Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅଇଁଠା ପ୍ଲେଟ ଦେହରେ ବାଜି ଯିବାରୁ ୱେଟରଙ୍କୁ ପିଟିପିଟି ମାରିଦେଲେ…
ଲକ୍ଷ୍ନୌ : ସାମାନ୍ୟ ଘଟଣାରୁ ଘଟିଛି ବଡ଼ ଅଘଟଣ। ବାହାଘର ଭୋଜି ହୋଇଛି ରକ୍ତରଞ୍ଜିତ। ଅଇଁଠା ପ୍ଲେଟ ଗୋଟିଏ ପାତ୍ରରେ ନେଉଥିବା ବେଳେ କିଛି ଅତିଥିଙ୍କ ଦେହରେ ଏହା ବାଜି ଯାଇଥିଲା। ବାସ୍ ଏହି ଘଟଣା ଯୋଗୁ ଜଣେ ୨୬ ବର୍ଷୀୟ ଯୁବକଙ୍କୁ କିଛି ଲୋକ ପିଟିପିଟି ହତ୍ୟା…
‘ଦିଲ୍ଲୀ ଏମ୍ସରେ ଚିହ୍ନଟ ନିମୋନିଆ ଶିଶୁଙ୍କଠାରେ ନାହିଁ ଚୀନ୍ ସଂକ୍ରମଣର ଲକ୍ଷଣ’
ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚିହ୍ନଟ ହୋଇଥିବା ନିମୋନିଆ ରୋଗୀଙ୍କ ନିକଟରେ ନାହିଁ ଚୀନ ସଂକ୍ରମଣର ଲକ୍ଷଣ। ଚୀନର ପିଲାମାନଙ୍କର ଯେଉଁ ସଂକ୍ରମଣ ବୃଦ୍ଧି ପାଉଛି ସେହି ଲକ୍ଷଣ ଭାରତରେ ଚିହ୍ନଟ ହୋଇଥିବା ପିଲାଙ୍କ ନିକଟରେ ନାହିଁ ବୋଲି ଦିଲ୍ଲୀ ଏମ୍ସ ସ୍ପଷ୍ଟ କରିଛି।…
ତେଲଙ୍ଗାନାର ଡିଏନ୍ଏ ବିହାର ଡିଏନ୍ଏଠାରୁ ଭଲ : ରେବନ୍ଥ ରେଡ୍ଡୀ
ହାଇଦ୍ରାବାଦ : ରେବନ୍ଥ ରେଡ୍ଡୀ ଆଜି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତାଙ୍କର ଏକ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ବିବାଦ। ସେଥିପାଇଁ ତାଙ୍କୁ ଓ କଂଗ୍ରେସକୁ କଡ଼ା ସମାଲୋଚନା କରିଛି ବିଜେପି। ରେବନ୍ଥ ରେଡ୍ଡୀଙ୍କ ମନ୍ତବ୍ୟକୁ କଂଗ୍ରେସ ନିନ୍ଦା କରୁ…
ଗିରିରାଜ ସିଂଙ୍କ ବିବାଦୀୟ ବୟାନ, ଫିଲ୍ମ ଫେଷ୍ଟିଭାଲରେ ମମତା ଠୁମକା ଲଗାଇବା ଉଚିତ ନୁହେଁ
ନୂଆଦିଲ୍ଲୀ,୭।୧୨: ଭାରତୀୟ ଜନତା ପାର୍ଟି ଏମପି ଗିରିରାଜ ସିଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। କୋଲକାତା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ମମତା ଯୋଗଦେବା ନେଇ ସେ ସମାଲୋଚନା କରିଛନ୍ତି। କାର୍ଯ୍ୟକ୍ରମରେ ବଲିଉଡ…
ଚା’ ସିଙ୍ଗଡାରେ ଶେଷ ହେଉଛି ଇଣ୍ଡିଆ ମେଣ୍ଟ ବୈଠକ: ଜେଡିୟୁ ନେତାଙ୍କ ମନ୍ତବ୍ୟ
ପାଟନା,୭।୧୨ : ବିହାରର ଶାସକ ଜେଡିୟୁ ଏମପି ସୁନୀଲ କୁମାର ପିଣ୍ଟୁ ବର୍ତ୍ତମାନ ଏକ ବିବାଦ ସୃଷ୍ଟି କରି କହିଛନ୍ତି। ସିଟ ବାଣ୍ଟିବା ପର୍ଯ୍ୟନ୍ତ ଆଲୋଚନା ନ ହେବା ବିରୋଧୀ ଭାରତୀୟ ନ୍ୟାଶନାଲ ଡେଭଲପମେଣ୍ଟ ଇନକ୍ଲୁସିଭ ଆଲାଏନ୍ସ (ଇଣ୍ଡିଆ) ବ୍ଲକର ବୈଠକ କେବଳ ଚା’…
ନ ହେଲେ କଟିବ ଅଧିକ ଟିଡିଏସ…
ନୂଆଦିଲ୍ଲୀ : ଭାରତୀୟ ନାଗରିକଙ୍କ ପାଇଁ ଆଧାର ଏବଂ ପାନ କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଗତ କିଛି ବର୍ଷ ଧରି ଏହି ଦୁଇକୁ ଲିଙ୍କ କରିବା ବିଷୟରେ ସରକାରୀ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଉଭୟ ସରକାରୀ ଡକ୍ୟୁମେଣ୍ଟ ଜଣେ ବ୍ୟକ୍ତିଙ୍କର ପରିଚୟ…
ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ରେଭନ୍ଥ ରେଡ୍ଡୀ : ବିରୋଧରେ ମୋଟ ୮୯ଟି ଆପରାଧିକ ମାମଲା ବିଚାରାଧୀନ ଅଛି
ହାଇଦ୍ରାବାଦ : ରେଭନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି। ବିଧାନସଭା ନିର୍ବାଚନରେ…
ଧାର ଆଣି ନିର୍ବାଚନ ଲଢ଼ିଲେ, ବାଇକ୍ରେ ୪୦୦ କିମି ଆସି ବିଧାନସଭାରେ ପହଞ୍ଚିଲେ
ଭୋପାଳ : ନା ପୋଷ୍ଟର, ନା ବ୍ୟାନର୍। ହୋର୍ଡିଂ ଲଗାଇ ବି କରିନଥିଲେ ପ୍ରଚାର। ଲୋକଙ୍କ ଠାରୁ ଧାର କରଜ ଆଣି ନିର୍ବାଚନ ଲଢ଼ିଲେ। ଲୋକଙ୍କ ଠାରୁ ଚାନ୍ଦା ଆଣି ଲୋକଙ୍କ ପାଖକୁ ଯାଇ କଲେ ପ୍ରଚାର। ଶେଷରେ ପରିଶ୍ରମର ଫଳ ପାଇଲେ। ନିର୍ବାଚନରେ ଜିତି ବିଧାୟକ ହେବା ପରେ ଏବେ…
ଅଭଦ୍ର ଟିପ୍ପଣୀ ପାଇଁ ଦୁଃଖ ପ୍ରକାଶ କଲେ ବିଜେପି ସାଂସଦ
ନୂଆଦିଲ୍ଲୀ : ସଂସଦ ଭିତରେ ବିଏସ୍ପି ସାଂସଦ ଡାନିଶ ଅଲୀଙ୍କ ପ୍ରତି ଅତ୍ୟନ୍ତ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ବିଜେପି ସାଂସଦ ରମେଶ ବିଧୁରୀ ଶେଷରେ ଦୁଃଖ ପ୍ରକାଶ କରିଛନ୍ତି। ନିଜର ଅଭଦ୍ର ଟିପ୍ପଣୀ ପାଇଁ ସେ ସଂସଦର ସ୍ୱାଧିକାର କମିଟି ନିକଟରେ ଦୁଃଖ ପ୍ରକାଶ…
ମୃତ୍ୟୁଦଣ୍ଡରୁ ମୁକୁଳିବେ କି ନୌସେନାର ୮ ପୂର୍ବତନ ଅଧିକାରୀ? ସମସ୍ତଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ
କତାରରେ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିବା ଭାରତୀୟ ନୌସେନାର ଅବସରପ୍ରାପ୍ତ ୮ ଜଣ କର୍ମଚାରୀଙ୍କୁ ଭେଟିଛନ୍ତି ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ। ରବିବାର ସେମାନଙ୍କୁ ରାଷ୍ଟ୍ରଦୂତ ଭେଟିଥିବା ବେଳେ ଆଜି ଭାରତ ସରକାର ଏନେଇ ସୂଚନା ଦେଇଛନ୍ତି।
ବୈଦେଶିକ ବ୍ୟାପାର…