣ୍ଣାଟକାର ଚିକ୍କାବାଲ୍ଲାପୁରା ଉପକଣ୍ଠ ନିକଟରେ ଶିକ୍ଷାର୍ଥୀମାନେ ଯାଉଥିବା କାର ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିବାରୁ ଏତେ ବଡ଼ ଘଟଣା ଘଟିଛି।
୨ ଜଣ ଛାତ୍ର ସେମାନଙ୍କର ଦୁଇ ବନ୍ଧୁଙ୍କୁ ବେଙ୍ଗାଲୁରୁରୁ…
ଛତିଶଗଡ଼ରେ ରହିବେ ୨ ଜଣ ଉପ ମୁଖ୍ୟମନ୍ତ୍ରୀ, ରମଣ ସିଂହ ହେବେ ବାଚସ୍ପତି
ରେଜଲ୍ଟ ବାହାରିବାର ପ୍ରାୟ ସପ୍ତାହ ଧରି କସରତ କରିବା ପରେ ବିଜେପି ଶେଷରେ ବିଷ୍ଣୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ଆଦିବାସୀ ନେତା ବିଷ୍ଣୁଦେଓ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ନେତା ନିର୍ବାଚିତ ହେବା ପରେ ସେ ରାଜ୍ୟପାଳ ବିଶ୍ୱଭୂଷଣ…
ହସ୍ପିଟାଲରେ ଥିବା କେସିଆରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆରଏସ୍ ମୁଖ୍ୟ କେସିଆରଙ୍କୁ ଭେଟିଛନ୍ତି। କେସିଆର ବର୍ତ୍ତମାନ ହାଇଦ୍ରାବାଦର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ପାଇଁ…