Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଉତ୍ତରପ୍ରଦେଶର ୮୦ଟି ମଦ୍ରାସାକୁ ୧୦୦ କୋଟି କେଉଁଠୁ ଆସିଲା? ଯାଞ୍ଚ ପାଇଁ ଗଠନ ହେଲା ଏସଆଇଟି
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରାୟ ୮୦ଟି ମଦ୍ରାସାକୁ ୧୦୦ କୋଟି ଟଙ୍କାର ପାଣ୍ଠି ଯୋଗାଣ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରାଯାଇଛି ।…
ପାର୍ଟ ଟାଇମ୍ ଚାକିରି ନାଁରେ ଠକେଇ, ୧୦୦ରୁ ଅଧିକ ଓ୍ୱେବ୍ସାଇଟ୍ ବନ୍ଦ…
ଦିନକୁ ଦନ ବଢ଼ିବାରେ ଲାଗିଛି ସାଇବର ଅପରାଧ। କିଏ କେଉଁ ପ୍ରକାରେ ଲୋକଙ୍କୁ ଲଗାଉଛି ଚୁନା। କିଏ ନୂଆ ନୂଆ ସ୍କମି ବାହାର କରି ଲଟୁଛନ୍ତି ତ ଆଉ କିଏ ପାର୍ଟ ଟାଇମ୍ ଚାକିରି ଦେବା ନାଁରେ କରୁଛନ୍ତି ଠକେଇ। ଏଭଳି କିଛି ମାମାଲା ସାମ୍ନାକୁ ଆସିବା ପରେ ଆକ୍ସନ ମୁଡ୍କୁ…
ସଂସଦ ଆକ୍ରମଣ ନେଇ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ…
ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ସେ ଡିସେମ୍ବର ୧୩ କିମ୍ବା ତା’ପୂର୍ବରୁ ଭାରତୀୟ ସଂସଦ ଉପରେ ଆକ୍ରମଣ କରିବେ। ସୂଚନାଯୋଗ୍ୟ, ୨୦୦୧ ଡିସେମ୍ବର ୧୩ରେ ସଂସଦରେ ହୋଇଥିବା…
ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଜେପିର ୧୦ ସାଂସଦ ଲୋକସଭାରୁ ଇସ୍ତଫା
ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ୧୨ ଜଣ ସାଂସଦଙ୍କ ମଧ୍ୟରୁ ୧୦ ଜଣ ବୁଧବାର ନିଜ ଲୋକସଭା ଆସନରୁ ଇସ୍ତଫା ଦେଇଛନ୍ତି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ସାଂସଦଙ୍କ…
ସ୍ତ୍ରୀ, ପୁଅ ଓ ଝିଅଙ୍କୁ ହତ୍ୟା କରି ନିଜେ ଝୁଲି ପଡ଼ିଲେ ଡାକ୍ତର
ଜୀବନ ରକ୍ଷା କରୁଥିବା ଡାକ୍ତର ହିଁ ସାଜିଲେ ହତ୍ୟାକାରୀ। ନିଜ ସ୍ତ୍ରୀ, ପୁଅ ଓ ଝିଅକୁ ଅତି ନିର୍ମମ ଭାବେ କଲେ ହତ୍ୟା। ଏହାପରେ ନିଜେ ଝୁଲି ପଡିଲେ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ରାଏବରେଲିରେ । ପୁଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ…
ବୋରୱେଲରୁ ଉଦ୍ଧାର ନାବାଳିକା ମେଡିକାଲରେ ଆଖି ବୁଜିଲା
ଦୀର୍ଘ ୯ ଘଣ୍ଟା ବୋରୱେଲ ଭିତରେ ଛଟପଟ ହେବା ପରେ ଉଦ୍ଧାର ହୋଇଥିବା ନାବାଳିକା ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି। ବୋରୱେଲ ଭିତରେ ଫସି ଗୁରୁତର ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିବା ୫ ବର୍ଷୀୟା ନାବାଳିକା ମାହି ଶେଷରେ ଆଖି ବୁଜିଛି।
ମାହିକୁ ଗତକାଲି ବିଳମ୍ବିତ…
ଆମ ସେନା ଜିତିଥିଲେ ବି ନେହରୁଙ୍କ ଭୁଲରୁ ପିଓକେ ସୃଷ୍ଟି ହେଲା : ଅମିତ ଶାହା
ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ୨୦୨୩ ଉପରେ ଆଲୋଚନା ବେଳେ କଂଗ୍ରେସ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଜଓ୍ବାହରଲାଲ ନେହରୁଙ୍କୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ନେହରୁଙ୍କ…
‘ଗୋମୂତ୍ର’ ବୟାନକୁ ନେଇ ବଢ଼ିଲା ବିବାଦ, କ୍ଷମା ମାଗିଲେ ଡିଏମ୍କେ ସାଂସଦ
ହିନ୍ଦୀ ହାର୍ଟ ଲ୍ୟାଣ୍ଡ ରାଜ୍ୟକୁ ଗୋମୂତ୍ର ରାଜ୍ୟ କହି ପରିହାସ କଲେ। ବିବାଦ ବଢ଼ିବା ପରେ ଏବେ କ୍ଷମା ମାଗିଲେ। ବୁଧବାର ସଂସଦରେ ଡିଏମ୍କେ ସାଂସଦ ସେନ୍ଥିଲକୁମାର ନିଜ ଦେଇଥିବା ବୟାନକୁ ଫେରାଇ ନେଇଛନ୍ତି। ଏଥିସହ ସମସ୍ତଙ୍କ ସାମ୍ନାରେ ସେ କ୍ଷମା ମାଗିଛନ୍ତି।
ଛତିଶଗଡ଼,…
ମିଜୋରାମ୍ର ସର୍ବକନିଷ୍ଠା ବିଧାୟିକା ‘ଟିଭି ଆଙ୍କର୍’ ବେରିଲ୍ ବନ୍ନେଇସାଙ୍ଗୀ
ଆଇଜୋଲ୍: ଚଳିତ ମିଜୋରାମ୍ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକ/ବିଧାୟିକାମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟସଂଖ୍ୟକ ‘ଇନ୍ଷ୍ଟାଗ୍ରାମ୍’ ଫଲୋୟର୍ସ ଥିବା ‘ଟିଭି ଆଙ୍କର୍’ ବେରିଲ୍ ବନ୍ନେଇସାଙ୍ଗୀ ରାଜ୍ୟର ସର୍ବକିନିଷ୍ଠ ବିଧାୟିକା ହେବାର ଗୌରବ ଅର୍ଜନ…
ନିର୍ମଳା ସୀତାରମଣଙ୍କ ସମେତ ‘ଫୋବ୍ସ୍’ର ସବୁଠୁ କ୍ଷମତାଶାଳୀ ମହିଳା ତାଲିକାରେ ୪ ଭାରତୀୟ
ନୂଆଦିଲ୍ଲୀ: ‘ଫୋବ୍ସ୍’ ପତ୍ରିକାର ବିଶ୍ବର ସବୁଠୁ କ୍ଷମତାଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ୪ଜଣ ଭାରତୀୟ ମହିଳା ସ୍ଥାନିତ ହୋଇଛନ୍ତି।
ଏହି ତାଲିକାର ୩୨ଶ ସ୍ଥାନରେ ଅଛନ୍ତି ନିର୍ମଳା ସୀତାରମଣ, ୬୦ତମ ସ୍ଥାନରେ ଅଛନ୍ତି…